'ଆପଣ କ'ଣ ଚାହୁଁଛନ୍ତି ଯେ ଭାରତ ଜିତିଲେ ମୁଁ ପୁଣିଥରେ ଷ୍ଟ୍ରିପ୍ ହେବା କଥା କହିବି'

ନୂଆଦିଲ୍ଲୀ: ଅନ୍ତରଙ୍ଗ ଦୃଶ୍ୟ ଓ ରୋକଠୋକ୍ ଆଚରଣ ପାଇଁ ବେଶ୍ ଜଣାଶୁଣା ମଡେଲ୍ ଓ ଅଭିନେତ୍ରୀ ପୁଣିଥରେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ ନେଇ ନେଇ ଦେଇଛନ୍ତି। ଇଂଲଣ୍ଡରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ ନେଇ ପୁନମ୍ ପାଣ୍ଡେ କହିଛନ୍ତି ଯେ ଆପଣମାନେ କ’ଣ ଚାହୁଁଛନ୍ତି, ମୁଁ ପୁଣିଥରେ ଷ୍ଟ୍ରିପ୍ ହେବା […]

poonam

poonam

Ranjit Kumar Jena
  • Published: Sunday, 20 June 2021
  • Updated: 20 June 2021, 07:05 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତରଙ୍ଗ ଦୃଶ୍ୟ ଓ ରୋକଠୋକ୍ ଆଚରଣ ପାଇଁ ବେଶ୍ ଜଣାଶୁଣା ମଡେଲ୍ ଓ ଅଭିନେତ୍ରୀ ପୁଣିଥରେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ ନେଇ ନେଇ ଦେଇଛନ୍ତି। ଇଂଲଣ୍ଡରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ ନେଇ ପୁନମ୍ ପାଣ୍ଡେ କହିଛନ୍ତି ଯେ ଆପଣମାନେ କ'ଣ ଚାହୁଁଛନ୍ତି, ମୁଁ ପୁଣିଥରେ ଷ୍ଟ୍ରିପ୍ ହେବା କଥା କହିବି।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପୁନମ ବିଶ୍ୱ ଚାମ୍ପିୟନଶିପକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ପୁନମଙ୍କୁ ପଚରା ଯାଇଥିଲା ଯେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ମ୍ୟାଚ୍ ଚାଲିଛି, ଏ ନେଇ କିଛି କହିବେ କି? ଏହା ଉପରେ ପୁନମ୍ କହିଲେ ଯେ ସତରେ କ'ଣ କ୍ରିକେଟ୍ ଚାଲିଛି, କିନ୍ତୁ ଆପଣ କ'ଣ ଚାହୁଁଛନ୍ତି ଭାରତ ଜିତିଲେ ମୁଁ ପୁଣିଥରେ କପଡ଼ା କାଢ଼ି ଦେବା କଥା କହିବି। ପୁନମ କହିଲେ ଯେ ମୋତେ ଏ (ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍) ବିଷୟରେ କିଛି ଜଣା ନାହିଁ। ମୁଁ ଘରକୁ ଯିବ। ମୁଁ ବିବାଦ ସମ୍ବନ୍ଧରେ ଯାଞ୍ଚ କରିବି ଏବଂ ଯଦି ସମ୍ଭବ ହେଲା, ତାହେଲେ ମୁଁ ଏ ବିଷୟରେ ଚିନ୍ତା କରିବି।

ଏହି ସମୟରେ ପୁନମଙ୍କ କଥା କାଟି ତାଙ୍କ ପତି ସାମ୍ ବମ୍ବେ ହଠାତ୍ କହି ଉଠିଲେ, ମୁଁ ଷ୍ଟିପ୍ ହେବା ପାଇଁ ପ୍ରସ୍ତୁତ ଅଛି। ଏହା ଉପରେ ପୁନମ୍ କହିଲେ ଯେ `ତୁମେ ଷ୍ଟ୍ରିପ୍ କରିବାକୁ ଚାହୁଁଛ? ଏମିତି ଜମା କରିବନି, ନଚେତ୍ ଇଣ୍ଡିଆ ହାରିଯିବ।' ତେବେ ପରେ ପୁନମ୍ ଏସବୁ କଥାକୁ ମଜାକ ବୋଲି କହିଥିଲେ।

ସୂଚନାଯୋଗ୍ୟ, ପୁନମ୍ ୨୦୧୧ ବିଶ୍ୱକପର ଫାଇନାଲ୍ ମ୍ୟାଚକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେହି ସମୟରେ ପୁନମ୍ କହିଥିଲେ ଯେ ଯଦି ଭାରତ ବିଶ୍ୱକପ୍ ଜିତିବ, ତାହେଲେ ସେ ସର୍ବସମ୍ମୁଖରେ ନ୍ୟୁଡ୍ (ଉଲଗ୍ନ) ହେବେ। ତେବେ ପରେ ଏଭଳି କିଛି ହୋଇନଥିଲା। ଏହା ଉପରେ ପୁନମ୍ କହିଥିଲେ ଯେ ତାଙ୍କୁ ବିସିସିଆଇ ତରଫରୁ ଏଥିପାଇଁ ଅନୁମତି ମିଳିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story