ମା’ ହେବାକୁ ଯାଉଛନ୍ତି ନେହା!

ମୁମ୍ବାଇ: ନେହା କକ୍କଡ। ସେ ଏବେ ବଲିଉଡର ଆଗଧାଡିର ସିଙ୍ଗର। ବିବାହ ପରଠାରୁ ତାଙ୍କ ସିଙ୍ଗିଙ୍ଗ କ୍ୟାରିଅର ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଏବେ ନେହାଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି। ସେ କୁଆଡେ ମା’ ହେବାକୁ ଯାଉଛନ୍ତି। ଏଥର କିନ୍ତୁ ସତ ସତିକା। ଗତ କିଛି ଦିନ ହେବ ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ରୁ ନେହା ଦୂରେଇ ରହିଛନ୍ତି। ସେ ତାଙ୍କ ସ୍ୱାମୀ ରୋହନପ୍ରିତଙ୍କ ସହ […]

Neha-Kakkar

Neha-Kakkar

Madhupriya Mistry
  • Published: Saturday, 17 July 2021
  • Updated: 17 July 2021, 01:00 PM IST

Sports

Latest News

ମୁମ୍ବାଇ: ନେହା କକ୍କଡ। ସେ ଏବେ ବଲିଉଡର ଆଗଧାଡିର ସିଙ୍ଗର। ବିବାହ ପରଠାରୁ ତାଙ୍କ ସିଙ୍ଗିଙ୍ଗ କ୍ୟାରିଅର ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଏବେ ନେହାଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି। ସେ କୁଆଡେ ମା’ ହେବାକୁ ଯାଉଛନ୍ତି। ଏଥର କିନ୍ତୁ ସତ ସତିକା।

ଗତ କିଛି ଦିନ ହେବ ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ରୁ ନେହା ଦୂରେଇ ରହିଛନ୍ତି। ସେ ତାଙ୍କ ସ୍ୱାମୀ ରୋହନପ୍ରିତଙ୍କ ସହ ଛୁଟି କଟାଉଛନ୍ତି। ହେଲେ ଏହାରି ଭିତରେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଦେଖିାବକୁ ମିଳିଛି । ତାଙ୍କୁ ଦେଖିଲା ପରେ ସେ କୁଆଡେ ମା’ ହେବାକୁ ଯାଉଥିବା ନେଇ ଶୁଣିବାକୁ ମିଳୁଛି।

[caption id="attachment_659503" align="aligncenter" width="648"]neha_kakkar ମୁମ୍ବାଇ ବିମାନ ବନ୍ଦରରେ ନେହା ଓ ରୋହନପ୍ରିତଙ୍କୁ ଦେଖିାବକୁ ମିଳିଥିଲା[/caption]

ବିମାନବନ୍ଦରରୁ ସାମ୍ନାକୁ ଆସିଥିବା ଫଟୋରେ ନେହା ଟିକେ ମୋଟା ଦେଖାଯାଉଛନ୍ତି। ଏହି ସମୟରେ ସେ ଢ଼ିଲା ପୋଷାକ ପିନ୍ଧିଥିଲେ। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାପରେ ସେ ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ଏପରିକି ଟ୍ୱିଟରର୍ ଏବଂ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍‌ମାନେ ଏହି ଖବର ସତ ନା ମିଛ ବୋଲି ତାଙ୍କୁ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ନେହା କିନ୍ତୁ ଏନେଇ କୌଣସି ଉତ୍ତର ଦେଇନାହାନ୍ତି।

ସୂଚନା ମୁତାବକ ସୋଶାଲ ମିଡିଆରେ ନେହା ଓ ରୋହନପ୍ରିତ ନିଜ ସମ୍ପର୍କ ନେଇ ଖୋଲାଖୋଲି ସ୍ୱୀକାର କରିଥିଲେ। ଏହାର କିଛି ଦିନ ପରେ ଉଭୟଙ୍କ ବିବାହ ଖବର ଶୁଣିବାକୁ ମିଳିଥିଲା। ପରେ ୨୦୨୦ ଅକ୍ଟୋବର ୨୪ରେ ଦୁହେଁ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story