ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି ହେଲେ ଡେଭିଡ ଧୱନ

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ଡେଭିଡ ଧୱନ । ହଠାତ୍‌ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ବାପାଙ୍କ ଅସୁସ୍ଥତାର ଖବର ପାଇ ନିଜ ଅପକମିଙ୍ଗ ଫିଲ୍ମ ‘ଯୁଗ ଯୁଗ ଜିଓ’ ପ୍ରମୋସନ କରୁଥିବା ବରୁଣ ଧୱନ ଅଧାରୁ ମୁମ୍ବାଇ ଫେରି ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ଡେଭିଡଙ୍କର ମଧୁମେହ ସ୍ତର ଖୁବ୍‌ ଅଧିକ ରହୁଥିବାରୁ ପୂର୍ବରୁ ମଧ୍ୟ ବହୁ ଥର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ସାରିଛି।  […]

david-dhawan

david-dhawan

Niharika Rout
  • Published: Thursday, 16 June 2022
  • Updated: 16 June 2022, 11:09 AM IST

Sports

Latest News

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ଡେଭିଡ ଧୱନ । ହଠାତ୍‌ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ବାପାଙ୍କ ଅସୁସ୍ଥତାର ଖବର ପାଇ ନିଜ ଅପକମିଙ୍ଗ ଫିଲ୍ମ ‘ଯୁଗ ଯୁଗ ଜିଓ’ ପ୍ରମୋସନ କରୁଥିବା ବରୁଣ ଧୱନ ଅଧାରୁ ମୁମ୍ବାଇ ଫେରି ଆସିଛନ୍ତି।

ରିପୋର୍ଟ ଅନୁଯାୟୀ, ଡେଭିଡଙ୍କର ମଧୁମେହ ସ୍ତର ଖୁବ୍‌ ଅଧିକ ରହୁଥିବାରୁ ପୂର୍ବରୁ ମଧ୍ୟ ବହୁ ଥର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ସାରିଛି।  ଏବେ ମଧ୍ୟ ସମାନ କାରଣରୁ ତାଙ୍କ ଅବସ୍ଥା ବିଗିଡ଼ିଥିବା କୁହାଯାଉଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି, ସେ ନେଇ କିଛି ସୂଚନା ମିଳି ପାରିନି। ତେବେ ଡେଭିଡଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିବା ମାତ୍ରେ  ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।

ଡେଭିଡ ଧୱନ ୯୦ ଦଶକରେ ବଲିଉଡରେ ଜଣେ ସଫଳ ନିର୍ଦ୍ଦେଶକ ଭାବେ ନିଜ ପରିଚୟ ସୃଷ୍ଟି କରି ପାରିଥିଲେ। ସେ ବ୍ୟାକ୍‌ ଟୁ ବ୍ୟାକ୍‌ ୧୫ରୁ ଅଧିକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ଗୋବିନ୍ଦାଙ୍କ ସହ ତାଙ୍କ ଯୋଡ଼ି ଖୁବ୍‌ ଜମିଥିଲା। ନିଜ ଫିଲ୍ମ ପାଇଁ ଡେଭିଡ ଧାୱନଙ୍କ ପ୍ରଥମ ଚଏସ୍‌ ଗୋବିନ୍ଦା ହିଁ ରହୁଥିଲେ। ଆଉ ଉଭୟଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ସୁପରହିଟ ସାବ୍ୟସ୍ତ ହେଉଥିଲା।

ଏହି ଯୋଡ଼ି ଦର୍ଶକଙ୍କୁ ‘ଶୋଲା ଅର ଶବନମ୍’, ‘ସାଜନ ଚଲେ ସସୁରାଳ’, ‘ହିରୋ ନଂ 1’, ‘କୁଲି ନଂ 1’, ‘ଦୁଲହେ ରାଜା’ , ବଡେ ମିୟାଁ, ଛୋଟେ ମିୟାଁ ଭଳି ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଥିଲେ। ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ‘ପାର୍ଟନର’, ଡେଭିଡ ଏବଂ ଗୋବିନ୍ଦାଙ୍କ ଶେଷ ଚଳଚ୍ଚିତ୍ର ଥିଲା। ଏହାପରଠୁ ଆଉ ଏହି ଯୋଡ଼ିଙ୍କ କମାଲ ଦେଖି ପାରି ନାହାନ୍ତି ଦର୍ଶକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story