'ଓସ୍କାର'କୁ ଗଲା ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ 'ରାଇଟିଂ ୱିଥ୍‌ ଫାୟାର୍‌'

ନୂଆଦିଲ୍ଲୀ: ଫିଲ୍ମ ଜଗତର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ହେଉଛି ଓସ୍କାର ଆୱାର୍ଡ।  ପ୍ରତି ବର୍ଷ ଫିଲ୍ମ ଜଗତ ସହ ଜଡିତ ଲୋକେ ଓସ୍କାର ଆୱାର୍ଡର ନମିନେସନ୍ସ ପାଇଁ ଅପେକ୍ଷା କରି ରହିଥାନ୍ତି। ଓସ୍କାର-୨୦୨୨ର ନମିନେସନ୍‌ ଲିଷ୍ଟ ସାମ୍ନାକୁ ଆସିଛି। ଚଳିତ ଥର ଓସ୍କାରରେ ଏଣ୍ଟ୍ରି କରିଛି ଏକ ଭାରତୀୟ ଡକ୍ୟୁମେଣ୍ଟାରୀ ଫିଳ୍ମ। ଓସ୍କାରର ଫାଇନାଲ ନମିନେସନ୍ସ ଲିଷ୍ଟରେ ଭାରତର ଡକ୍ୟୁମେଣ୍ଟାରୀ ଫିଲ୍ମ ‘ରାଇଟିଂ ୱିଥ୍‌ ଫାୟାର୍‌’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚିର ଫିଲ୍ମ ପାଇଁ ମନୋନୀତ ହୋଇଛି। ଏହା […]

indian-documentary fiml in oscar

indian-documentary fiml in oscar

Madhupriya Mistry
  • Published: Wednesday, 09 February 2022
  • Updated: 09 February 2022, 12:30 PM IST

Sports

Latest News

ନୂଆଦିଲ୍ଲୀ: ଫିଲ୍ମ ଜଗତର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ହେଉଛି ଓସ୍କାର ଆୱାର୍ଡ।  ପ୍ରତି ବର୍ଷ ଫିଲ୍ମ ଜଗତ ସହ ଜଡିତ ଲୋକେ ଓସ୍କାର ଆୱାର୍ଡର ନମିନେସନ୍ସ ପାଇଁ ଅପେକ୍ଷା କରି ରହିଥାନ୍ତି। ଓସ୍କାର-୨୦୨୨ର ନମିନେସନ୍‌ ଲିଷ୍ଟ ସାମ୍ନାକୁ ଆସିଛି। ଚଳିତ ଥର ଓସ୍କାରରେ ଏଣ୍ଟ୍ରି କରିଛି ଏକ ଭାରତୀୟ ଡକ୍ୟୁମେଣ୍ଟାରୀ ଫିଳ୍ମ। ଓସ୍କାରର ଫାଇନାଲ ନମିନେସନ୍ସ ଲିଷ୍ଟରେ ଭାରତର ଡକ୍ୟୁମେଣ୍ଟାରୀ ଫିଲ୍ମ 'ରାଇଟିଂ ୱିଥ୍‌ ଫାୟାର୍‌' ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚିର ଫିଲ୍ମ ପାଇଁ ମନୋନୀତ ହୋଇଛି। ଏହା ସମଗ୍ର ଦେଶ ପାଇଁ ଗର୍ବର ବିଷୟ।

Oscars 2022 Nominations: Oscar Nomination List Published; This documentary of India is in the Awards Race! | Oscars Nominations 2022 Indian Documentary Writing With Fire is nominated in the Best Documentary Feature

'ରାଇଟିଂ ୱିଥ୍‌ ଫାୟାର୍‌' ଡକ୍ୟୁମେଣ୍ଟାରୀ ଫିଲ୍ମଟି ବେଧଡକ ସାମ୍ବାଦିକତା ଉପରେ ଆଧାରିତ। ଓସ୍କାର ପୂର୍ବରୁ ଏହି ଫିଲ୍ମଟି ସନ୍‌ଡାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ପେଶାଲ ଜୁରି ଆୱାର୍ଡ ହାସଲ କରିସାରିଛି। ଏହି ଫିଲ୍ମଟି ଏପର୍ଯ୍ୟନ୍ତ ୨୦ରୁ ଅଧିକ ଆନ୍ତର୍ଜାତୀୟ ପୁରସ୍କାର ହାସଲ କରିଛି ଏବଂ ଏହି ଫିଲ୍ମକୁ ନେଇ ଚାରିଆଡେ ପ୍ରଶଂସା କରାଯାଉଛି। ବର୍ତ୍ତମାନ ଲୋକମାନେ ଏହି ଫିଲ୍ମକୁ ନେଇ ବହୁତ ଆଶା କରୁଛନ୍ତି। ବିଶ୍ୱାସ ରହିଛି ଯେ ଏଥର ଏହି ଫିଲ୍ମ ନିଶ୍ଚିତ ଭାବରେ ଭାରତ ପାଇଁ ଓସ୍କାର ଆଣିବ।

ଏହି ଫିଲ୍ମ ସହ ନମିନେଟ୍‌ ହୋଇଥିବା ଅନ୍ୟ ଫିଲ୍ମଗୁଡିକ ହେଉଛି ଏସିନେଶନ, ଏଟିକା ଏବଂ ପ୍ଲି ଆଣ୍ଡ ସମର୍‌ ଅଫ୍ ଦି ସୋଲ୍। 'ରାଇଟିଂ ୱିଥ୍‌ ଫାୟାର୍‌' ଫିଲ୍ମକୁ ମିଳିତ ଭାବେ ରିଣ୍ଟୁ ଥୋମାସ୍ ଏବଂ ସୁସ୍ମିତ ଘୋଷ ନିର୍ଦ୍ଦେଶନା ଦେଇଥିଲେ। ଉଭୟଙ୍କ କ୍ୟାରିୟରର ଏହା ହେଉଛି ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମ। ଦଳିତ ମହିଳା ସାମ୍ବାଦିକାଙ୍କୁ କେଉଁ କେଉଁ ପରିସ୍ଥିତିର ସାମ୍ନାକୁ କରିବାକୁ ପଡୁଛି ତାହା ଉପରେ ଏହି ଫିଲ୍ମଟି ଆଧାରିତ।

ପ୍ରତିବର୍ଷ ସିନେ ପ୍ରେମୀ ଓସ୍କାର ଆୱାର୍ଡକୁ ଅପେକ୍ଷା କରି ରହିଥାନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖରେ ଲସ ଆଞ୍ଜେସଲରେ ୯୭ତମ ବାର୍ଷିକ ଆୱାର୍ଡ ଦିଆଯିବ। କିନ୍ତୁ ଏହା ପୂର୍ବରୁ ମଙ୍ଗଳବାର ଓସ୍କାର ଆୱାର୍ଡ ପାଇଁ ନମିନେସନ ଘୋଷଣା କରାଯାଇଛି। ଟ୍ରେସୀ ଏଲିସ ରସ ଏବଂ ଲେସ୍ଲି ଜାର୍ଡନ ନମିନେସନ ଘୋଷଣା କରିଛନ୍ତି। ଓସ୍କାର ନମିନୋସନ୍‌ରେ ଶ୍ରେଷ୍ଠ ଅଭିନେତା, ନିର୍ଦ୍ଦେଶକ, ଅଭିନେତା, ସହ ଅଭିନେତା, ସହ ଅଭିନେତ୍ରୀ ପରି କ୍ୟାଟେଗୋରୀ ସାମିଲ ରହିଛି।

https://youtu.be/MFBWKklVEOU

https://twitter.com/TheAcademy/status/1491043078144081920?s=20&t=qAl6g8zgBynXptcn1ELFjw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story