ସମନ୍ଥାଙ୍କୁ ନେଇ ମାମଲା ରୁଜୁ, ବ୍ୟାନ୍‌ କରିବାକୁ ଦାବି

ହାଇଦ୍ରାବାଦ: ସ୍ୱାମୀ ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ର ହେବା ପରେ ଲଗାତାର ଚର୍ଚ୍ଚାରେ ଅଛନ୍ତି ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ। ତାଙ୍କୁ ନେଇ ପ୍ରାୟତଃ କିଛି ନା କିଛି ଖବର ମିଡିଆରେ ଆସୁଛି। ଏବେ ପୁଣିଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏଥର ଅଡୁଆରେ ଫସିଛନ୍ତି ସମନ୍ଥା। ତାଙ୍କୁ ନେଇ ଥାନାରେ ରୁଜୁ ହୋଇଛି ମାମଲା। ଏପରିକି ବ୍ୟାନ୍‌ କରିବାକୁ ମଧ୍ୟ ଉଠିଛି ଦାବି। ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର ଆଇଟମ୍‌ ଗୀତ ରିଲିଜ […]

Samantha

Samantha

Madhupriya Mistry
  • Published: Tuesday, 14 December 2021
  • Updated: 14 December 2021, 03:51 PM IST

Sports

Latest News

ହାଇଦ୍ରାବାଦ: ସ୍ୱାମୀ ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ର ହେବା ପରେ ଲଗାତାର ଚର୍ଚ୍ଚାରେ ଅଛନ୍ତି ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ। ତାଙ୍କୁ ନେଇ ପ୍ରାୟତଃ କିଛି ନା କିଛି ଖବର ମିଡିଆରେ ଆସୁଛି। ଏବେ ପୁଣିଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏଥର ଅଡୁଆରେ ଫସିଛନ୍ତି ସମନ୍ଥା। ତାଙ୍କୁ ନେଇ ଥାନାରେ ରୁଜୁ ହୋଇଛି ମାମଲା। ଏପରିକି ବ୍ୟାନ୍‌ କରିବାକୁ ମଧ୍ୟ ଉଠିଛି ଦାବି।

ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା'ର ଆଇଟମ୍‌ ଗୀତ ରିଲିଜ ହୋଇଛି। ଏହି ଗୀତରେ ସମନ୍ଥାଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ୍‌ ରହିଛି। ଏହି ଗୀତଟୁକୁ ବେଶ୍‌ ପସନ୍ଦ ମଧ୍ୟ କରଯାଉଛି, କାରଣ ପ୍ରଥମ କରି ଏହି ଗୀତ ଜରିଆରେ ସମନ୍ଥା ଏକ ଆଇଟମ୍‌ ନମ୍ବରରେ ନଜର ଆସିଛନ୍ତି।

ତେବେ ଏହି ଗୀତକୁ ନେଇ ଏବେ ଫିଲ୍ମର ଅଡୁଆ ବଢ଼ିଛି। ସମନ୍ଥାଙ୍କ ଏହି ଆଇଟମ ଗୀତକୁ ନେଇ ଏକ ପୁରୁଷ ସଂଘ ଥାନାରେ ମାମଲା ରୁଜୁ କରିଛି। ଅଭିଯୋଗ ମୁତାବକ, ଗୀତରେ ପୁରୁଷମାନଙ୍କ ଛବିକୁ ଭୁଲ୍‌ ଭାବେ ଦର୍ଶାଯାଇଛି। ତେଣୁ ଏହି ଏହାକୁ ବ୍ୟାନ୍‌ କରିବା ପାଇଁ ଆନ୍ଧ୍ରପ୍ରେଦଶର କୋର୍ଟରେ ସଂଘ ଦାବି କରିଛି। ସେପଟେ ଏହି ମାମଲା ସାମ୍ନାକୁ ଆସିବା ପରେ ଫିଲ୍ମ ରିଲିଜ ହେବାର କିଛି ଦିନ ପୂର୍ବରୁ ହିଁ ଏଭଳି ବିବାଦ ଉପୁଜିଥିବାକୁ ନେଇ ଫିଲ୍ମ ନିର୍ମାତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ସମନ୍ଥାଙ୍କ ଏହି ଆଇଟମ ଗୀତକୁ ଦେବୀ ଶ୍ରୀ ପ୍ରସାଦ କମ୍ପୋଜ କରିଛନ୍ତି। ସେହିପରି ତାମିଲରେ ବିବେକ ଏବଂ ତେଲୁଗୁରେ ଚଙ୍ଗଦ୍ରାବୋସ୍‌ ଲିରିକ୍ସ ଲେଖିଛନ୍ତି। ନିକଟରେ ଫିଲ୍ମ 'ପୁଷ୍ପା'ର ଟ୍ରେଲର ରିଲିଜ ହୋଇଥିଲା। ରିଲିଜ ହେବାର କିଛି ସମୟ ଭିତରେ ହିଁ ଏହା ସୋଶାଲ ମିଡିଆରେ ଜବରଦସ୍ତ ଧମାଲ କରିଥିଲା।

ଆଲ୍ଲୁ ଅର୍ଜୁନଙ୍କ ଡିଫରେଣ୍ଟ ଲୁକ୍‌ ସମସ୍ତଙ୍କୁ ଆସିଥିଲା ପସନ୍ଦ। ସେହିପରି ରଶ୍ମୀକା ମନ୍ଦନାଙ୍କ ଗାଉଁଳି ଅନ୍ଦାଜ ଫ୍ୟାନ୍‌ମାନଙ୍କୁ ପାଗଳ କରିଥିଲା। ସୁକୁମାରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ୧୭ ତାରିଖରେ ବଡ ପରଦାକୁ ଆସିବ। ଫିଲ୍ମଟି ୨ ଭାଗରେ ତାମିଲ, ତେଲୁଗୁ, ମାଲୟାଲମ୍, କନ୍ନଡ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ।

https://youtu.be/x5OfM36VAHI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story