ସମନ୍ଥାଙ୍କ ଠାରୁ ଅଲଗା ହେବା ପରେ ଭାଙ୍ଗି ପଡ଼ିଛନ୍ତି ନାଗା ଚୈତନ୍ୟ, କରିବେ ଦ୍ୱିତୀୟ ବିବାହ !

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଦମ୍ପତି ସମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ ଅଲଗା ହେବା ପରେ ପ୍ରଶଂସକମାନେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଯେତେବେଳେ ନାଗା ଓ ସମନ୍ଥାଙ୍କ ବିବାହ ବିଚ୍ଛେଦ ଘଟିଲା ସେତେବେଳା ଫ୍ୟାନମାନେ ପୂରା ମର୍ମାହତ ହୋଇଥିଲେ। ସମନ୍ଥାଙ୍କ ଠାରୁ ଅଲଗା ହେବା ପରେ ନାଗା ଚୈତନ୍ୟ ମଧ୍ୟ ଭାଙ୍ଗି ପଡ଼ିଛନ୍ତି। ହେଲେ ଏସବୁ ଭିତରେ ନାଗା ଚୈତନ୍ୟଙ୍କୁ ନେଇ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ବିବାହ ବିଚ୍ଛେଦ ପରେ […]

Nga

Nga

Hemant Lenka
  • Published: Tuesday, 19 April 2022
  • Updated: 19 April 2022, 12:05 PM IST

Sports

Latest News

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଦମ୍ପତି ସମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ ଅଲଗା ହେବା ପରେ ପ୍ରଶଂସକମାନେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଯେତେବେଳେ ନାଗା ଓ ସମନ୍ଥାଙ୍କ ବିବାହ ବିଚ୍ଛେଦ ଘଟିଲା ସେତେବେଳା ଫ୍ୟାନମାନେ ପୂରା ମର୍ମାହତ ହୋଇଥିଲେ।

ସମନ୍ଥାଙ୍କ ଠାରୁ ଅଲଗା ହେବା ପରେ ନାଗା ଚୈତନ୍ୟ ମଧ୍ୟ ଭାଙ୍ଗି ପଡ଼ିଛନ୍ତି। ହେଲେ ଏସବୁ ଭିତରେ ନାଗା ଚୈତନ୍ୟଙ୍କୁ ନେଇ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ବିବାହ ବିଚ୍ଛେଦ ପରେ ସଂପୂର୍ଣ୍ଣ ଭାବେ ଏକା ହୋଇ ଯାଇଥିବା ନାଗା ଏବେ ପୁଣି ଅଣ୍ଟା ସଳଖି ଛିଡ଼ା ହେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଦ୍ୱିତୀୟ ବିବାହ ପାଇଁ ଚିନ୍ତା କରୁଥିବା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ଆରମ୍ଭ ହୋଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ନାଗା ଚୈତନ୍ୟ ଖୁବଶୀଘ୍ର ଦ୍ୱିତୀୟ ବିବାହ କରିପାରନ୍ତି। ତେବ ଏ ପର୍ଯ୍ୟନ୍ତ ସେ କିମ୍ବା ତାଙ୍କ ପରିବାର ପକ୍ଷରୁ ଏ ରିପୋର୍ଟରେ କେତେ ସତ୍ୟତା ରହିଛି, ସେ ସମ୍ପର୍କରେ କିଛି ବି କୁହାଯାଇନି।

ରିପୋର୍ଟରେ କୁହାଯାଇଛି ଯେ ସମନ୍ଥାଙ୍କଠାରୁ ଅଲଗା ହେବା ପରେ ନାଗା ଚୈତନ୍ୟ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ଅତ୍ୟନ୍ତ ଏକୁଟିଆ ଅନଭୁବ କରୁଛନ୍ତି। ତେଣୁ ସେ ଦ୍ୱିତୀୟ ବିବାହ କରିବାକୁ ଚିନ୍ତା କରୁଛନ୍ତି। ତେବେ ସେ କୌଣସି ଅଭିନେତ୍ରୀଙ୍କୁ ବିବାହ କରିବେ ନା ଆଉ କାହାକୁ ବାହା ହେବେ, ସେକଥା ଜଣାପଡ଼ିନି।

ଶୁଣିବାକୁ ମିଳିଛି ଯେ ନିଜ ଜୀବନକୁ ପୁଣି ଟ୍ରାକକୁ ଆଣିବା ପାଇଁ ଓ ଦ୍ୱିତୀୟ ବିବାହ ପାଇଁ ନାଗା ଚୈତନ୍ୟ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି। ହେଲେ ଏସବୁ ରିପୋର୍ଟରେ କେତେ ସତ୍ୟତେ ରହିଛି, ତାହା ସମୟ ଆସିଲେ ହିଁ ଜଣାପଡ଼ିବ।

ସୂଚନାଯୋଗ୍ୟ, ୨୦୧୭ରେ ନାଗା ଚୈତନ୍ୟ ଓ ସମନ୍ଥା ଗୋଆରେ ବିବାହ କରିଥିଲେ। ଉଭୟ ଅନେକ ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି। ଅଭିନୟ ବେଳେ ହିଁ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରେମ। ପରବର୍ତ୍ତୀ ଅବସ୍ଥାରେ ଏହା ବିବାହର ରୂପ ନେଇଥିଲା। ତେବେ ୨୦୨୧ ଅକ୍ଟୋବରରେ ନାଗା ଓ ସମନ୍ଥା ପରସ୍ପର ଠାରୁ ହଠାତ୍‌ ଅଲଗା ହେବାକୁ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story