କରୋନା ଆକ୍ରାନ୍ତ କରୀନାଙ୍କ ସହ କଫି ଡେଟିଂରେ ଗଲେ ସୈଫ୍‌

ମୁମ୍ବାଇ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡର ବେବୋ ଓରଫ କରୀନା କପୁର ଖାନ୍‌। ସେ ଏବେ ତାଙ୍କ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ନିଜ ପରିବାର ସଦସ୍ୟଙ୍କ ଠାରୁ ସେ ଦୂରେଇ ରହିଛନ୍ତି। ତେବେ ଏହାରି ଭିତରେ କରୋନାରେ ଆକ୍ରାନ୍ତ ହୋଇଥିବା କରୀନା ସହ ତାଙ୍କ ସ୍ୱାମୀ ସୈଫ ଅଲ୍ଲି ଖାନ୍‌ କଫି ଡେଟିଂରେ ଯାଇଛନ୍ତି। ବିବାହର ଏତେ ବର୍ଷ ପରେ ବି କମିନି ବେବୋ ଆଉ ସୈଫଙ୍କ ପ୍ରେମ। ଏହାର ପ୍ରମାଣ ଦେଇଛନ୍ତି ଖୋଦ୍‌ କରୀନା କପୁର। […]

Kareena and saif-1

Kareena and saif-1

Madhupriya Mistry
  • Published: Thursday, 16 December 2021
  • Updated: 16 December 2021, 05:50 PM IST

Sports

Latest News

ମୁମ୍ବାଇ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡର ବେବୋ ଓରଫ କରୀନା କପୁର ଖାନ୍‌। ସେ ଏବେ ତାଙ୍କ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ନିଜ ପରିବାର ସଦସ୍ୟଙ୍କ ଠାରୁ ସେ ଦୂରେଇ ରହିଛନ୍ତି। ତେବେ ଏହାରି ଭିତରେ କରୋନାରେ ଆକ୍ରାନ୍ତ ହୋଇଥିବା କରୀନା ସହ ତାଙ୍କ ସ୍ୱାମୀ ସୈଫ ଅଲ୍ଲି ଖାନ୍‌ କଫି ଡେଟିଂରେ ଯାଇଛନ୍ତି।

ବିବାହର ଏତେ ବର୍ଷ ପରେ ବି କମିନି ବେବୋ ଆଉ ସୈଫଙ୍କ ପ୍ରେମ। ଏହାର ପ୍ରମାଣ ଦେଇଛନ୍ତି ଖୋଦ୍‌ କରୀନା କପୁର। ସେ ନିଜ ଇନ୍‌ଷ୍ଟାଗ୍ରାମରେ କଫି ଡେଟ୍‌ କରୁଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ କରୀନା କପୁର ହୋମ୍‌ ଆଇସୋଲେସନରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱାମୀ ସୈଫ ନଜର ରଖିଛନ୍ତି।

ଏହାରି ଭିତରେ ଦୂରରେ ରହି ଗୋଟିଏ ଛାତରୁ ଅନ୍ୟ ଛାତରେ ଠିଆ ହୋଇ କରୀନା-ସୈଫ ଏକାଠି କଫି ପିଇବାର ମଜା ନେଇଛନ୍ତି। ଏହି କଫି ପିଇବା ବେଳର ଫଟୋକୁ କରୀନା ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି, 'ଆମେ ଆଜି ମଧ୍ୟ କରୋନା କଳାରେ ପରସ୍ପରକୁ ଭଲ ପାଉ। ଏହାକୁ ଜମାରୁ ଭୁଲନ୍ତୁ ନାହିଁ।'

ଫଟୋରେ ସୈଫ ଏକ ଛାତ ଉପରେ ଠିଆ ହୋଇଥିବା ବେଳେ ତାଙ୍କ ପଛରେ ବଡିଗାର୍ଡମାନେ ମାସ୍କ ପିନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ କରଣ ଜୋହରଙ୍କ ପାର୍ଟିରେ ଯେଗ ଦେଇ ଫେରିବା ପରେ କରୀନା କପୁର କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସହ ତାଙ୍କ ଘନିଷ୍ଠ ବନ୍ଧୁ ଅମୃତା ଅରୋରା ମଧ୍ୟ ସଂକ୍ରମିତ ହୋଇଛନ୍ତି। ସେହିପରି ମହିପ କପୁର ଓ ସୀମା ଖାନ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story