କଶ୍ମୀର ନରସଂହାରର କାହାଣୀ ବଖାଣିବ 'କଶ୍ମୀର ଫାଇଲ୍ସ'

ମୁମ୍ବାଇ: ଚାରିଆଡେ ଆତଙ୍କ ଆଉ ଘନ ଘନ ଗୁଳିମାଡ। ଭୟରେ ଥରୁଛି କଶ୍ମୀର। ଯୁଆଡେ ଚାହିଁବ ସେଠି ଫୁଟୁଛି ଗୁଳି। ଆତଙ୍କବାଦୀଙ୍କ ଚାଲିଛି ରାଜ। ଧଳା ଚାଦରରେ ଢ଼ାଙ୍କି ହୋଇଥିବା କଶ୍ମୀରେ ଘାଟି କଶ୍ମୀର ପଣ୍ଡିତଙ୍କ ରକ୍ତର ଛିଟାରେ ହୋଇଛି ଲାଲ। କଶ୍ମୀର ପଣ୍ଡିତଙ୍କୁ ଖୋଜି ଖୋଜି ବାହାର କରି କରାଯାଉଛି ଗୁଳି। ଚାଲିଛି ଏକ ପ୍ରକାରର ନରସଂହାର। ଭୟରେ କଶ୍ମୀର ଛାଡିବାକୁ ବାଧ୍ୟ ହେଉଛନ୍ତି କଶ୍ମୀର ପଣ୍ଡିତ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ […]

kashmir files

kashmir files

Madhupriya Mistry
  • Published: Monday, 21 February 2022
  • Updated: 21 February 2022, 02:45 PM IST

Sports

Latest News

ମୁମ୍ବାଇ: ଚାରିଆଡେ ଆତଙ୍କ ଆଉ ଘନ ଘନ ଗୁଳିମାଡ। ଭୟରେ ଥରୁଛି କଶ୍ମୀର। ଯୁଆଡେ ଚାହିଁବ ସେଠି ଫୁଟୁଛି ଗୁଳି। ଆତଙ୍କବାଦୀଙ୍କ ଚାଲିଛି ରାଜ। ଧଳା ଚାଦରରେ ଢ଼ାଙ୍କି ହୋଇଥିବା କଶ୍ମୀରେ ଘାଟି କଶ୍ମୀର ପଣ୍ଡିତଙ୍କ ରକ୍ତର ଛିଟାରେ ହୋଇଛି ଲାଲ। କଶ୍ମୀର ପଣ୍ଡିତଙ୍କୁ ଖୋଜି ଖୋଜି ବାହାର କରି କରାଯାଉଛି ଗୁଳି। ଚାଲିଛି ଏକ ପ୍ରକାରର ନରସଂହାର। ଭୟରେ କଶ୍ମୀର ଛାଡିବାକୁ ବାଧ୍ୟ ହେଉଛନ୍ତି କଶ୍ମୀର ପଣ୍ଡିତ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ଫିଲ୍ମ 'କଶ୍ମୀର ଫାଇଲ୍ସ'ର ଟ୍ରେଲରରେ।

ପରଦାରେ ଦେଖିବାକୁ ମିଳିଛି କଶ୍ମୀର ନରସଂହାରର ଝଲକ୍‌। ଏହି ଟ୍ରେଲରକୁ ଦେଖି ସମସ୍ତଙ୍କ ଲୋମ ଟାଙ୍କୁରି ଉଠିଛି। କଶ୍ମୀର ଘାଟିରେ ରହିବାକୁ ହେଲେ କିଭଳି କରିବାକୁ ପଡୁଛ ସଂଘର୍ଷ, କେତେ ସହିବାକୁ ପଡୁଛି ଯନ୍ତ୍ରଣା। ଏଭଳି କିଛି କଶ୍ମୀର ପଣ୍ଡିତମାନଙ୍କ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଟ୍ରେଲରରେ।

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଏକ ସତ ଘଟଣା ଉପରେ ଆଧାରିତ। ସେହି ସମୟରେ କଶ୍ମୀରରେ ବ୍ୟାପିଥିବା ଆତଙ୍କ, ଭ୍ରମ ଏବଂ ଭୟଙ୍କର ଦୃଶ୍ୟକୁ ଫିଲ୍ମରେ ଦର୍ଶାଯାଇଛି। ଏହି ଫିଲ୍ମରେ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ପଲ୍ଲଭୀ ଯୋଶୀ, ପ୍ରକାଶ ବେଲାୱଡି, ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ଭାଷା ସୁମ୍ବଲି, ଚିନ୍ମୟ ମଣ୍ଡଲେକର, ପୁନୀତ ଇଶ୍ୱର, ମୃଣାଳ କୁଲକର୍ଣ୍ଣି, ଅତୁଲ ଶ୍ରୀବାସ୍ତବ ଏବଂ ପୃଥ୍ୱୀରାଜ ସରନାଏକ ଭଳି ପ୍ରଶଂସିତ ଅଭିନେତା ଅଛନ୍ତି।

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିବା ମୁତାବକ,'କଶ୍ମୀରର ନରସଂହାରର କାହାଣୀକୁ ବଡ ପରଦାରେ ପ୍ରଶର୍ଦିତ କରାଇବା କୌଣସି ସହଜ କାମ ନୁହେଁ ଏବଂ ଏହାକୁ ଅତ୍ୟଧିକ ସମ୍ବେଦନଶୀଳତାର ସହ ପରିଚାଳନା କରିବାକୁ ପଡିବ। ଏହି ଫିଲ୍ମ ଲୋକଙ୍କ ଆଖି ଖୋଲିଦେବ। କଶ୍ମର ପଣ୍ଡିତଙ୍କ ଉପରେ କ'ଣ ଘଟିଥିଲା ତାହା ଦେଖି ଲୋକେ ନିଶ୍ଚିତ ଭୟଭୀତ ହୋଇଯିବେ। ଦର୍ଶକମାନେ ଏହି ଫିଲ୍ମ ଜରିଆରେ ଭାରତୀୟ ଇତିହାସର ଏକ ସତ ଘଟଣାକୁ ପୁଣି ଥରେ ଦେଖିପାରିବେ।' ଏହି ଫିଲ୍ମଟି ଆସନ୍ତା ମାର୍ଚ୍ଚ ୧୧ ତାରିଖରେ  ରିଲିଜ ହେବ।

https://youtu.be/A179apttY58

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story