ଲତାଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଦେଲେ ଶାହାରୁଖ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ସ୍ୱର କୋକିଳା ଲତା ମଙ୍ଗେଶକରଙ୍କୁ କିଙ୍ଗ ଖାନ୍‌ ଶାହାରୁଖଙ୍କ ଶ୍ରଦ୍ଧାଞ୍ଜଳି। ଅହ୍ଲାଙ୍କ ପାଇଁ ହାତ ଉଠାଇଲେ ଓ ଭଗବାନଙ୍କ ପାଇଁ ହାତ ଯୋଡିଲେ। ଶ୍ରଦ୍ଧାଞ୍ଜଳି ଥିଲା ଗୋଟିଏ କିନ୍ତୁ ତରିକା ଥିଲା ଦୁଇଟି। ଶାହାରୁଖ ପାଳିଲେ ଉଭୟ ଧର୍ମ। ଶାହରୁଖଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତକାଲି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଛି। ରବିବାର ସନ୍ଧ୍ୟାରେ ରାଜକୀୟ ସମ୍ନାନରେ ମୁମ୍ବାଇ ସ୍ଥିତ ଶିବାଜୀ ପାର୍କରେ ତାଙ୍କ ଅନ୍ତିମ […]

Sharukh Khan

Sharukh Khan

Madhupriya Mistry
  • Published: Monday, 07 February 2022
  • Updated: 07 February 2022, 01:41 PM IST

Sports

Latest News

ମୁମ୍ବାଇ: ସ୍ୱର କୋକିଳା ଲତା ମଙ୍ଗେଶକରଙ୍କୁ କିଙ୍ଗ ଖାନ୍‌ ଶାହାରୁଖଙ୍କ ଶ୍ରଦ୍ଧାଞ୍ଜଳି। ଅହ୍ଲାଙ୍କ ପାଇଁ ହାତ ଉଠାଇଲେ ଓ ଭଗବାନଙ୍କ ପାଇଁ ହାତ ଯୋଡିଲେ। ଶ୍ରଦ୍ଧାଞ୍ଜଳି ଥିଲା ଗୋଟିଏ କିନ୍ତୁ ତରିକା ଥିଲା ଦୁଇଟି। ଶାହାରୁଖ ପାଳିଲେ ଉଭୟ ଧର୍ମ। ଶାହରୁଖଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତକାଲି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଛି। ରବିବାର ସନ୍ଧ୍ୟାରେ ରାଜକୀୟ ସମ୍ନାନରେ ମୁମ୍ବାଇ ସ୍ଥିତ ଶିବାଜୀ ପାର୍କରେ ତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି। ତେବେ ଏହା ପୂର୍ବରୁ ତାଙ୍କ ଅନ୍ତିମ ଦର୍ଶନ କରିବାକୁ ଶିବାଜୀ ପାର୍କରେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ତାଙ୍କ ମ୍ୟାନେଜର ପୂଜା ଦଦଲାନୀ ପହଞ୍ଚିଥିଲେ।

Lata Mangeshkar's family reacts to 'disturbing rumours', say singer showing marginal improvement in health

ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେଳେ ବେଳେ ଏଠାରେ କିଙ୍ଗ ଖାନ୍‌ଙ୍କ ଦେଖିବାକୁ ମିଳିଥିଲା ନିଆରା ଅନ୍ଦାଜ। ଯେଉଁଥିରେ ଶଦ୍ଧାଞ୍ଜଳି ଗୋଟିଏ ଥିଲା, କିନ୍ତୁ ତରିକା ଥିଲା ଅଲଗା। ଗୋଟିଏ ଫଟୋରେ ଶାହାରୁଖ ଖାନ ଦୁଇ ହାତ ଉଠାଇ ଇସଲାମିକ ରୀତିନୀତି ଅନୁସାରେ ଅଲ୍ହାଙ୍କୁ ସ୍ମରଣ କରି ଲତା ମଙ୍ଗେସକରଙ୍କ ପାଇଁ ପ୍ରାର୍ଥନା କରୁଥିବା ନଜର ଆସିଛନ୍ତି। ସେହିପରି ଅନ୍ୟ ଏକ ଫଟୋରେ ଶାହାରୁଖ ପୁଣି ହାତ ଯୋଡି ହୁନ୍ଦୁ ଧର୍ମରେ ମୁଣ୍ଡିଆ ମାରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ମ୍ୟାନେଜର ପୂଜା ଦଦଲାନି ମଧ୍ୟ ହାତ ଯୋଡି ନତମସ୍ତକ ହୋଇ ପ୍ରାର୍ଥନା କରିଥିଲେ।

ଶାହାରୁଖ କେବଳ ଦୂଆ ମାଗିନଥିଲେ, ଏହାସହ ଫୁଙ୍କି ଥିବା ଦେଖିବାକୁ ମିଳିଥିଲା। ଶାହାରୁଖଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକେ କିଙ୍ଗ ଖାନ୍‌ଙ୍କ ଏଭଳି ପ୍ରାର୍ଥନା କରିବା ଶୈଳୀକୁ ପ୍ରଶଂସା କରିଛନ୍ତି। ଉଭୟ ଧର୍ମକୁ ଆପଣାଇ ଶାହାରୁଖ ଖାନ ଶ୍ରଦ୍ଧାଞ୍ଜଳି ଦେଇଥିବାରୁ ତାଙ୍କୁ ସୋଶାଲ ମିଡିଆ ୟୁଜର୍ସମାନେ ରିଆଲ୍‌ ହିରୋ ବୋଲି କହିଛନ୍ତି। କେବଳ ଜଣେ କିଙ୍ଗ ହିଁ ଏପରି କରିପାରିବେ ବୋଲି ପ୍ରଶଂସକମାନେ କହିଛନ୍ତି। ସେହିପରି ଆଉ କେତେ ଜଣ ଶାହାରୁଖଙ୍କ ଫୁଙ୍କିବାକୁ ଛେପ ପକାଇ ଥିବା ଭାବି ବିରୋଧ କରିଛନ୍ତି।

ରବିବାର ସନ୍ଧ୍ୟାରେ ଲତା ମଙ୍ଗେଶକରଙ୍କ ଶେଷ ଦର୍ଶନ ପାଇଁ ଶିବାଜୀ ପାର୍କରେ ଅମିତାଭ ବଚ୍ଚନ, ରଣବୀର କପୁର, ଜାଭେଦ ଅଖତର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ସରଦ ପୱାର, କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ, ରାଜ ଠାକରେ ସଙ୍ଗୀତକାର ଶଙ୍କର ଏହସାନ ଲଏ, ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ଗୀତିକାର ଅନୁରାଧା ପଡୱାଲଙ୍କ ସମେତ ଗାୟକ ରାହୁଲ ବୈଦ, ଅଭିନେତ୍ରୀ ବିଦ୍ୟା ବାଲାନ, ଶ୍ରଦ୍ଧା କପୁର ମଧ୍ୟ ପହଞ୍ଜିଥିଲେ।

View this post on Instagram

A post shared by Voompla (@voompla)

https://twitter.com/ashokepandit/status/1490365500412416000?s=20&t=5leb5Gt0w_mGQQdjq35gYQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story