ବଦଳିବନି ନାଁ, ଘୁଞ୍ଚିବନି ରିଲିଜ ତାରିଖ: ରୋକ୍‌ଠୋକ୍‌ କହିଲେ ସୁପ୍ରିମକୋର୍ଟ

ମୁମ୍ବାଇ: ଗଙ୍ଗୁବାଇକୁ ମିଳିଲା ସୁପ୍ରିମ ଆଶ୍ୱସ୍ତି। ଶାନ୍ତିର ନିଶ୍ୱାସ ନେଲେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ଓ ଅଭିନେତ୍ରୀ ଆଲିଆ ଭଟ୍ଟ। ଲାଗି ରହିଥିବା ବିବାଦ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ରିଲିଜ ହେବାକୁ ଥିବା ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ‘ବଦଳିବନି ନାଁ, ଘୁଞ୍ଚିବନି ରିଲିଜ’ ଏଭଳି କିଛି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଗଙ୍ଗୁବାଇଙ୍କ ପରିବାର ଲୋକେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ […]

SC on gangubai

SC on gangubai

Madhupriya Mistry
  • Published: Thursday, 24 February 2022
  • Updated: 24 February 2022, 03:14 PM IST

Sports

Latest News

ମୁମ୍ବାଇ: ଗଙ୍ଗୁବାଇକୁ ମିଳିଲା ସୁପ୍ରିମ ଆଶ୍ୱସ୍ତି। ଶାନ୍ତିର ନିଶ୍ୱାସ ନେଲେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ଓ ଅଭିନେତ୍ରୀ ଆଲିଆ ଭଟ୍ଟ। ଲାଗି ରହିଥିବା ବିବାଦ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ରିଲିଜ ହେବାକୁ ଥିବା ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। 'ବଦଳିବନି ନାଁ, ଘୁଞ୍ଚିବନି ରିଲିଜ' ଏଭଳି କିଛି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ।

ଗଙ୍ଗୁବାଇଙ୍କ ପରିବାର ଲୋକେ ଆଲିଆ ଭଟ୍ଟଙ୍କ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' ଉପରେ ପ୍ରଶ୍ନ ଉଠାଇଥିଲେ। ଫିଲ୍ମର ନାଁକୁ ନେଇ ସେମାନେ ଆପତ୍ତି ଉଠାଇଥିଲେ। ଏହି ନାଁକୁ ବଦଳାଇବା ପାଇଁ ପରିବାର ଲୋକେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ତେବେ ଶେଷ ମୁହୂର୍ତ୍ତରେ ଫିଲ୍ମର ଟାଇଟଲ ବଦଳାଇବା ସମ୍ଭବ ନୁହେଁ ବୋଲି କୋର୍ଟରେ ପକ୍ଷ ରଖିଥିଲେ ନିର୍ମାତା। ଫିଲ୍ମରେ ଗଙ୍ଗୁବାଈଙ୍କୁ ଛବି ଏବଂ ତାଙ୍କ ଚରିତ୍ରକୁ ନେଇ କୌଣସି ବି ପ୍ରକାରରେ ଅପମାନିତ କରାଯାଇନଥିବା ଦାବି କରିଥିଲେ। ଅଭିଯୋଗକାରୀ ଫିଲ୍ମ ନ ଦେଖି ଏଭଳି ଦାବି ଉଠାଇବା ଭୁଲ୍‌ ବୋଲି ଭଂସାଲି ପ୍ରଡକ୍ସନର ଓକିଲ କହିଥିଲେ।

ଏହାପରେ ସୁପ୍ରିମ କୋର୍ଟ ବଚାରପତି  ଜେକେ ମହେଶ୍ୱରୀ ଏହି ଗଙ୍ଗୁବାଇଙ୍କ ପୋଷ୍ୟ ପୁତ୍ର ଆଣିଥିବା ଅଭିଯୋଗକୁ ଖାରଜ କରିବା ସହ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ଦେଶ ବିଦେଶର ହଜାର ହଜାର ଥିଏଟରରେ ଏକା ସହ ଏହି ଫିଲ୍ମ ରିଲିଜ ହେବ। ତେବେ ଫିଲ୍ମର ରିଲିଜ ଅଟକି ଗଲେ ପ୍ରଡ୍ୟୁସର, ଡାଇରେକ୍ଟର, ଲେଖକ, ଡିଷ୍ଟ୍ରିବ୍ୟୁଟର, ଥିଏଟର, ଦର୍ଶକ ସମେତ ଅନେକଙ୍କ ଉପରେ ପ୍ରଭାବ ପଡିବ।

ସୂଚନାଯୋଗ୍ୟ ଯେ, ଗଙ୍ଗୁବାଇ କାଠିଆୱାଡି ଟ୍ରେଲର ରିଲିଜ ହେବା ପରଠାରୁ ଉଭୟ ସଞ୍ଜୟ ଏବଂ ଆଲିଙ୍କ ପାଇଁ  ସମସ୍ୟା ବଢିଥିଲା। ମୁଭିରେ ଗଙ୍ଗୁବାଈଙ୍କ ଚରିତ୍ରକୁ ନକାରାତ୍ମକ ଭାବେ ଚିତ୍ରିତ କରାଯାଇଥିବା ଅଭିଯୋଗ ହୋଇଥିଲା। ଗଙ୍ଗୁବାଈଙ୍କୁ ଜଣେ ସାମାଜିକ କର୍ମୀ ବଦଳରେ ଜଣେ ଦେହଜୀବୀ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଗଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଓ ତାଙ୍କ ନାତୁଣୀ ଭାରତୀ ଶାହା ସିନେମାର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି। ସେ ପ୍ରଥମେ ବମ୍ବେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆଲିଆ ଓ ଏହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ଭଂସାଲି ନାଁରେ ମାମଲା ଦାଏର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story