ବୁଲେଟ୍‌ ଧରି ବୁଲୁଥିଲେ ବରୁଣ, ଆକ୍ସନ ନେଲା ପୁଲିସ

ମୁମ୍ବାଇ: ଆଇନ ଜାଲରେ ଫସିଲେ ବଲିଉଡ ଅଭିନେତା ବରୁଣ ଧୱନ୍‌। ରାସ୍ତା ଉପରେ ବୁଲେଟ୍‌ ଧରି ବୁଲିବା ତାଙ୍କୁ ପଡିଲା ମହଙ୍ଗା। ଆକ୍ସନ ମୋଡକୁ ଆସିଲା ପୁଲିସ। ଆଉ ବରୁଣଙ୍କ ନାଁରେ କାଟିଲା ଚାଲାଣ। ବରୁଣ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ କାନପୁରରେ ଶୁଟିଂ କରୁଛନ୍ତି। ଶୁକ୍ରବାର ବରୁଣ ଧୱାନ୍‌ କନ୍‌ପୁରରେ ଶୁଟିଂ କରିବା ବେଳେ ବୁଲେଟ ଧରି ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। […]

Varun Dhawan

Varun Dhawan

Madhupriya Mistry
  • Published: Saturday, 16 April 2022
  • Updated: 16 April 2022, 05:49 PM IST

Sports

Latest News

ମୁମ୍ବାଇ: ଆଇନ ଜାଲରେ ଫସିଲେ ବଲିଉଡ ଅଭିନେତା ବରୁଣ ଧୱନ୍‌। ରାସ୍ତା ଉପରେ ବୁଲେଟ୍‌ ଧରି ବୁଲିବା ତାଙ୍କୁ ପଡିଲା ମହଙ୍ଗା। ଆକ୍ସନ ମୋଡକୁ ଆସିଲା ପୁଲିସ। ଆଉ ବରୁଣଙ୍କ ନାଁରେ କାଟିଲା ଚାଲାଣ।

ବରୁଣ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ କାନପୁରରେ ଶୁଟିଂ କରୁଛନ୍ତି। ଶୁକ୍ରବାର ବରୁଣ ଧୱାନ୍‌ କନ୍‌ପୁରରେ ଶୁଟିଂ କରିବା ବେଳେ ବୁଲେଟ ଧରି ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ତେବେ କାନପୁର ପୁଲିସ ଏହି ଭିଡିଓ ଦେଖିବା ପରେ ତାଙ୍କ ବିରୋଧରେ ନେଇଛି କଡା ଆକ୍ସନ। ବିନା ହେଲମଟେ୍‌ରେ ବୁଲେଟ ଧରି ବୁଲୁଥିବା ବରୁଣ ଧୱନ୍‌ଙ୍କ ନାଁରେ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ ହୋଇଛି। ତାଙ୍କ ନାଁରେ ପୁଲିସ ମୋଟା ଅଙ୍କର ଚାଲାଣ କାଟିଛି। ତେବେ କେତେ ଟଙ୍କାର ଫାଇନ୍‌ ଲଗାଯାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି।

Kanpur traffic police to take action against actor varun dhawan for not wearing helmet pcup | कानपुर में वरुण धवन के लिए 'बवाल', ट्रैफिक पुलिस ने काटा चालान, जानें क्यों? | Hindi

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, କାନପୁର ଟ୍ରାଫିକ ପୁଲିସ କହିଛନ୍ତି, 'ବାଇକ୍‌ର ରେଜିଷ୍ଟ୍ରେସନ୍‌ ନମ୍ବରରେ ଚାଲାଣ କଟାଯାଇଛି। ଏହି ଚାଲାଣ କାଟିବା ପଛର କାରଣ ହେଲମେଟ ନପିନ୍ଧିବା ରହିଛି। ସେହିପରି ଗାଡିର ନମ୍ବର ପ୍ଲେଟ୍‌ ମଧ୍ୟ ଟ୍ରାଫିକ୍‌ ପୁଲିସର ଗାଇଡଲାଇନ୍‌କୁ ଉଲ୍ଲଙ୍ଘନ କରିଛି। ଯଦି ଆଗକୁ ନିୟମ ଉଲ୍ଲଙ୍ଘନ ହୁଏ ତେବେ ଆଉ ଏକ ଚାଲାଣ ମଧ୍ୟ କଟାଯିବ।'

ଉତ୍ତରପ୍ରଦେଶର କାନପୁରରେ ବରୁଣ ତାଙ୍କ ଅପ୍‌କମିଂ ଫିଲ୍ମ 'ବବାଲ'ର ଶୁଟିଂ କରୁଛନ୍ତି। ସାଜିଦ ନାଦିଆଦୱାଲାଙ୍କ ପ୍ରଡକ୍ସନ ବ୍ୟାନର ତଳେ ତିଆରି କରାଯାଉଛି ଏହି ଫିଲ୍ମ। ଦଙ୍ଗଲ ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରୀ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। କୁହାଯାଉଛି ଯେ, କାନପୁରର ଭିନ୍ନ ଭିନ୍ନ ଅଞ୍ଚଳରେ ଏହି ଫିଲ୍ମର ଶୁଟିଂ କରାଯିବ। ଫିଲ୍ମର ଲିଡ୍‌ ରୋଲ୍‌ରେ ବରୁଣ ଧୱନ ଅଛନ୍ତି। ତାଙ୍କୁ ଏଥିରେ ଜଣେ ଶିକ୍ଷକ ଭୂମିକାରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story