କଫି ୱିଥ୍ କରନରେ ରଣବୀର ଓ ରଣଭୀର

ମୁମ୍ବାଇ: କରନ ଜୋହରଙ୍କ ଟକ୍‌ ଶୋ ‘କଫି ୱିଥ୍ କରନ’ ସିଜିନ୍‌-୫ର ପ୍ରଥମ ଅଧ୍ୟାୟ ବେଶ ଲୋକପ୍ରିୟ ହୋଇଛି। ପ୍ରଥମ ଏପିସୋଡ୍‌ର ଅତିଥି ଥିଲେ ଶାହାରୁଖ ଓ ଆଲିଆ। ଏହା ପରେ ଶୋ’କୁ ଆସିଥିଲେ ଅକ୍ଷୟ ଓ ଟ୍ୱିଙ୍କଲ ଖନ୍ନା। ଟ୍ରେଲରରୁ ଜଣାପଡୁଛି ଏହି ଏପିସୋଡ୍‌ ବି ମଜାଦାର ହେବ ଓ ଲୋକଙ୍କ ମନ ଜିଣିବ। ତେବେ ୟା ପର ଅଧ୍ୟାୟ ଅଧିକ ଧମାକାଦାର ହେବ ବୋଲି କୁହାଯାଉଛି। କାରଣ ଏଥିରେ ଆସିବେ ଦୁଇ ୟଙ୍ଗ ଷ୍ଟାର […]

ranbir-ranveer

Rakesh Mallick
  • Published: Friday, 11 November 2016
  • , Updated: 11 November 2016, 04:52 PM IST

ମୁମ୍ବାଇ: କରନ ଜୋହରଙ୍କ ଟକ୍‌ ଶୋ ‘କଫି ୱିଥ୍ କରନ’ ସିଜିନ୍‌-୫ର ପ୍ରଥମ ଅଧ୍ୟାୟ ବେଶ ଲୋକପ୍ରିୟ ହୋଇଛି। ପ୍ରଥମ ଏପିସୋଡ୍‌ର ଅତିଥି ଥିଲେ ଶାହାରୁଖ ଓ ଆଲିଆ। ଏହା ପରେ ଶୋ’କୁ ଆସିଥିଲେ ଅକ୍ଷୟ ଓ ଟ୍ୱିଙ୍କଲ ଖନ୍ନା। ଟ୍ରେଲରରୁ ଜଣାପଡୁଛି ଏହି ଏପିସୋଡ୍‌ ବି ମଜାଦାର ହେବ ଓ ଲୋକଙ୍କ ମନ ଜିଣିବ। ତେବେ ୟା ପର ଅଧ୍ୟାୟ ଅଧିକ ଧମାକାଦାର ହେବ ବୋଲି କୁହାଯାଉଛି। କାରଣ ଏଥିରେ ଆସିବେ ଦୁଇ ୟଙ୍ଗ ଷ୍ଟାର ରଣବୀର କପୁର ଓ ରଣଭୀର ସିଂହ। ‘ଫିଲ୍ମ ଫେୟାର’ର ଖବର ମୁତାବକ ଆସନ୍ତା ସପ୍ତାହରେ ଦୁହେଁ କରନଙ୍କ ଶୋ’ ପାଇଁ ସୁଟିଂ ଆରମ୍ଭ କରିବେ।

Related story