ପିଲା ବେଳୁ ଓଡ଼ିଶୀ ନୃତ୍ୟ ଶିଖିବାର ଆଗ୍ରହ ଥିଲା, କିନ୍ତୁ ସ୍କୋପ୍‌ ନଥିଲା

“ଓଡ଼ିଶୀ ନୃତ୍ୟ ମୋତେ ବହୁତ ଭଲ ଲାଗେ। ସେଥିପାଇଁ ପିଲାବେଳୁ ଓଡ଼ିଶୀ ନୃତ୍ୟ ଶିଖିବାର ଆଗ୍ରହ ଥିଲା। କିନ୍ତୁ ସ୍କୋପ୍‌ ନଥିଲା। ତେଣୁ ବାଧ୍ୟ ହୋଇ ଭାରତନାଟ୍ୟମ ଶିଖିଲି। ଏବେ ଓଡ଼ିଶୀ ନୃତ୍ୟ ସମ୍ପର୍କରେ ଜାଣିବାକୁ ପାଇଁ ଚାହୁଁଛି। ଓଡ଼ିଶା ଆସିଥିବାରୁ ଓଡ଼ିଶୀ ନୃତ୍ୟ ଶିଖିବାକୁ ଚାହୁଁଛି।” ଓଡ଼ିଶା ଗସ୍ତରେ ଆସିଥିବା ବଲିଉଡ୍‌ର ଟପ୍‌ ଡ୍ୟାନ୍ସର ତଥା କୋରିଓ ଗ୍ରାଫର ଶକ୍ତି ମୋହନ ଆଜି ଏପରି ଢ଼ଙ୍ଗରେ କହିଛନ୍ତି। ଆଜି ସନ୍ଧ୍ୟାରେ ଆୟୋଜିତ ଘୁଙ୍ଗୁର କାର୍ଯ୍ୟକ୍ରମରେ ଯୋଗଦେବେ। […]

Sha

Sha

Manoranjan Sial
  • Published: Monday, 14 November 2022
  • Updated: 14 November 2022, 06:10 PM IST

Sports

Latest News

“ଓଡ଼ିଶୀ ନୃତ୍ୟ ମୋତେ ବହୁତ ଭଲ ଲାଗେ। ସେଥିପାଇଁ ପିଲାବେଳୁ ଓଡ଼ିଶୀ ନୃତ୍ୟ ଶିଖିବାର ଆଗ୍ରହ ଥିଲା। କିନ୍ତୁ ସ୍କୋପ୍‌ ନଥିଲା। ତେଣୁ ବାଧ୍ୟ ହୋଇ ଭାରତନାଟ୍ୟମ ଶିଖିଲି। ଏବେ ଓଡ଼ିଶୀ ନୃତ୍ୟ ସମ୍ପର୍କରେ ଜାଣିବାକୁ ପାଇଁ ଚାହୁଁଛି। ଓଡ଼ିଶା ଆସିଥିବାରୁ ଓଡ଼ିଶୀ ନୃତ୍ୟ ଶିଖିବାକୁ ଚାହୁଁଛି।” ଓଡ଼ିଶା ଗସ୍ତରେ ଆସିଥିବା ବଲିଉଡ୍‌ର ଟପ୍‌ ଡ୍ୟାନ୍ସର ତଥା କୋରିଓ ଗ୍ରାଫର ଶକ୍ତି ମୋହନ ଆଜି ଏପରି ଢ଼ଙ୍ଗରେ କହିଛନ୍ତି।

ଆଜି ସନ୍ଧ୍ୟାରେ ଆୟୋଜିତ ଘୁଙ୍ଗୁର କାର୍ଯ୍ୟକ୍ରମରେ ଯୋଗଦେବେ। ଆଉ ନିଜ ଡ୍ୟାନ୍ସ ଏକାଡେମୀ ପାଇଁ ପିଲା ଚୟନ କରିବେ ଶକ୍ତି ମୋହନ। ଡ୍ୟାନ୍ସ ପ୍ରତି ଯେଉଁମାନଙ୍କର ଡେଡିକେସନ୍‌ ଥିବ, ସେମାନଙ୍କୁ ପ୍ରଥମିକତା ଦେଇ ଚୟନ କରିବେ ବୋଲି ଶକ୍ତି ମୋହନ କହିଛନ୍ତି।  

ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି। ଓଡ଼ିଶା କେମିତି ଲାଗୁଛି?

ଉତ୍ତର: ପ୍ରଥମ ନୁହେଁ, ପୂର୍ବରୁ ଥରେ ଓଡ଼ିଶା ଆସିଥିଲି। ସେଥର ମୁଁ ଏକ ରିୟଲିଟି ଶୋ’ରେ ଭାଗ ନେବା ପାଇଁ ଆସିଥିଲି। କିନ୍ତୁ ଏଥର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଛି। ଓଡ଼ିଶା ମୋତେ ବହୁତ ଭଲ ଲାଗୁଛି। ଭୁବନେଶ୍ୱର ବହୁତ ସୁନ୍ଦର ଜାଗା। ଓଡ଼ିଶାର କଳା ଓ ସଂସ୍କୃତି ଅତିବ ମନୋରମ।

ଓଡ଼ିଶାରେ ଏବେ ବାଲି ଯାତ୍ରା ଚାଲିଛି। ଆପଣ ଦେଖିବାକୁ ଯାଉଛନ୍ତି କି?

ଉତ୍ତର: ଆଜି ଘୁଙ୍ଗୁରୁ କାର୍ଯ୍ୟକ୍ରମରେ ଯୋଗଦେବି। ଡ୍ୟାନ୍ସ ଆଗକୁ ନେବା ପାଇଁ ଓଡ଼ିଶାର ଝିଅମାନଙ୍କୁ ଉତ୍ସାହିତ କରିବା ପାଇଁ ଆସିଛି।

ନିଜ ଏକାଡେମୀ ପାଇଁ କେମିତିକା ପିଲାଙ୍କୁ ଚୟନ କରିବେ?

ଉତ୍ତର: ଡ୍ୟାନ୍ସ ପ୍ରତି ପିଲାଙ୍କ ଆଗ୍ରହ କେତେ ଅଛି? ଡ୍ୟାନ୍ସ କରିବା ପାଇଁ ସେମାନେ କେତେ ପରିମାଣର କଠିନ ପରିଶ୍ରମ କରିପାରିବେ? ପ୍ରକୃତରେ ସେମାନଙ୍କ ଡ୍ୟାନ୍ସ ଶିଖିବାର ଆଗ୍ରହ ଅଛି ନା ବଳପୂର୍ବକ ଡ୍ୟାନ୍ସ କରୁଛନ୍ତି? ଡ୍ୟାନ୍ସ ପ୍ରତି ପିଲାମାନଙ୍କ ଆଗ୍ରହ ଦେଖି ଚୟନ କରିବି। ଆଉ ସେମାନଙ୍କୁ ମୁମ୍ୱାଇ ନେବି।

ଡ୍ୟାନ୍ସ ଗଡ୍‌ ଗିଫ୍ଟଡେ ନା ତିଆରି କରାଯାଏଁ?

ଉତ୍ତର: ମୁଁ ଭାବୁଛି ଡ୍ୟାନ୍ସ ହେଉଛି ଭଗବାନଙ୍କ ଅବଦାନ। କିନ୍ତୁ ଆପଣ ତାକୁ କେମିତି ପ୍ରୟୋଗ କରୁଛନ୍ତି? ତାହା ଦେଖିବାର ଅଛି। କେତେକ କ୍ଷେତ୍ରରେ ଅଭିଭାବକ ନିଜ ପ୍ୟାସନ୍‌କୁ ପିଲାମାନଙ୍କ ଉପରେ ଲଦି ଦେଉଛନ୍ତି। ତାହା କରିବା ଠିକ୍‌ ନୁହେଁ। ପିଲାମାନେ ଯାହା କରିବାକୁ ଚାହୁଁଛନ୍ତି, ତାହା ସେମାନଙ୍କୁ କରିବାକୁ ଦେବା କଥା।

 ଓଡ଼ିଶାରେ ଆପଣଙ୍କ ପ୍ରଥମ ପସନ୍ଦ କ’ଣ?
ଉତ୍ତର: ଓଡ଼ିଶା ହେଉଛି ମ୍ୟାଜିକାଲ୍‌ ଲ୍ୟାଣ୍ଡ। ଓଡ଼ିଶୀ ନୃତ୍ୟ ହେଉଛି ବେଷ୍ଟ ଡ୍ୟାନ୍ସ ଫର୍ମ। ମୋତେ ବହୁତ ଭଲ ଲାଗେ। ମୋତେ କେହି ଓଡ଼ିଶୀ ଶିଖାଇବେ କି? ଓଡ଼ିଶୀ ନୃତ୍ୟ ସମ୍ପର୍କରେ ମୁଁ ବହୁତ କିଛି ଜାଣିବାକୁ ଚାହୁଁଛି। ପିଲାବେଳୁ ଓଡ଼ିଶୀ ନୃତ୍ୟ ଶିଖିବା ପାଇଁ ଆଗ୍ରହ ଥିଲା। କିନ୍ତୁ ମୁଁ ଭାରତନାଟ୍ୟମ ଶିଖିଥିଲି। କାରଣ ଉତ୍ତର ଭାରତରେ ଓଡ଼ିଶୀ ନୃତ୍ୟ ଶିଖିବାର ବ୍ୟବସ୍ଥା ନଥିଲା। ସେଠାରେ ଶିକ୍ଷକ ବା ଗୁରୁ ମିଳୁନଥିଲେ।

ଦିଲ୍ଲୀ, ମୁମ୍ୱାଇ ଓ ବିଦେଶରେ ଓଡ଼ିଶୀ ନୃତ୍ୟ ଗୁରୁ ଅଛନ୍ତି। କିନ୍ତୁ ଆପଣ....

ଉତ୍ତର: ଏହା ଠିକ୍‌ କଥା। କିନ୍ତୁ ରାଜସ୍ଥାନରେ ଯେଉଁ ଆବାଶିକ ସ୍କୁଲରେ ମୁଁ ପଢ଼ୁଥିଲି, ସେଠାରେ କଥକ ନୃତ୍ୟ ଶିଖାଉଥିଲେ। ସେତେବେଳେ ମୁଁ ଛୋଟ ଥିଲି। ତେଣୁ ଅନ୍ୟ ନୃତ୍ୟ ସମ୍ପର୍କରେ ମୋର ବେଶୀ କିଛି ଜ୍ଞାନ ନଥିଲା। ତେଣୁ ଯାହା ସେହି ସ୍କୁଲରେ ମିଳୁଥିଲା, ତାହା ଶିଖୁଥିଲି। ବୟସ ବଢ଼ିବା ପରେ ଓଡ଼ିଶୀ ନୃତ୍ୟ ସମ୍ପର୍କରେ ଜାଣିବାକୁ ପାଇଲି। ଏବେ ଓଡ଼ିଶୀ ନୃତ୍ୟ ସମ୍ପର୍କରେ ପୂରା ଜ୍ଞାନ ଗ୍ରହଣ କରୁଛି।

କେବେ ସୁଦ୍ଧା ଓଡ଼ିଶୀ ନୃତ୍ୟ ଶିଖିଯିବେ?

ଉତ୍ତର: ତାହା କହିହେବ ନାହିଁ। ବିନା ଅଧ୍ୟବସାୟରେ କୌଣସି ଡ୍ୟାନ୍ସ ଶିଖି ହେବନାହିଁ। ଯଦି ଓଡ଼ିଶୀ ନୃତ୍ୟ ଗ୍ରୁପ୍‌ରେ କାମ କରିବା ପାଇଁ ସୁଯୋଗ ମିଳିବ, ତାହା ହେଲେ ମୁଁ ନିଜକୁ ଗୌରବ ମଣିବି।

 ଆପଣଙ୍କର ଆଗାମୀ ପ୍ଲାନ୍‌ କ’ଣ?

ଉତ୍ତର: ବର୍ତ୍ତମାନର ପିଢ଼ିକୁ ଫୋକ୍‌ ଓ କ୍ଲାସିକାଲ୍‌ ଡ୍ୟାନ୍ସ ଫର୍ମ ଜଣାନାହିଁ। ସେମାନଙ୍କର ପାଖରେ ସେହି ଡ୍ୟାନ୍ସ ଫର୍ମକୁ ପହଞ୍ଚାଇବାକୁ ଚାହୁଁଛି। ତାହା ଉପରେ ମୁଁ ଓ ମୋ’ ମୋଉଣୀ କାମ କରୁଛୁ। ସେଥିପାଇଁ ଏକ ଶୋ’ ତିଆରି କରିବାକୁ ଚାହୁଁଛି।

ଓଡ଼ିଶା ଆସିଛନ୍ତି। ପୁରୀ ଯାଉଛନ୍ତି କି?

ଉତ୍ତର: ଆସନ୍ତାକାଲି ମୁଁ ପୁରୀ ଯାଉଛି। ପ୍ରଥମ ଥର ପୁରୀ ଯାଉଥିବାରୁ ଉତ୍ସାହିତ ଅଛି। ଭଗବାନଙ୍କଠାରୁ ଆଶୀର୍ବାଦ ନେବା ପାଇଁ ଚାହୁଁଛି।

https://youtu.be/8_sBt9YeVmo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story