କାଷ୍ଟିଂ ନିର୍ଦ୍ଦେଶକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଉର୍ଫି

ମୁମ୍ବାଇ: ମନରେ ଅଭିନେତ୍ରୀ ହେବା ସ୍ୱପ୍ନ ନେଇ ଅନେକ ମୟାନଗରୀ ମୁମ୍ବାଇ ଆସିଥାନ୍ତି। ସେଥିମଧ୍ୟରୁ ଅନେକଙ୍କ ସ୍ୱପ୍ନ ସତ ମଧ୍ୟ ହୋଇଯାଏ। କିନ୍ତୁ ଅନ୍ୟ କିଛି ଯୁବତୀଙ୍କୁ କାଷ୍ଟିଂ କାଉଚ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡେ। ସୋଶାଲ ମିଡିଆ ସେନ୍‌ସେସନ୍‌ ଉର୍ଫି ଜାଭେଦଙ୍କ ସହ ମଧ୍ୟ କିଛି ଏଭଳି ହିଁ ଘଟିଛି। ସେ ଜଣେ କାଷ୍ଟିଂ ନିର୍ଦ୍ଦେଶକଙ୍କ ନାଁରେ କାଷ୍ଟିଂ କାଉଚ୍ ତଥା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅବେଦ ଆଫ୍ରିଦି ନାମକ ଜଣେ କାଷ୍ଟିଂ […]

Urfi javed

Urfi javed

Madhupriya Mistry
  • Published: Tuesday, 22 February 2022
  • Updated: 22 February 2022, 01:27 PM IST

Sports

Latest News

ମୁମ୍ବାଇ: ମନରେ ଅଭିନେତ୍ରୀ ହେବା ସ୍ୱପ୍ନ ନେଇ ଅନେକ ମୟାନଗରୀ ମୁମ୍ବାଇ ଆସିଥାନ୍ତି। ସେଥିମଧ୍ୟରୁ ଅନେକଙ୍କ ସ୍ୱପ୍ନ ସତ ମଧ୍ୟ ହୋଇଯାଏ। କିନ୍ତୁ ଅନ୍ୟ କିଛି ଯୁବତୀଙ୍କୁ କାଷ୍ଟିଂ କାଉଚ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡେ। ସୋଶାଲ ମିଡିଆ ସେନ୍‌ସେସନ୍‌ ଉର୍ଫି ଜାଭେଦଙ୍କ ସହ ମଧ୍ୟ କିଛି ଏଭଳି ହିଁ ଘଟିଛି। ସେ ଜଣେ କାଷ୍ଟିଂ ନିର୍ଦ୍ଦେଶକଙ୍କ ନାଁରେ କାଷ୍ଟିଂ କାଉଚ୍ ତଥା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ଅବେଦ ଆଫ୍ରିଦି ନାମକ ଜଣେ କାଷ୍ଟିଂ ନିର୍ଦ୍ଦେଶକଙ୍କ ନାଁରେ ଉର୍ଫି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଉର୍ଫି ଓ ତାଙ୍କ ଭଳି ଅନେକ ଯୁବତୀଙ୍କୁ ଅଭିନେତ୍ରୀ କରାଇଦେବାର ସ୍ୱପ୍ନ ଦେଖାଇ, ଏକ ମ୍ୟୁଜିକ ଭିଡିଓରେ କାଷ୍ଟ କରିବାକୁ କହି ପ୍ରତିଶ୍ରୁତି ଦେଇ ନିର୍ଦ୍ଦେଶକ ଜଣକ ତାଙ୍କ ସହ ରାତି କଟାଇବା ପାଇଁ ଦାବି କରିଥିବା ଅଭିଯୋଗ ହୋଇଛି।

Urfi Javed's Bold & Unbelievable Statement Stuns Fans

ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅବେଦ ଆଫ୍ରିଦିଙ୍କ ସହ ହ୍ୱାଟ୍‌ସଆପ୍‌ ଜାରିଆରେ ହୋଇଥିବା ଚାଟ୍ ର ସ୍କ୍ରିନସଟ୍ ସେୟାର କରିଛନ୍ତି। ଗତ ଦୁଇରୁ ତିନି ଦିନ ହେଲା ଉର୍ଫି ଅବେଦ ଆଫ୍ରିଦିଙ୍କ ଏଭଳି କାରନାମ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଉଛନ୍ତି। କାଷ୍ଟିଂ ନିର୍ଦ୍ଦେଶକ ଉର୍ଫିଙ୍କ ଠାରୁ ମ୍ୟୁଜିକ ଭିଡିଓରେ କାମ ଦେବା ବଦଳରେ ତାଙ୍କ ସହ ଯୌନ ସମ୍ବନ୍ଧ ରଖିବା ପାଇଁ କହୁଥିବା ଶେଆର ହୋଇଥିବା ଚାଟ୍‌ରେ ଦେଖିବାକୁ ମିଳିଛି। ସେ ଉର୍ଫିଙ୍କୁ କାମ ଦେବା ବଦଳରେ କମ୍ପ୍ରମାଇଜ କରିବାକୁ କହୁଥିବା ମଧ୍ୟ ଚାଟ୍‌ରେ ଉଲ୍ଲେଖ ରହିଛି।

ଉର୍ଫି କହିଛନ୍ତି, 'ମୁଁ ତା'(କାଷ୍ଟିଂ ନିର୍ଦ୍ଦେଶକ) ବିରୋଧରେ ଲଢ଼ୁଛି, କାରଣ ସେ ଜଣେ ଯୌନ ପିପାଷୁ। ଅନ୍ୟ ଯୁବତୀମାନେ ଏହି ଯୌନ ପିପାଷୁ ଠାରୁ ଦୂରେଇ ରୁହନ୍ତି ଓ ନିଜକୁ ସୁରକ୍ଷିତ ରଖନ୍ତୁ। ମୁଁ ଟଙ୍କା ଅର୍ଜନ କରିବା ପାଇଁ ପରିଶ୍ରମ କରୁଛି, ଆଉ ନିଜ ଟଙ୍କା ମାଗିବା କୌଣସି ଅପରାଧ ନୁହେଁ। କିନ୍ତୁ ଝିଅମାନଙ୍କୁ ଯୌନ ନିର୍ଯାତନା ଦେବା ଅପରାଧ।'

Urfi Javed Shares Snapshot

ଅବେଦ ଆଫ୍ରିଦିଙ୍କ ବିରୋଧରେ ଉର୍ଫି ସ୍ୱର ଉଠାଇବା ପରେ ଉର୍ଫିଙ୍କ ଭଳି ଅନେକ ଯୁବତୀ ମଧ୍ୟ ସାମ୍ନା ଆସି ସ୍ୱର ଉଠାଇଛନ୍ତି। ଗ୍ଲାମର ଦୁନିଆ ପଛରେ ଲୁଚି ରହିଥିବା ଏହି ନିର୍ଦ୍ଦେଶକଙ୍କ ଅସଲ ମୁଖା ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ଚେଷ୍ଠା କରିଛନ୍ତି। ସେମାନେ ମଧ୍ୟ ଅବେଦ ଆଫ୍ରିଦିଙ୍କ ସହ ହୋଇଥିବା ହ୍ୱାଟସଅପ୍‌ ଚାଟ୍‌ର ସ୍କ୍ରିନ୍‌ ସଟ୍‌ ଶେଆର କରିଛନ୍ତି, ଯାହାକୁ ଉର୍ଫି ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ରି-ଶେଆର କରିଛନ୍ତି।

ସେପଟେ ନିଜ ଉପରେ ଲାଗିଥିବା ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କାଷ୍ଟିଂ ନିର୍ଦ୍ଦେଶକ ଅବେଦ ଆଫ୍ରିଦି। ସେ କହିଛନ୍ତି, ମୋ ଠାରୁ କାମ ହାସଲ କରିବା ପରେ ଲୋକେ ଭୁଲି ଯାଆନ୍ତି ଏବଂ ମୋ ବିରୋଧରେ ଏଭଳି ଅଭିଯୋଗ ଆଣନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story