ରାଗିଗଲେ ଶିଳ୍ପା, କହିଲେ- ମୁଁ କ'ଣ ରାଜ କୁନ୍ଦ୍ରା?

ମୁମ୍ବାଇ: ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନେଇ ରାଗିଗଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସର୍ବଦା ହସ ହସ ରହୁଥିବା ଶିଳ୍ପାଙ୍କ ମୁହଁରୁ ଉଡିଗଲା ହସ। ପାଲଟିଲେ ଆଙ୍ଗ୍ରି ଲେଡି, ଦେଖାଇଲେ ନାଲି ଆଖି। ରାଗିଯାଇ କହିଲେ ମୁଁ କ’ଣ ରାଜ କୁନ୍ଦ୍ରା? ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପଙ୍କ ଜୀବନରେ କିଛି ସମୟ ଭୂକମ୍ପ ଆସିଥିଲା। ରାଜ କୁନ୍ଦ୍ରା ଗିରଫ ହେବା ପରେ ତାଙ୍କୁ ନାନା ପ୍ରଶ୍ନର ଉତ୍ତର […]

sHILPA

sHILPA

Madhupriya Mistry
  • Published: Monday, 27 September 2021
  • Updated: 27 September 2021, 04:37 PM IST

Sports

Latest News

ମୁମ୍ବାଇ: ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନେଇ ରାଗିଗଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସର୍ବଦା ହସ ହସ ରହୁଥିବା ଶିଳ୍ପାଙ୍କ ମୁହଁରୁ ଉଡିଗଲା ହସ। ପାଲଟିଲେ ଆଙ୍ଗ୍ରି ଲେଡି, ଦେଖାଇଲେ ନାଲି ଆଖି। ରାଗିଯାଇ କହିଲେ ମୁଁ କ'ଣ ରାଜ କୁନ୍ଦ୍ରା?

ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପଙ୍କ ଜୀବନରେ କିଛି ସମୟ ଭୂକମ୍ପ ଆସିଥିଲା। ରାଜ କୁନ୍ଦ୍ରା ଗିରଫ ହେବା ପରେ ତାଙ୍କୁ ନାନା ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା। ସେ ଅନେକ ଥର ସ୍ୱାମୀଙ୍କ ପର୍ଣ୍ଣ ଫିଲ୍ମ ମାମଲାରେ କିଛି ଜାଣିନଥିବା ସ୍ପଷ୍ଟ କରିଛନ୍ତି, କିନ୍ତୁ ତାଙ୍କ ଉତ୍ତରରେ କେହି ସନ୍ତୁଷ୍ଟ ନୁହଁନ୍ତି। ତାଙ୍କୁ ପ୍ରଶ୍ନ କରିବା ମଧ୍ୟ ବନ୍ଦ ହୋଇନାହିଁ।

ନିକଟରେ ରାଜ କୁନ୍ଦ୍ରାଙ୍କୁ ନେଇ ଏଭଳି କିଛି ପ୍ରଶ୍ନ ଗଣମାଧ୍ୟମର ପ୍ରତିନିଧିମାନେ ପଚାରିଥିଲେ। ରାଜଙ୍କ ବିଷୟରେ ଏକ ପ୍ରଶ୍ନ ପଚରାଯିବା ପରେ ଶିଳ୍ପା ଫିଡ୍‌କି ଯାଇଥିଲେ। ସେ ଏତେ ରାଗି ଯାଇଥିଲେ ଯେ କହିଥିଲେ - 'ମୁଁ କ'ଣ ରାଜ କୁନ୍ଦ୍ରା, ମୁଁ ତାଙ୍କ ପରି ଦେଖାଯାଉଛି କି? ନା, ନା ମୁଁ କିଏ? ଜଣେ ସେଲିବ୍ରିଟି ଭାବରେ ମୁଁ ଶିଖିଛି, ନା ଅଭିଯୋଗ କରିବ ନା ସଫେଇ ଦେବ।' ଶିଳ୍ପାଙ୍କ ଏହି ଆଙ୍ଗ୍ରି ଲୁକ୍‌ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ, ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରା ଗତ କିଛି ଦିନ ହେବ ଜାମିନରେ ଜେଲ୍‌ରୁ ମୁକୁଳିଛନ୍ତି। ୫୦ ହଜାର ଟଙ୍କା ମୁଚଲିକାରେ ତାଙ୍କୁ ଜାମିନ୍‌ ମିଳିଛି। ରାଜ କୁନ୍ଦ୍ରା ଜେଲରୁ ବାହାରକୁ ଆସିବା ପରେ ଶିଳ୍ପା ସୋଶାଲ ମିଡିଆରେ ଏକ ଭାବୁକ ମେସେଜ ଲେଖିଥିଲେ। ସେ କହିଥିଲେ, 'ଆମେ ସମସ୍ତେ ଶୁଣିଥିବା ଯେ, ଦୁଃଖ ଆମକୁ ମଜଭୁତ କରେ। ଆମେ ଆମ କଠିନ ପରିସ୍ଥିତିରୁ ଅନେକ କିଛି ଶିଖିବାକୁ ପାଇଥାଉ। ଏହା ସତ ହୋଇପାରିବ। କିନ୍ତୁ ଏହା ସେତେ ସହଜ ନୁହେଁ, ଯେତେକି ଆମେ ଭାବୁଛେ। ମୁଁ ଅନ୍ୟମାନଙ୍କ ତୁଳନାରେ ଖରାପ ସମୟକୁ ଘୃଣା କରେ। କିନ୍ତୁ ମୁଁ ଜାଣେ ଯେ ମୁଁ ସେମାନଙ୍କ ସହ ମୁକାବିଲା କରିବାକୁ ଯଥେଷ୍ଟ ଶକ୍ତିଶାଳୀ।'

ସୂଚନା ମୁତାବକ, ଜୁଲାଇ ୧୯ ତାରିଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ପର୍ଣ୍ଣ ଫିଲ୍ମ ତିଆରି କରିବା ଏବଂ ସେଗୁଡିକ ଆପ୍‌ରେ ଶେଆର କରିବା ଅଭିଯଗୋରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲ।। ତାଙ୍କ ନାଁ ପର୍ଯ୍ୟାପ୍ତ ପ୍ରମାଣ ଥିବା ପୁଲିସ କହିଥିଲା। ରାଜଙ୍କ ସହ ତାଙ୍କ ଆଇଟି ହେଡ୍‌କୁ ମଧ୍ୟ ପୁଲିସ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story