ନୁସରତଙ୍କ ନୂଆ ବ୍ୟବସାୟ, ଯିଏ ଶୁଣୁଛି ମୁହଁ ମୋଡ଼ୁଛି

ମୁମ୍ବାଇ:  ନୂଆ ବ୍ୟବସାୟ ଆରମ୍ଭ କଲେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା । ହେଲେ ଏଥିପାଇଁ ତାଙ୍କୁ ପ୍ରବଳ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ୁଛି। ନୁସରତଙ୍କ ବ୍ୟବସାୟ ବିଷୟରେ ଯେ ଶୁଣୁଛି ମୁହଁ ମୋଡ଼ୁଛି। ଦେଖାଇ ଶିଖାଇ ୨ ପଦ କହିବାକୁ ବି ପଛାଉ ନାହିଁ। ହେଲେ ଏପରି କେଉଁ ବ୍ୟବସାୟରେ ପାଦ ଦେଲେ ନୁସରତ ଯାହା ପାଇଁ ତାଙ୍କୁ ଏତେ କଥା ଶୁଣିବାକୁ ପଡ଼ୁଛି। ନିଜର ଆଗାମୀ ଫିଲ୍ମ ‘ଜନହିତ ମେ ଜାରି’ ଫିଲ୍ମରେ ସେଲ୍ସ […]

nusrat

nusrat

Niharika Rout
  • Published: Thursday, 05 May 2022
  • Updated: 05 May 2022, 12:07 PM IST

Sports

Latest News

ମୁମ୍ବାଇ:  ନୂଆ ବ୍ୟବସାୟ ଆରମ୍ଭ କଲେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା । ହେଲେ ଏଥିପାଇଁ ତାଙ୍କୁ ପ୍ରବଳ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ୁଛି। ନୁସରତଙ୍କ ବ୍ୟବସାୟ ବିଷୟରେ ଯେ ଶୁଣୁଛି ମୁହଁ ମୋଡ଼ୁଛି। ଦେଖାଇ ଶିଖାଇ ୨ ପଦ କହିବାକୁ ବି ପଛାଉ ନାହିଁ। ହେଲେ ଏପରି କେଉଁ ବ୍ୟବସାୟରେ ପାଦ ଦେଲେ ନୁସରତ ଯାହା ପାଇଁ ତାଙ୍କୁ ଏତେ କଥା ଶୁଣିବାକୁ ପଡ଼ୁଛି।

ନିଜର ଆଗାମୀ ଫିଲ୍ମ ‘ଜନହିତ ମେ ଜାରି’ ଫିଲ୍ମରେ ସେଲ୍ସ ଗାର୍ଲ ସାଜିଛନ୍ତି ନୁସରତ । ଆଉ ରାସ୍ତାଘାଟରେ କଣ୍ଡୋମ ବିକିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ମୁଭିର ପୋଷ୍ଟର ଓ ଟିଜର ରିଲିଜ ହେବା ପରେ ଫ୍ୟାନ୍ସମାନେ ନୁସରତଙ୍କ ଉପରେ ରାଗି ପଚି ଲାଲ ହେଲେଣି। ବୋଲ୍ଡ ସବଜେକ୍ଟ ଓ କମେଡି ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ନୁସରତଙ୍କୁ ଟାର୍ଗେଟ କଲେଣି ଲୋକେ।

ଏହି ଫିଲ୍ମ ଜୁନ୍‌ ୧୦ ତାରିଖରେ ରିଲିଜ ହେବ  । ଆସନ୍ତା କାଲି ଏହାର ଟ୍ରେଲର ରିଲିଜ ହେବ । ଏହା ପୂର୍ବରୁ ମୁଭିର ପୋଷ୍ଟର ଓ ଟିଜର ରିଲିଜ ହୋଇ ସାରିଛି। ଫିଲ୍ମର ଟିଜର ରିଲିଜ ହେବା ପରଠୁ ଆକ୍ଟିଭ ହୋଇ ପଡ଼ିଛନ୍ତି ଟ୍ରୋଲର୍ସ ।

ନୁସରତ ଶେଆର କରିଥିବା ପୋଷ୍ଟର ଉପରେ ଅଶ୍ଳୀଳ କମେଣ୍ଟ କରୁଛନ୍ତି ୟୁଜର୍ସ । କିଏ ଏହାକୁ ଡି ଗ୍ରେଡ ଫିଲ୍ମ କହୁଛି ତ’ କିଏ କହୁଛି ବଲିଉଡ ଏବେ ମେଡିକାଲ ଷ୍ଟୋରରେ ପରିଣତ ହୋଇଗଲାଣି।  ଏଥିସହ ୟୁଜର୍ସ କହିଛନ୍ତି ଏହା ଏକ ବାସ୍ତବ ଫିଲ୍ମ ନୁହେଁ, କାରଣ କେହି ବି ଝିଅ ମାର୍କେଟରେ ଛିଡ଼ା ହୋଇ କଣ୍ଡମ  ବିକ୍ରି କରିବାର କେହି କେବେ ଦେଖି ନାହାନ୍ତି।

ହେଲେ ନୁସରତ ବି ଛାଡ଼ିବା ମୁଡରେ ନାହାନ୍ତି। ସେ ବି ଟ୍ରୋଲର୍ସଙ୍କ ମୁହଁ ତୋଡ଼ ଜବାବ ଦେଉଛନ୍ତି। ନୁସରତ କହିଛନ୍ତି, ମୋତେ ଏହି ଚିନ୍ତାଧାରା ବଦଳାଇବାର ଅଛି, ମୁଁ ଏହା ହିଁ କହୁଛି । ଆପଣ କମେଣ୍ଟ କରନ୍ତୁ, ମୁଁ ସ୍ୱର ଉଠାଉଛି।

କିଛି ଲୋକ ଏହି ମୁଭିର ପ୍ରଶଂସା ମଧ୍ୟ କରୁଛନ୍ତି। ବୋଲ୍ଡ ସବଜେକ୍ଟ ଓ କମେଡିର ତଡକା ଯୋଗୁ  ଫିଲ୍ମଟି ହିଟ୍‌ ହେବ ବୋଲି ଆଶା କରାଯାଉଛି। ଫିଲ୍ମର କାହାଣୀ ମଜାଦାର ଥିବା ବେଳେ ଏହାକୁ  ଜନହିତରେ ଜାରି କରାଯାଇଛି। ଯାହାକି କଣ୍ଡୋମ ବ୍ୟବହାରକୁ ନେଇ ଲୋକଙ୍କ ମନରେ ଥିବା ରକ୍ଷଣଶୀଳ ଚିନ୍ତାଧାରା ପରିବର୍ତ୍ତନ କରିବାକୁ ଉଦ୍ଦିଷ୍ଟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story