ସଲମାନଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କୁ ମିଳିଲା ବଡ ଆଶ୍ୱସ୍ତି। ସାମ୍ବାଦିକଙ୍କ ସହ ଦୁର୍ବ୍ୟହାର କରିବା ମାମଲାରେ ତାଙ୍କୁ ପୁଣି ଥରେ ବମ୍ବେ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସଲମାନ ଖାନ୍‌ଙ୍କ ଓକିଲ ଏହି ମାମଲାରେ ତଳ କୋର୍ଟ ପଠାଇଥିବା ସମନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାପରେ ଏହି ମାମଲାକୁ ମେ’ ୫ ତାରିଖ ଯାଏ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ଏହି ସ୍ଥଗିତ ଅବଧିକୁ ଆସନ୍ତା ଜୁନ୍‌ ୧୩ ଯାଏ ବଢ଼ାଇ ଦେଇଛନ୍ତି ହାଇକୋର୍ଟ। ସେପଟେ […]

Salman Khan

Salman Khan

Madhupriya Mistry
  • Published: Friday, 06 May 2022
  • Updated: 06 May 2022, 12:20 PM IST

Sports

Latest News

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କୁ ମିଳିଲା ବଡ ଆଶ୍ୱସ୍ତି। ସାମ୍ବାଦିକଙ୍କ ସହ ଦୁର୍ବ୍ୟହାର କରିବା ମାମଲାରେ ତାଙ୍କୁ ପୁଣି ଥରେ ବମ୍ବେ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସଲମାନ ଖାନ୍‌ଙ୍କ ଓକିଲ ଏହି ମାମଲାରେ ତଳ କୋର୍ଟ ପଠାଇଥିବା ସମନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାପରେ ଏହି ମାମଲାକୁ ମେ' ୫ ତାରିଖ ଯାଏ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ଏହି ସ୍ଥଗିତ ଅବଧିକୁ ଆସନ୍ତା ଜୁନ୍‌ ୧୩ ଯାଏ ବଢ଼ାଇ ଦେଇଛନ୍ତି ହାଇକୋର୍ଟ।

ସେପଟେ ଅଭିଯୋଗକାରୀ ଏକ ସତ୍ୟପାଠ ଦାଖଲ କରି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ସମନ ଉପରେ ରୋକ୍‌ ଲଗାଇ ସଲମାନ ଖାନ୍‌ଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ନିଜ ସତ୍ୟପାଠରେ ଅଭିଯୋଗକାରୀ ଅଶୋକ ପଣ୍ଡିତ କହିଛନ୍ତି, ଅନ୍ଧେରୀ ମାଜିଷ୍ଟ୍ରେଟ୍‌ ଅଦାଲତ କାନୁନ ବ୍ୟବସ୍ଥାର ପାଳନ କରି ପ୍ରମାଣ ଏବଂ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସଲମାନ ଓ ତାଙ୍କ ଅଙ୍ଗରଖିଙ୍କୁ ସମନ୍‌ ଜାରି କରିଥିଲେ। କିନ୍ତୁ ଏହା ଉପରେ ହାଇକୋର୍ଟ ରୋକ ଲଗାଇବା ଠିକ୍‌ ନୁହେଁ।

Trending news: High Court gives double relief to Salman Khan, new order  came in the case of snatching phone from journalist - Hindustan News Hub

ସୂଚନା ମୁତାବକ, ୨୦୧୯ରେ ସଲମାନ ଓ ତାଙ୍କ ବଡିଗାର୍ଡ ଅଶୋକ ପାଣ୍ଡେଙ୍କୁ ଧମାଇଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ତାଙ୍କ ଫୋନ୍‌ ଛଡାଇ ଫିଙ୍ଗି ଦେଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ସଲମାନଙ୍କ ବିରୋଧରେ ଏକ ସମନ ଜାରି କରାଯାଇଥିଲା। ତେବେ ବଡିଗାର୍ଡ ଶେଖ୍‌ ଏହି ସମନକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଦାୟର କରିଥିଲେ। ସଲମାନ ଓ ଶେଖଙ୍କ ଆବେଦନ ଉପରେ ଜଷ୍ଟିସ ଏନ୍‌.ଜେ ଇନାମଦାର ଶୁଣାଣି କରି ଦୁହିଁଙ୍କ ବିରୋଧରେ ଜାରି ହୋଇଥିବା ସମନ ଉପରେ ଜୁନ୍‌ ୧୩ ଯାଏଁ ରୋକ ଲଗାଇ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story