ଅଜା ହେବେ ଅନିଲ କପୁର, ଗୁଡ୍‌ ନ୍ୟୁଜ୍‌ ଦେଲେ ସୋନମ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ଅଜା ହେବେ ବଲିଉଡର ମିଷ୍ଟର ଝାକାସ୍‌ ଓରଫ୍‌ ଅନିଲ କପୁର। ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ସୋନମ କପୁର। ଏହି ଗୁଡ୍‌ ନ୍ୟୁଜ୍‌କୁ ସୋନମ୍‌ ନିଜେ ସୋଶାଲ ମିଡିଆରେ ଏକ ଫଟୋ ଶେଆର କରି ସମସ୍ତଙ୍କୁ ଦେଇଛନ୍ତି। ଏଥିସହ ସେ ନିଜ ବେବି ବମ୍ପ ମଧ୍ୟ ଦେଖାଇଛନ୍ତି। ସୋନମ ଶେଆର କରିଥିବା ଫଟୋରେ ଏକ କଳା ରଙ୍ଗର ଆଉଟ୍‌ଫିଟ୍‌ ପିନ୍ଧି ସ୍ୱାମୀ ଆନନ୍ଦ ଅହୁଜାଙ୍କ କୋଳରେ ଶୋଇଥିବା ଦେଖିବାକୁ ମିଳିଛି। ଏଥିସହ ନିଜ ବେବି […]

Anil kapoor and sonam

Anil kapoor and sonam

Madhupriya Mistry
  • Published: Monday, 21 March 2022
  • Updated: 21 March 2022, 12:19 PM IST

Sports

Latest News

ମୁମ୍ବାଇ: ଖୁବ୍‌ଶୀଘ୍ର ଅଜା ହେବେ ବଲିଉଡର ମିଷ୍ଟର ଝାକାସ୍‌ ଓରଫ୍‌ ଅନିଲ କପୁର। ମା' ହେବାକୁ ଯାଉଛନ୍ତି ଅଭିନେତ୍ରୀ ସୋନମ କପୁର। ଏହି ଗୁଡ୍‌ ନ୍ୟୁଜ୍‌କୁ ସୋନମ୍‌ ନିଜେ ସୋଶାଲ ମିଡିଆରେ ଏକ ଫଟୋ ଶେଆର କରି ସମସ୍ତଙ୍କୁ ଦେଇଛନ୍ତି। ଏଥିସହ ସେ ନିଜ ବେବି ବମ୍ପ ମଧ୍ୟ ଦେଖାଇଛନ୍ତି।

ସୋନମ ଶେଆର କରିଥିବା ଫଟୋରେ ଏକ କଳା ରଙ୍ଗର ଆଉଟ୍‌ଫିଟ୍‌ ପିନ୍ଧି ସ୍ୱାମୀ ଆନନ୍ଦ ଅହୁଜାଙ୍କ କୋଳରେ ଶୋଇଥିବା ଦେଖିବାକୁ ମିଳିଛି। ଏଥିସହ ନିଜ ବେବି ବମ୍ପକୁ ମଧ୍ୟ ସେ ଦେଖାଇଛନ୍ତି। ଏହି ଫଟୋକୁ ଶେଆର କରି ସୋନମ୍‌ ଏକ ସୁନ୍ଦର କ୍ୟାପସନ ଲେଖିଛନ୍ତି, 'ଚାରୋଟି ହାତ, ଯାହା ତୁମର ଯଥା ସମ୍ଭବ ଯତ୍ନ ନେବ। ଦୁଇଟି ହୃଦୟ ଯାହା ତୁମ ସହିତ ସ୍ପନ୍ଦନ କରିବ। ଗୋଟିଏ ପରିବାର ଯାହା ତୁମକୁ ପ୍ରେମ ଏବଂ ସମର୍ଥନ ଦେବ। ଆମେ ତୁମର ଆଗମନକୁ ଅପେକ୍ଷା କରିଛୁ।'

ସୋନମଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ବଲିଉଡର ସେଲେବ୍ରିଟି ଠାରୁ ଆରମ୍ଭ କରି ଅନେକ ବଡ ବଡ କଳାକାରମାନେ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି। ସୋନମଙ୍କ ଭଉଣୀ ଜାହ୍ନବୀ କପୁର ଏବଂ ଖୁସି କପୁର ଏହି ଖବର ଶୁଣି ବେଶ୍‌ ଖୁସି ଅଛନ୍ତି। ସେପଟେ ସୋନମଙ୍କ ଫ୍ୟାନ୍‌ମାନେ ମଧ୍ୟ ଏହି ଗୁଡ୍‌ ନ୍ୟୁଜ୍‌ ପାଇଁ ବେଶ୍‌ ଆନନ୍ଦିତ ହୋଇପଡିଛନ୍ତି।

୨୦୧୮ ମେ' ୮ ତାରିଖରେ ସୋନମ କପୁର ଓ ଆନନ୍ଦ ଅହୁଜା ବିବାହ କରିଥିଲେ। ଏବେ ବିବାହର ଚାରିବର୍ଷ ପରେ ଉଭୟ ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି। ଅନେକ ଥର ସୋନମ ଗର୍ଭବତୀ ଥିବା ନେଇ ଗୁଜବ ସାମ୍ନାକୁ ଆସିଥିଲା। କିନ୍ତୁ ପ୍ରତିଥର ସେ ଏହାକୁ ଖଣ୍ଡନ କରିଥିଳେ। କିନ୍ତୁ ଏବେ ସେ ସର୍ବସମ୍ମୁଖରେ ମା' ହେବାକୁ ଯାଉଥିବା କଥା ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story