ବଲିଉଡ୍ କୋରିଓଗ୍ରାଫର୍ ସରୋଜ୍ ଖାନ୍‌ଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ୍

ମୁମ୍ବାଇ: ସଲମାନ୍‌ ଖାନ୍‌ ବଲିଉଡରେ ଅନେକ ନୂଆ ପୁରୁଣା ଚେହେରାଙ୍କୁ ପରିଚୟ ଦେଇଛନ୍ତି। ସେଥିପାଇଁ ଅନେକ କଳାକାର ସଲମାନ୍‌ଙ୍କୁ ନିଜ ଗଡ୍‌ଫାଦର ବୋଲି କହିଥାନ୍ତି। କେବଳ ଏତିକି ନୁହେଁ ସଲ୍‌ମାନ ସବୁବେଳେ ଅନ୍ୟକୁ ସାହାୟ୍ୟ କରିବାରେ ଆଗୁଆ ରହିଥାନ୍ତି। ବଲିଉଡରେ ବହୁ ଲୋକଙ୍କୁ ସେ ସୁବିଧା ଅସୁବିଧାରେ ସାହାଯ୍ୟ କରିଥାନ୍ତି।  ବର୍ତ୍ତମାନ୍‌ ସଲମାନ୍‌ ଭେଟେରାନ କୋରିଓ ଗ୍ରାଫର୍ ସରୋଜ ଖାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସଲମାନ୍‌ ଖାନ ସରୋଜଙ୍କ ସହ ସାକ୍ଷାତ କରି ତାଙ୍କୁ ସହାୟତାର ପ୍ରତିଶ୍ରୁତି […]

salman

salman

Chinmayee Roy
  • Published: Tuesday, 02 April 2019
  • Updated: 02 April 2019, 09:18 AM IST

Sports

Latest News

ମୁମ୍ବାଇ: ସଲମାନ୍‌ ଖାନ୍‌ ବଲିଉଡରେ ଅନେକ ନୂଆ ପୁରୁଣା ଚେହେରାଙ୍କୁ ପରିଚୟ ଦେଇଛନ୍ତି। ସେଥିପାଇଁ ଅନେକ କଳାକାର ସଲମାନ୍‌ଙ୍କୁ ନିଜ ଗଡ୍‌ଫାଦର ବୋଲି କହିଥାନ୍ତି। କେବଳ ଏତିକି ନୁହେଁ ସଲ୍‌ମାନ ସବୁବେଳେ ଅନ୍ୟକୁ ସାହାୟ୍ୟ କରିବାରେ ଆଗୁଆ ରହିଥାନ୍ତି। ବଲିଉଡରେ ବହୁ ଲୋକଙ୍କୁ ସେ ସୁବିଧା ଅସୁବିଧାରେ ସାହାଯ୍ୟ କରିଥାନ୍ତି।  ବର୍ତ୍ତମାନ୍‌ ସଲମାନ୍‌ ଭେଟେରାନ କୋରିଓ ଗ୍ରାଫର୍ ସରୋଜ ଖାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସଲମାନ୍‌ ଖାନ ସରୋଜଙ୍କ ସହ ସାକ୍ଷାତ କରି ତାଙ୍କୁ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ନବେ ଦଶକରେ ‘ହମ ଆପକେ ହୈ କୌନ’ ଏବଂ ଅନେକ ହିଟ୍ ଫିଲ୍ମରେ କୋରିଓଗ୍ରାଫି କରି ପ୍ରଖ୍ୟାତ ଥିବା ସରୋଜ ଖାନ୍ କିଛି ଦିନ ହେବ ବଲିଉଡରୁ ଦୂରେଇ ଯାଇଛନ୍ତି।

https://www.instagram.com/p/BvjO556gJvb/?utm_source=ig_web_copy_link

ମୁଖ୍ୟତଃ ମାଧୁରୀ ଦିକ୍ଷୀତଙ୍କ ଅନେକ ଫିଲ୍ମରେ ସେ ହିଟ୍ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ହେଲେ କିଛି ଦିନ ହେବ ସରୋଜ ଖାନ୍‌ଙ୍କ ପାଖରେ କେବଳ ନିଜ କ୍ଲାସିକାଲ୍‌ ଡ୍ୟାନ୍ସ କ୍ଲାସ୍‌ ଛଡ଼ା ଆଉ କିଛି କାମ ନାହିଁ। ଏହି ବିଷୟରେ ଯେବେ ସେ ସଲମାନଙ୍କୁ ଜଣାଇଲେ, ସଲମାନ୍‌ ତୁରନ୍ତ ତାଙ୍କୁ ନିଜର ଅପ୍‌କମିଂ ଫିଲ୍ମରେ କାମ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସରୋଜ୍ କହିଛନ୍ତି, ‘ମୁଁ ଜାଣେ ସଲମାନ୍‌ ନିଜ ପ୍ରତିଶ୍ରୁତି କେବେ ଭାଙ୍ଗନ୍ତି ନାହିଁ। ତେଣୁ ମୋତେ ଦେଇଥିବା ପ୍ରତିଶ୍ରୁତିକୁ ସଲମାନ୍‌ ନିଶ୍ଚିତ ଭାବେ ପୂରା କରିବେ।’ ସାକ୍ଷାତ  ବେଳର ଏକ ଫଟୋ ସରୋଜ୍‌ ନିଜ ଇନ୍‌ଷ୍ଟା ଗ୍ରାମରେ ଶେଆର କରିଛନ୍ତି। ସଲମାନ୍‌ଙ୍କଠାରୁ ସହାୟତାର ପ୍ରତିଶ୍ରୁତି ପାଇବା ପରେ ସରୋଜ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସରୋଜ୍‌ ଖାନ୍‌ ବଲିଉଡରେ ମାଷ୍ଟର ଜି ନାଁରେ ପରିଚିତ। ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ମାଧୁରୀ ଦିକ୍ଷୀତ୍‌, କାଜୋଲ୍‌, ରାଣୀ ମୁଖାର୍ଜୀ, ପ୍ରୀତି  ଜିଣ୍ଟା, ଶ୍ରୀଦେବୀ, ସୋନମ୍‌ କପୁର, କ୍ୟାଟ୍ରିନା କୈଫ୍ ପରି ବଡ଼ ବଡ଼ ଅଭିନେତ୍ରୀ ତାଙ୍କ ନିର୍ଦ୍ଦେଶନାରେ ନାଚିଛନ୍ତି। ତାଙ୍କୁ ପ୍ରଥମ ଜାତୀୟ ପୁରସ୍କାର ‘ଦେବ୍‌ଦାସ୍‌’ର ‘ଡୋଲା ରେ ଡୋଲା’ ଗୀତ ପାଇଁ ମିଳିଥିଲା ଏଥିରେ ସେ ଐଶ୍ୱର୍ଯ୍ୟା ଓ ମାଧୁରୀଙ୍କ ଡାନ୍ସକୁ କୋରିଓଗ୍ରାଫ୍ କରିଥିଲେ। ବର୍ତ୍ତମାନ ସରୋଜ୍‌ ଫିଲ୍ମ ‘କଲଙ୍କ୍’ରେ ମାଧୁରୀଙ୍କ ଏକ ଗୀତର କୋରିୟୋଗ୍ରାଫି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story