ସଲମାନଙ୍କୁ କିସ୍‌ କରିଦେଲେ ଶେହନାଜ! ହାତ ଟାଣି ନେଇଗଲେ

ମୁମ୍ବାଇ: ଶେହନାଜ ଗିଲ୍‌। କ୍ୟାମେରା ସାମ୍ନାକୁ ଆସିବା ମାତ୍ରେରେ ହିଁ ସେ ଧମାଳ କରନ୍ତି। ତାଙ୍କର ନଟଖଟି ପଣ ଓ ଚୁଲାବୁଲା ପଣକୁ ଦେଖି ବଲିଉଡର ଭାଇଜାନ ସଲମାନ ଖାନ୍‌ ବି ଦିୱାନା। ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଶେହନାଜ। ସଲମାନଙ୍କ ସହ ଦେଖିବାକୁ ମିଳିଛି ତାଙ୍କର ଜବରଦସ୍ତ କେମେଷ୍ଟ୍ରି। ସର୍ବସମ୍ମୁଖରେ ସଲମାନଙ୍କୁ ସେ ହଗ୍‌ କରିବା ସହ କରିଦେଇଛନ୍ତି କିସ୍‌। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ରାତିରେ ସଲମାନଙ୍କ […]

Salman and shehnaaz

Salman and shehnaaz

Madhupriya Mistry
  • Published: Wednesday, 04 May 2022
  • Updated: 04 May 2022, 04:32 PM IST

Sports

Latest News

ମୁମ୍ବାଇ: ଶେହନାଜ ଗିଲ୍‌। କ୍ୟାମେରା ସାମ୍ନାକୁ ଆସିବା ମାତ୍ରେରେ ହିଁ ସେ ଧମାଳ କରନ୍ତି। ତାଙ୍କର ନଟଖଟି ପଣ ଓ ଚୁଲାବୁଲା ପଣକୁ ଦେଖି ବଲିଉଡର ଭାଇଜାନ ସଲମାନ ଖାନ୍‌ ବି ଦିୱାନା। ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଶେହନାଜ। ସଲମାନଙ୍କ ସହ ଦେଖିବାକୁ ମିଳିଛି ତାଙ୍କର ଜବରଦସ୍ତ କେମେଷ୍ଟ୍ରି। ସର୍ବସମ୍ମୁଖରେ ସଲମାନଙ୍କୁ ସେ ହଗ୍‌ କରିବା ସହ କରିଦେଇଛନ୍ତି କିସ୍‌। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

शहनाज गिल, सलमान खान

ଗତ ରାତିରେ ସଲମାନଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଘରେ ଇଦ୍‌ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଇଦ୍‌ ପାର୍ଟିରେ ଶେହନାଜ ମଧ୍ୟ ଯୋଗ ଦେଇଥିଲେ। ଏହି ଇଦ୍‌ ପାର୍ଟିରେ ସଲମାନ ଓ ଶେନାଜଙ୍କ ଫଟୋ ଆଉ ଭିଡିଓ ସୋଶାଲ ମିଡିଆର ହାଇଲାଇଟ୍‌ ବନି ଯାଇଛି। ଉଭୟଙ୍କ ସୁପର କ୍ୟୁଟ୍‌ ବଣ୍ଡିଂ ଉପରୁ ଲୋକଙ୍କ ନଜର ହଟୁନି।

शहनाज गिल, सलमान खान

ଇଦ୍‌ ପାର୍ଟିରୁ ବାହାରକୁ ଆସିବା ପରେ ଶେହନାଜ ସଲମାନଙ୍କୁ ବାରମ୍ବାର ହଗ୍‌ କରୁଛନ୍ତି। ଏଥିସହ ତାଙ୍କୁ କିସ୍‌ ମଧ୍ୟ କରୁଛନ୍ତି। କେବଳ ସେତିକି ହାତ ଟାଣି ତାଙ୍କୁ କାର୍‌ ପାଖକୁ ନେଇ ଯାଉଛନ୍ତି। ମୋତେ ଗାଡି ଯାଏଁ ଛାଡିବାକୁ ଆସ କହି ତାଙ୍କ ସାମ୍ନାରେ ଅଝଟ କରୁଛନ୍ତି ଶେହନାଜ। ଏଥିସହ ସଲମାନଙ୍କ ହାତ ଟାଣି ସେ ନିକ କାର୍‌ ଯାଏଁ ନେଇ ଯାଉଛନ୍ତି। ସଲମାନ ମଧ୍ୟ ହସି ହସି ଶେହନାଜଙ୍କ ଏହି ଅଜଟ ଆଉ ଜିଦ୍‌କୁ ମାନି ନେଉଛନ୍ତି। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

शहनाज गिल, सलमान खानତେବେ ସଲମାନଙ୍କ ବଡିଗାର୍ଡ ସେରାଙ୍କୁ କିନ୍ତୁ ଶେହନାଜଙ୍କ ଏଭଳି ସଲମାନଙ୍କୁ ହଗ୍‌ ଆଉ କିସ୍‌ ପସନ୍ଦ ଆସିନି। ସେ ସଲମାନ ଖାନ୍‌ଙ୍କ ପଛରେ ଠିଆ ହୋଇ ଏକ ସିରିଏସ୍‌ ଲୁକ୍‌ ଦେଉଥିବା ଫଟୋରେ ଦେଖିବାକୁ ମିଳିଛି। କିଛି ସୋଶାଲ ମିଡିଆ ୟୁଜର୍ସ ସେରାଙ୍କ ଏଭଳି ଲୁକ୍‌କୁ ଦେଖି ଅନେକ କମେଣ୍ଟ ମଧ୍ୟ କରିଛନ୍ତି। ସେପଟେ ଆଉ କିଛି ୟୁଜର୍ସ ଶେହନାଜଙ୍କୁ ଟ୍ରୋଲ କରିଛନ୍ତି। ଜାଣିଶୁଣି ଫଟେଜ୍‌ ପାଇଁ ସେ ସଲମାନଙ୍କ ସହ ଅଧିକ ଅନ୍ତରଙ୍ଗ ହେଉଥିବା ସେମାନେ କହିଛନ୍ତି।

शहनाज गिल, सलमान खान

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story