ରାଜ କୁନ୍ଦ୍ରା ପର୍ଣ୍ଣଗ୍ରାଫି କେସ୍‌: ନିର୍ଦ୍ଦେଶକଙ୍କ ସମେତ ୪ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଜଡିତ ପର୍ଣ୍ଣଗ୍ରାଫି କେସ୍‌ ମାମଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସକୁ ମିଳିଛି ବଡ ସଫଳତା। ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ମୁମ୍ବାଇର ବର୍ସୋୱା ଏବଂ ବୋରିୱଲିରୁ ୪ ଜଣଙ୍କୁ ଗିରଫ କରିଛି। ଏହି ଗିରଫ ୪ ଜଣଙ୍କ ମଧ୍ୟରେ ରାଜ କୁନ୍ଦ୍ରାଙ୍କ କମ୍ପାନୀ ସହ ଜଡିତ ଜଣେ କାଷ୍ଟିଂ ଡାଇରେକ୍ଟର ମଧ୍ୟ ଥିବା ଜଣାପଡିଛି। ଏହି ମାମଲାରେ ଗିରଫ ହୋଇସାରିଥିବା ରାଜ କୁନ୍ଦ୍ରାଙ୍କୁ […]

Raj kundra

Raj kundra

Madhupriya Mistry
  • Published: Tuesday, 22 February 2022
  • Updated: 22 February 2022, 11:58 AM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଜଡିତ ପର୍ଣ୍ଣଗ୍ରାଫି କେସ୍‌ ମାମଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସକୁ ମିଳିଛି ବଡ ସଫଳତା। ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ମୁମ୍ବାଇର ବର୍ସୋୱା ଏବଂ ବୋରିୱଲିରୁ ୪ ଜଣଙ୍କୁ ଗିରଫ କରିଛି। ଏହି ଗିରଫ ୪ ଜଣଙ୍କ ମଧ୍ୟରେ ରାଜ କୁନ୍ଦ୍ରାଙ୍କ କମ୍ପାନୀ ସହ ଜଡିତ ଜଣେ କାଷ୍ଟିଂ ଡାଇରେକ୍ଟର ମଧ୍ୟ ଥିବା ଜଣାପଡିଛି।

ଏହି ମାମଲାରେ ଗିରଫ ହୋଇସାରିଥିବା ରାଜ କୁନ୍ଦ୍ରାଙ୍କୁ ଗତବର୍ଷ ଡିସେମ୍ବର ୨୦ରେ ଜାମିନ ମିଳିଥିଲା। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୁଲିସ କୋର୍ଟରେ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରାୟନ ଥୋର୍ପ ବିରୋଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ଦୁଇ ଜଣ ଫର୍ଣ୍ଣଗ୍ରାଫି ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ଚାର୍ଜସିଟ୍‌ରେ ଉଲ୍ଲେଖ କରିଥିଲା।

ସୂଚନା ମୁତାବକ, ଗତବର୍ଷ ଜୁଲାଇ ୧୯ ତାରିଖ ବିଳମ୍ବିତ ରାତିରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ପର୍ଣ୍ଣଗ୍ରାଫି ଫିଲ୍ମ ରାକେଟ୍‌ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ମଧ୍ୟ କରିଥିଲା। ଏହାପରେ ଜୁଲାଇ ୨୦ ତାରିଖରେ ରାଜଙ୍କ ଆଇଟି ସହଯୋଗୀ ରାୟନଙ୍କୁ ଗିରଫ କରିଥିଲା ପୁଲିସ।

ରାଜଙ୍କ ଗିରଫଦାରୀ ପରେ ଅନେକ ଖୁଲାସା ହୋଇଥିଲା। ତାଙ୍କ ହ୍ୱାଟସଆପ୍‌ ଚାଟ୍‌ ସାମ୍ନାକୁ ଆସିଥିଲା। ଏଥିରୁ ରାଜ ପର୍ଣ୍ଣ ଫିଲ୍ମ ତିଆରି କରୁଥିବା କଥା ଖୁଲାସା ହୋଇଥିଲା। ପୁଲିସ ମୁତାବକ ରାଜ ଏହି ଫିଲ୍ମ ଜରିଆରେ ପ୍ରତିଦିନ ୮ ଲକ୍ଷରୁ ଅଧିକ ଟଙ୍କା ଅର୍ଜନ କରୁଥିଲେ।

https://twitter.com/ANI/status/1495976628278951936?s=20&t=wCYHiZ_TSrqd4jN83cnRfQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story