ପୁଣି ମୁହଁ ଲୁଚାଇ ଦୌଡିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରର ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ପର୍ଣ୍ଣ ଭିଡିଓ କେସ୍‌ ମାମଲାରେ ଜେଲ୍‌ରୁ ମୁକୁଳିବା ପରେ ସେ ଆଉ କ୍ୟାମେରାକୁ ସାମ୍ନା କରୁନାହାନ୍ତି।  କ୍ୟାମେରାକୁ ଦେଖିଲେ ସେ ମୁହଁ ଲୁଚାଇ ଦୌଡି ପଳାଉଛନ୍ତି। ଏପରିକି ନିଜ ମୁହଁ କ୍ୟାମେରା ସାମ୍ନାରେ ନ ଦେଖାଇବା ପାଇଁ ସେ କେତେବେଳେ ସ୍ପାଇଡର ମ୍ୟାନ୍‌ ତ ଆଉ କେତେବେଳେ ବ୍ୟାଟ ମ୍ୟାନ୍‌ ରୂପ ଧାରଣ କରୁଛନ୍ତି। ନିକଟରେ ରାଜ କୁନ୍ଦ୍ରାଙ୍କ ଏଭଳି ହିଁ ଏକ […]

Shilpa and Raj kundra

Shilpa and Raj kundra

Madhupriya Mistry
  • Published: Thursday, 24 March 2022
  • Updated: 24 March 2022, 01:10 PM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରର ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ପର୍ଣ୍ଣ ଭିଡିଓ କେସ୍‌ ମାମଲାରେ ଜେଲ୍‌ରୁ ମୁକୁଳିବା ପରେ ସେ ଆଉ କ୍ୟାମେରାକୁ ସାମ୍ନା କରୁନାହାନ୍ତି।  କ୍ୟାମେରାକୁ ଦେଖିଲେ ସେ ମୁହଁ ଲୁଚାଇ ଦୌଡି ପଳାଉଛନ୍ତି। ଏପରିକି ନିଜ ମୁହଁ କ୍ୟାମେରା ସାମ୍ନାରେ ନ ଦେଖାଇବା ପାଇଁ ସେ କେତେବେଳେ ସ୍ପାଇଡର ମ୍ୟାନ୍‌ ତ ଆଉ କେତେବେଳେ ବ୍ୟାଟ ମ୍ୟାନ୍‌ ରୂପ ଧାରଣ କରୁଛନ୍ତି। ନିକଟରେ ରାଜ କୁନ୍ଦ୍ରାଙ୍କ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖରା ଛୁଟି ପାଳିବା ପାଇଁ ଶିଳ୍ପା, ନିଜ ପୁଅ ଝିଅ ଓ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ବାହାରିଛନ୍ତି। ନିକଟରେ ଶିଳ୍ପା ଶେଟ୍ଟୀଙ୍କ ପୂରା ପରିବାର ମୁମ୍ବାଇ ବିମାନ ବନ୍ଦର ନଜର ଆସିଥିଲେ। ରାଜ କୁନ୍ଦ୍ରାଙ୍କୁ ମଧ୍ୟ ସ୍ପଟ ହୋଇଥିଲେ। ତେବେ ରାଜ କୁନ୍ଦ୍ରାଙ୍କୁ ଏକ ନିଆ ଢ଼ଙ୍ଗରେ ଦେଖିବାକୁ ମିଳିଥିଲା। ସେ ପୂରା ବ୍ୟାଟ ମ୍ୟାନ୍‌ ଅବତାରରେ ନଜର ଆସିଥିଲେ। ପୂରା ମୁଣ୍ଡରୁ ଗୋଡ ଯାଏଁ ଢ଼ାଙ୍କି ହୋଇ ରହିଥିବା ଏକ ପୋଷାକ ପିନ୍ଧି ନିଜ ମୁହଁକୁ କ୍ୟାମେରା ଆଗରେ ଲୁଚାଇଥିଲେ।

ସେପଟେ ଶିଳ୍ପା କିନ୍ତୁ ତାଙ୍କ ଚିରାଚରିତ ବିନ୍ଦାସ ଲୁକ୍‌ରେ ନଜର ଆସିଥିଲେ। ଝିଅକୁ କୋଳ ଧରି ସେ ଫଟୋ ଗ୍ରାଫରଙ୍କ ଆଗରେ ପୋଜ୍‌ ଦେଇଥିଲେ। ତେବେ ରାଜ କୁନ୍ଦ୍ରାଙ୍କ ଏଭଳି ମୁହଁ ଲୁଚାଇ କ୍ୟାମେରା ଆଗରୁ ପଳାଇବାର ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ସୋଶାଲ ମିଡିଆରେ ଜୋରଦାର ଟ୍ରୋଲ କରାଯାଉଛି। ଅନେକ ୟୁଜର୍ସ ତାଙ୍କୁ 'କୋଇ ମିଲ୍‌ ଗୟା'ର ଜାଦୁ କାହିଁକି ବନିଛ ବୋଲି ପ୍ରଶ୍ନ କରିଛନ୍ତି। ଆଉ କିଛି ତାଙ୍କୁ କାହିଁକି ଏ ଅବତାର ନେଇଛ ବୋଲି ପଚାରିଛନ୍ତି। ଆଉ କିଛି ଜଣ କାହିଁକି ଏଭଳି କାମ କରୁଛ, ଯାହା ପାଇଁ ତୁମକୁ ମୁହଁ ଲୁଚାଇବାକୁ ପଡୁଛି ବୋଲି କହିଛନ୍ତି।

କିଛି ଦିନ ତଳେ ରାଜ କୁନ୍ଦ୍ରା ସ୍ପାଇଡରମ୍ୟାନ୍‌ ମାସ୍କରେ ନଜର ଆସିଥିଲେ। ମୁହଁକୁ ଢ଼ାଙ୍କି କ୍ୟାମେରା ଆଗରୁ ଦୌଡି ପଳାଇଥିଲେ। ସେତେବେଳେ ମଧ୍ୟ ତାଙ୍କର ସେହି ଭିଡିଓଟି ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ରାଜ କୁନ୍ଦ୍ରା ଗତ କିଛି ଦିନ ହେବ ପର୍ଣ୍ଣଗ୍ରାଫି ମାମଲାକୁ ନେଇ ବିବାଦରେ ଫସିରହିଥିଲେ। କିନ୍ତୁ ଏବେ ଏହି ବିବାଦକୁ ଦୀର୍ଘ ଦିନ ବିତିଗଲାଣି। ସେ ଏହି ମାମଲାରେ ଜାମିନରେ ଅଛନ୍ତି। ଜେଲରେ ଦୁଇ ମାସ ରହି ଘରକୁ ଫେରିବା ପରେ ଧୀରେ ଧୀରେ ତାଙ୍କ ଜୀବନଶୈଳୀ ସ୍ୱାଭାବିକ ହେଉଛି।

View this post on Instagram

A post shared by Viral Bhayani (@viralbhayani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story