'ମନି ହାଇଷ୍ଟ' କ୍ରେଜ, ବାଦ୍‌ ପଡ଼ିଲାନି ମୁମ୍ବାଇ ପୁଲିସ

ମୁମ୍ବାଇ: ନେଟଫ୍ଲିକ୍ସର ସବୁଠାରୁ ଲୋକପ୍ରିୟ ୱେବସିରିଜ ‘ମନି ହାଇଷ୍ଟ-୫’କୁ ନେଇ ଏବେ ଚାରିଆଡେ କ୍ରେଜ। ଏହାକୁ ଦୀର୍ଘ ଦିନ ଧରି ଫ୍ୟନ୍ସ ଅପେକ୍ଷା କରି ରହିଥିଲେ। ଏବେ ଏହି ଅପେକ୍ଷାର ଅନ୍ତ ଘଟିଛି। ନିକଟରେ ଏହି ୱେବସିରିଜର ଫାଷ୍ଟ ଭଲ୍ୟୁମ ରିଲିଜ ହୋଇଛି। ଏହି ଶୋ’କୁ ନେଇ ଚାରିଆଡେ କ୍ରେଜ ଲାଗି ରହିଥିବା ବେଳେ ଏଥିରୁ ଏବେ ମୁମ୍ବାଇ ପୁଲିସ ମଧ୍ୟ ବାଦପଡିନି। ମୁମ୍ବାଇ ପୁଲିସକୁ କିମିଆ କରିଛି ଏହି ୱେବସିରସିଜ୍‌। ଏହାକୁ ନେଇ ସେ ବେଶ୍‌ […]

mumbai-police and bella-ciao

mumbai-police and bella-ciao

Madhupriya Mistry
  • Published: Sunday, 05 September 2021
  • Updated: 05 September 2021, 05:51 PM IST

Sports

Latest News

ମୁମ୍ବାଇ: ନେଟଫ୍ଲିକ୍ସର ସବୁଠାରୁ ଲୋକପ୍ରିୟ ୱେବସିରିଜ 'ମନି ହାଇଷ୍ଟ-୫'କୁ ନେଇ ଏବେ ଚାରିଆଡେ କ୍ରେଜ। ଏହାକୁ ଦୀର୍ଘ ଦିନ ଧରି ଫ୍ୟନ୍ସ ଅପେକ୍ଷା କରି ରହିଥିଲେ। ଏବେ ଏହି ଅପେକ୍ଷାର ଅନ୍ତ ଘଟିଛି। ନିକଟରେ ଏହି ୱେବସିରିଜର ଫାଷ୍ଟ ଭଲ୍ୟୁମ ରିଲିଜ ହୋଇଛି। ଏହି ଶୋ'କୁ ନେଇ ଚାରିଆଡେ କ୍ରେଜ ଲାଗି ରହିଥିବା ବେଳେ ଏଥିରୁ ଏବେ ମୁମ୍ବାଇ ପୁଲିସ ମଧ୍ୟ ବାଦପଡିନି।

ମୁମ୍ବାଇ ପୁଲିସକୁ କିମିଆ କରିଛି ଏହି ୱେବସିରସିଜ୍‌। ଏହାକୁ ନେଇ ସେ ବେଶ୍‌ ଏକ୍ସାଇଟେଡ। ପ୍ରତିଥର ଭଳି ଏଥର ମଧ୍ୟ ମୁମ୍ବାଇ ପୁଲିସ ଫଲୋ କରିଛି ଟ୍ରେଣ୍ଡ। ମଜାଦାର ଢ଼ଙ୍ଗରେ ୱେବସିରିଜର ଗୀତ 'ବେଲା ଚାଓ'କୁ ନେଇ ଇନ୍‌ଷ୍ଟ୍ରୁମେଣ୍ଟ ଭର୍ସନ୍‌ ପ୍ଲେ କରିଛି ମୁମ୍ବାଇ ପୁଲିସ। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୁମ୍ବାଇ ପୁଲିସ ଏକ ଭିଡିଓ ଶେଆର କରିଛି। ଏଥିରେ କେତେକ ପୁଲିସ କର୍ମଚାରୀ 'ବେଲା ଚାଓ'ର ଭିନ୍ନ ଭିନ୍ନ ଇନ୍‌ଷ୍ଟ୍ରୁମେଣ୍ଟାଲ ଭର୍ସନ ବଜାଉଥିବା ଦେଖିବାକୁ ମିଳିଛି। ମୁମ୍ବାଇ ପୁଲିସର ଏହି ବ୍ୟାଣ୍ଡ ଖାକି ଷ୍ଟୁଡିଓ ରୂପେ ବେଶ୍‌ ଜଣାଶୁଣା।

ଏହି ଭିଡିଓକୁ ଶେଆର କରି ମୁମ୍ବାଇ ପୁଲିସ ଲେଖିଛି,  'ସର୍ବଦା ଚେଷ୍ଟା କରୁଛୁ ଯେ, ଟ୍ରେଣ୍ଡ ଫଲୋ କରିବା ପାଇଁ ଏବଂ କିଛି ନୂଆ କରିବାକୁ। ଖାକି ଷ୍ଟୁଡିଓ ପୁଣି ଥରେ 'ବେଲା ଚାଓ' ସହ ଆପଣମାନଙ୍କ ହୃଦୟକୁ ହାଇଷ୍ଟ କରିବାକୁ ପ୍ରସ୍ତୁତ ହୋଇଛି।'

ପ୍ରକୃତରେ 'ବେଲା ଚାଓ' ହେଉଛି ଏକ ଇଟାଲୀୟ କୃଷକ ବିରୋଧ ଗୀତ। ମୁମ୍ବାଇ ପୁଲିସର ଏହି ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟାଲ ଗୀତ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମନି ହାଇଷ୍ଟର କ୍ରେଜକୁ ବଜାୟ ରଖିବା ପାଇଁ ପୁଲିସର ଏଭଳି ପ୍ରୟାସ ସମସ୍ତଙ୍କୁ ପସନ୍ଦ ଆସିଛି।

‘ମନି ହାଇଷ୍ଟ’ ଏକ ଏଭଳି ସ୍ପେନିଶ ୱେବ୍‌ ସିରିଜି, ଯାହା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଢ଼େର ଲୋକପ୍ରିୟତା ହାସଲ କରିଛି। ସମସ୍ତଙ୍କୁ ଦିୱାନା କରିଛି ଏହି ୱେବ୍‌ ସିରିଜ। ଓଟିଟି ୱାର୍ଲ୍ଡର ପ୍ରତିଟି ଫ୍ୟାନ୍ସ ପ୍ରଫେସର ଏବଂ ବେଲା ଚାଓ ବିଷୟରେ ଆଉ ଅଜଣା ନାହାନ୍ତି। ଏହି ୱେବ୍ ସିରିଜର ଶେଷ ସିଜିନ୍ ୨ଟି ପାର୍ଟରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ। ପ୍ରଥମଟି ସେପ୍ଟେମ୍ବର ୩ ରେ ରିଲିଜ ହୋଇସାରିଥିବା ବେଳେ ଦ୍ୱିତୀୟଟି ଡିସେମ୍ବର ୩ରେ ପରଦାକୁ ଆସିବ।

https://twitter.com/MumbaiPolice/status/1433694374982946819?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1433694374982946819%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.tv9hindi.com%2Fentertainment%2Fhollywood%2Fmumbai-police-khaki-studio-perform-money-heist-popular-song-bella-ciao-instrument-version-watch-video-808240.html

View this post on Instagram

A post shared by Mumbai Police (@mumbaipolice)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story