ସଲମାନ-କ୍ୟାଟ୍ରିନା ଆହତ! ଫଟୋ ଲିକ୍‌

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ ଆହତ। ସଲମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏପରିକି ତାଙ୍କ ମୁଣ୍ଡରୁ ରକ୍ତ ବୋହୁଥିବା ଦେଖିବା ମିଳିଛି। ସେହିପରି ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ଆହତ ହୋଇଛି। ଶୁଟିଂ ସେଟ୍‌ରୁ ଏଭଳି କିଛି ଫଟୋ ଲିକ୍‌ ହୋଇଛି। ଏବେ ଅପ୍‌କମିଂ ଫିଲ୍ମ ‘ଟାଇଗର-୩’ର ଶୁଟଂରେ ବ୍ୟସ୍ତ ସଲମାନ-କ୍ୟାଟ୍ରିନା। ଦିଲ୍ଲୀରେ ଏହି ଫିଲ୍ମର ଶୁଟିଂ ଚାଲିଛି। ତେବେ ଫିଲ୍ମର ଶୁଟିଂ ସେଟ୍‌ରୁ କିଛି ଫଟୋ  ସାମ୍ନାକୁ ଆସିଛି। […]

Salman and katrina

Salman and katrina

Madhupriya Mistry
  • Published: Friday, 18 February 2022
  • Updated: 18 February 2022, 02:51 PM IST

Sports

Latest News

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ ଆହତ। ସଲମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏପରିକି ତାଙ୍କ ମୁଣ୍ଡରୁ ରକ୍ତ ବୋହୁଥିବା ଦେଖିବା ମିଳିଛି। ସେହିପରି ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ଆହତ ହୋଇଛି। ଶୁଟିଂ ସେଟ୍‌ରୁ ଏଭଳି କିଛି ଫଟୋ ଲିକ୍‌ ହୋଇଛି।

ଏବେ ଅପ୍‌କମିଂ ଫିଲ୍ମ 'ଟାଇଗର-୩'ର ଶୁଟଂରେ ବ୍ୟସ୍ତ ସଲମାନ-କ୍ୟାଟ୍ରିନା। ଦିଲ୍ଲୀରେ ଏହି ଫିଲ୍ମର ଶୁଟିଂ ଚାଲିଛି। ତେବେ ଫିଲ୍ମର ଶୁଟିଂ ସେଟ୍‌ରୁ କିଛି ଫଟୋ  ସାମ୍ନାକୁ ଆସିଛି। ଏହି ଫଟୋରେ ସଲମାନ ଓ କ୍ୟାଟ୍ରିନା ଆହତ ହୋଇଥିବା ଦେଖିବାକୁ ମିଳିଛି। ତେବେ ପ୍ରକୃତରେ ତାଙ୍କୁ କୌଣସି ଆଘାତ ଲାଗି ନାହିଁ। ଫିଲ୍ମର ଏକ ଆକ୍ସନ ସିନ୍‌ ଶୁଟିଂ ବେଳେ ଦୁହିଁଙ୍କୁ ଏଭଳି ମେକ୍‌ଅପ୍‌ ଦିଆଯାଇଥିବା ଜଣାପଡିଛି। ସଲମାନ-କ୍ୟାଟ୍ରିନାଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବହୁ ପ୍ରତିକ୍ଷିତ ସିକ୍ୱେଲ ଫିଲ୍ମ 'ଟାଇଗର-୩'ର ଶୁଟିଂ ବିଦେଶରେ ସରିବା ପରେ ଏବେ ଦିଲ୍ଲୀରେ ଜାରି ରହିଛି ଏହି ଫିଲ୍ମର ଶୁଟିଂ। ଫିଲ୍ମର ଲାଷ୍ଟ ପାର୍ଟର ଶୁଟିଂ ଚାଲିଛି। ସାମ୍ନାକୁ ଆସିଥିବା ଫଟୋରେ ସଲମାନ-କ୍ୟାଟ୍ରିନା, ଦୁହେଁ ଆକ୍ସନ ଅବତାରରେ ନଜର ଆସିଛନ୍ତି।

ନିର୍ଦ୍ଦେଶକ ମନୀଷ ଶର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର 'ଏକ୍‌ ଥା ଟାଇଗର' ଫ୍ରାଞ୍ଚାଇଜର ତୃତୀୟ ପାର୍ଟ। ଫିଲ୍ମରେ ସଲମାନ ଅବିନାଶ ସିଂହ ରାଠୋର ଓରଫ ଟାଇଗର ଭୂମିକାରେ ପୁଣିଥରେ ନଜର ଆସିବେ। ସେପଟେ କ୍ୟାଟ୍ରିନାଙ୍କୁ ମଧ୍ୟ ପୁଣି ଥରେ ଜୋୟା ଚରିତ୍ରରେ ଦେଖିବାକୁ ମିଳିଛି। ୟଶ୍‌ ରାଜ ଫିଲ୍ମ ବ୍ୟାନର ତଳେ ତିଆରି ଏହି ଫିଲ୍ମ ଚଳିତ ବର୍ଷ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story