ହୋସ୍‌ ଉଡ଼ାଇଲା ଉର୍ବଶୀଙ୍କ ନୀଳ ଗାଉନ୍‌

ମୁମ୍ବାଇ: ବଲିଉଡର ମୋଷ୍ଟ ଷ୍ଟାଇଲିଷ୍ଟ ଆଇକନ୍‌ ଉର୍ବଶୀ ରଉତେଲା। ପ୍ରାୟତଃ ସର୍ବଦା ସେ ନିଜ ଫ୍ୟାଶନ୍‌କୁ ନେଇ ରହୁନ୍ତି ଲାଇମ୍‌ଲଇଟ୍‌ରେ । ତାଙ୍କ ଡ୍ରେସିଂ ସେନ୍ସ ଏବଂ ମେକ୍‌ଅପ୍‌ ଷ୍ଟଇଲ୍‌ କରେ ସମସ୍ତଙ୍କୁ ଆକର୍ଷଣ। ଏଥର ମଧ୍ୟ ସେ କିଛି ଏଭଳି ଜାଦୁ ଦେଖାଇଛନ୍ତି। ତାଙ୍କ ଦାମୀ ଗାଉନ୍‌ ଉଡାଇ ଦେଇଛି ସମସ୍ତଙ୍କ ହୋସ୍‌। ନିକଟରେ ଆୟୋଜିତ ହୋଇଥିବା ଫିଲ୍ମ ଫେୟାର ସମାରୋହରେ ଯୋଗ ଦେଇଥିଲେ ଉର୍ବଶୀ।   ଏଠାରେ ତାଙ୍କୁ ତାଙ୍କ ଗୀତ ‘ଭର୍ସାଚେ ବେବି’ ପାଇଁ […]

Urvashi rautela

Urvashi rautela

Madhupriya Mistry
  • Published: Tuesday, 02 November 2021
  • Updated: 02 November 2021, 05:28 PM IST

Sports

Latest News

ମୁମ୍ବାଇ: ବଲିଉଡର ମୋଷ୍ଟ ଷ୍ଟାଇଲିଷ୍ଟ ଆଇକନ୍‌ ଉର୍ବଶୀ ରଉତେଲା। ପ୍ରାୟତଃ ସର୍ବଦା ସେ ନିଜ ଫ୍ୟାଶନ୍‌କୁ ନେଇ ରହୁନ୍ତି ଲାଇମ୍‌ଲଇଟ୍‌ରେ । ତାଙ୍କ ଡ୍ରେସିଂ ସେନ୍ସ ଏବଂ ମେକ୍‌ଅପ୍‌ ଷ୍ଟଇଲ୍‌ କରେ ସମସ୍ତଙ୍କୁ ଆକର୍ଷଣ। ଏଥର ମଧ୍ୟ ସେ କିଛି ଏଭଳି ଜାଦୁ ଦେଖାଇଛନ୍ତି। ତାଙ୍କ ଦାମୀ ଗାଉନ୍‌ ଉଡାଇ ଦେଇଛି ସମସ୍ତଙ୍କ ହୋସ୍‌।

ନିକଟରେ ଆୟୋଜିତ ହୋଇଥିବା ଫିଲ୍ମ ଫେୟାର ସମାରୋହରେ ଯୋଗ ଦେଇଥିଲେ ଉର୍ବଶୀ।   ଏଠାରେ ତାଙ୍କୁ ତାଙ୍କ ଗୀତ 'ଭର୍ସାଚେ ବେବି' ପାଇଁ 'ଇଣ୍ଟରନ୍ୟାସନାଲ ଆଇକନ୍‌ ଅଫ୍‌ ଦ ଇୟର' ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଉର୍ବଶୀ ଏକ ନୀଳ ରଙ୍ଗର ଅଫ୍ ସୋଲଡର ଗାଉନ୍‌ ପିନ୍ଧିଥିଲେ। ଏହି ଗାଉନ୍‌ର ଦାମ୍‌ ଥିଲା ୫୦ ଲକ୍ଷ ଟଙ୍କା। ଏହାକୁ ଡିଜାଇନ୍‌ କରିଛନ୍ତି ପ୍ରସିଦ୍ଧ ଡିଜାଇନ୍‌ର ମାଇକଲ ସିଙ୍କୋ। ଏହି ଫିଲ୍ମ ଫେୟାର ଉତ୍ସବରେ ଉର୍ବଶୀଙ୍କ ଏହି ଦାମୀ ଗାଉନ୍‌ ସମସ୍ତଙ୍କୁ ଆଟ୍ରାକ୍ଟ କରିଥିଲା। ଯିଏ ଦେଖୁଥିଲା ଘଡିଏ ତାଙ୍କୁ ଚାହୁଁଥିଲା। ସେ ପାଲଟି ଯାଇଥିଲେ ସେଣ୍ଟର ଅଫ୍‌ ଆଟ୍ରାକ୍ସନ।

ଆୱାର୍ଡ ମିଳିବା ପରେ ଉର୍ବଶୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ନୀଳ ରଙ୍ଗର ଏହି ଗାଉନ୍‌ ପିନ୍ଧି ସେ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। କ୍ୟାପସନରେ ଫିଲ୍ମ ଫେୟାର ଇଣ୍ଟରନ୍ୟାସନାଲ ଆଇକନ୍‌ ଅଫ୍‌ ଦି ଇୟର୍‌-୨୦୨୧କୁ ସେ ଧନ୍ୟବାଦ ଜଣାଇଛନ୍ତି।

ସୂଚନା ମୁତାବକ, ଉର୍ବଶୀ ଖୁବଶୀଘ୍ର ସାଉଥ ଇଣ୍ଡଷ୍ଟ୍ରିରେ ପଦ ରଖିବାକୁ ଯାଉଛନ୍ତି। ସେ ବିଗ୍‌ ବଜେଟ୍‌ ତାମିଲ ଫିଲ୍ମରୁ ଡେବ୍ୟୁ କରିବେ। ଏହି ଫିଲ୍ମରେ ତାଙ୍କୁ ମାଇକ୍ରୋବାୟୋଲଜିଷ୍ଟ ଭୂମିକାରେ ଦେଖିବାକୁ ମିଳିବ। ଏଥିସହ ଉର୍ବଶୀ ଜିଓ ଷ୍ଟୁଡ଼ିଓର ଏକ ୱବେସିରଜ  'ଇନ୍ସପେକ୍ଟର ଅଭିନାଶ' ରେ ମଧ୍ୟ ନଜର ଆସିବେ। ଏଥିରେ ସେ ରଣବୀର ହୁଡାଙ୍କ ସହ ମୁଖ୍ୟ ଭୂମିକା ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story