‘ଘରେ ବସି ବସି ଆଳୁ ଖାଉନି’, କାହିଁକି ଏମିତି କହିଲେ ପୂଜା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପୂଜା ବାତ୍ରାଙ୍କର ଏକ ଫିଲ୍ମ ଆସୁଛି। ଏହାର ନାଁ ‘ସ୍କ୍ୱାଡ୍‌’। ୨୦୧୭ରେ ‘ମିରର ଗେମ୍‌’ ପରେ ଏହା ହେଉଛି ତାଙ୍କର ପ୍ରଥମ ବଲିଉଡ୍‌ ପ୍ରୋଜେକ୍ଟ। ତେଣୁ ଏକ ଇଂରାଜୀ ଖବର କାଗଜକୁ ସାକ୍ଷାତକାର ଦେବା ବେଳେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଏତେ ବର୍ଷ ପରେ ଅଭିନୟକୁ ପୁଣି ଫେରିଥିବାରୁ କେମିତି ଅନୁଭବ କରୁଛନ୍ତି, ସେତେବେଳେ ପୂଜା ରାଗି ଯାଇଥିଲେ। ଆଉ କହିଥିଲେ ଯେ ସେ ଅନେକ ଆମେରିକୀୟ ଶୋ’ରେ କାମ […]

Puja Batra

Puja Batra

Jitendra Garnayak
  • Published: Sunday, 07 November 2021
  • Updated: 07 November 2021, 02:40 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପୂଜା ବାତ୍ରାଙ୍କର ଏକ ଫିଲ୍ମ ଆସୁଛି। ଏହାର ନାଁ ‘ସ୍କ୍ୱାଡ୍‌’। ୨୦୧୭ରେ ‘ମିରର ଗେମ୍‌’ ପରେ ଏହା ହେଉଛି ତାଙ୍କର ପ୍ରଥମ ବଲିଉଡ୍‌ ପ୍ରୋଜେକ୍ଟ। ତେଣୁ ଏକ ଇଂରାଜୀ ଖବର କାଗଜକୁ ସାକ୍ଷାତକାର ଦେବା ବେଳେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଏତେ ବର୍ଷ ପରେ ଅଭିନୟକୁ ପୁଣି ଫେରିଥିବାରୁ କେମିତି ଅନୁଭବ କରୁଛନ୍ତି, ସେତେବେଳେ ପୂଜା ରାଗି ଯାଇଥିଲେ। ଆଉ କହିଥିଲେ ଯେ ସେ ଅନେକ ଆମେରିକୀୟ ଶୋ’ରେ କାମ କରୁଛନ୍ତି। ଘରେ ବସି ବସି ଆଳୁ ଖାଉ ନାହାନ୍ତି।

ପୂଜା କହିଥିଲେ, ମୁଁ ଆମେରିକାରେ ବହୁତ କାମ କରୁଛି। ମୁଁ ସେଠାରେ ଅନେକ ଶୋ’ରେ କାମ କରିଛି। ଲିଥାଲ୍ ୱିପନ୍, ଟାଇମ୍‌ଲେସ୍ ଓ ରୁକି ଭଳି ଶୋ’ରେ କାମ କରିଛି। ‘ୱାନ୍ ଅଣ୍ଡର ଦ ସନ୍’ ଫିଲ୍ମରେ କାମ କରିଛି। ଏହି ଫିଲ୍ମରେ ମୁଁ ଜଣେ ମହାକାଶଚାରୀ ଭୂମିକାରେ ଅଭିନୟ କରିଥିଲି। ମୁଁ ‘ଦ୍ରୌପଦୀ ଅନ୍‌ଲିଶ୍‌ଡ’ରେ ଅଭିନୟ କରିଛି, ଯାହା କୋଭିଡ୍ ବେଳେ ରିଲିଜ୍ ହୋଇଥିଲା। ଏବେ ମୁଁ ‘ହେକ୍ସାନ ଗାଲଟୋନ୍‘ ନାମକ ଏକ ଫିଲ୍ମରେ କାମ କରୁଛି। ମୁଁ କାମ କରୁଛି। ମୁଁ କେବଳ ଘରେ ବସି ବସି ଆଳୁ ଖାଉନାହିଁ।

ପୂଜା ଆଶା କରିଛନ୍ତି ଯେ ‘ସ୍କ୍ୱାଡ୍’ ରିଲିଜ୍ ହେବା ପରେ ତାଙ୍କୁ ନିଜ ଦେଶରେ ବି କାମ ମିଳିବ। ପୂଜାଙ୍କ ସ୍ୱାମୀ ନବାବ ଶାହ ମୁମ୍ବାଇରେ ରହନ୍ତି। ତେଣୁ ପୂଜାଙ୍କର ମୁମ୍ବାଇ ଓ କାଲିଫର୍ଣ୍ଣିଆ ମଧ୍ୟରେ ଯିବାଆସିବା ଲାଗି ରହିଥାଏ।

୧୯୯୭ରେ ରିଲିଜ୍ ହୋଇଥିଲା ବଲିଉଡ୍ ଫିଲ୍ମ ‘ବିରାସତ୍‌’। ଏଥିରେ ଡେବ୍ୟୁ କରିଥିଲେ ପୂଜା ବାତ୍ରା। ତା’ପରେ ସେ ଅନେକ ହିନ୍ଦୀ, ତାମିଲ ଓ ତେଲଜୁ ଫିଲ୍ମରେ ଅଭିନୟ କରିଥିଲେ। ତେବେ ସେ ଏତେ ସଫଳତା ପାଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story