ବିମୁଦ୍ରାକରଣ ସତ୍ତ୍ୱେ ବକ୍ସ ଅଫିସରେ ’ଡିୟର ଜିନ୍ଦେଗୀ’ର କଲେକ୍ସନ ଜମୁଛି

ମୁମ୍ବାଇ: ଆଲିଆ ଭଟ୍ଟ ଓ ଶାହାରୁଖଙ୍କ ‘ଡିଅର ଜିନ୍ଦେଗୀ’ ବକ୍ସ ଅଫିସରେ ଭଲ କଲେକ୍ସନ କରିଛି। ନୋଟ୍‌ବନ୍ଦର କୌଣସି ପ୍ରକାର ପ୍ରଭାବ ଫିଲ୍ମର ଆୟ ଉପରେ ପଡ଼ିବା ଦେଖାଯାଇ ନାହିଁ। ରିଲିଜର ଦୁଇ ଦିନ ମଧ୍ୟରେ ୨୦କୋଟି ଟଙ୍କା ଆୟ କରିଛି। ମଲ୍ଟିପ୍ଲେକ୍ସରେ ଫିଲ୍ମଟି ଭଲ କଲେକ୍ସନ କରୁଥିବା ବେଳେ ସିଙ୍ଗଲ ଥିଏଟରରେ ମାନ୍ଦା ପଡ଼ିଥିବା ଦେଖାଯାଉଛି। ଭାରତରେ ୧୨୦୦ ବଡ଼ ପରଦା ଓ ଭାରତ ବାହାରେ ୬୦୦ ପରଦାରେ ଏହି ଫିଲ୍ମକୁ ରିଲିଜ କରାଯାଇଛି। ‘ଡିଅର ଜିନ୍ଦେଗୀ’ରେ […]

dear-zindegi

Rakesh Mallick
  • Published: Sunday, 27 November 2016
  • , Updated: 27 November 2016, 05:38 PM IST

ମୁମ୍ବାଇ: ଆଲିଆ ଭଟ୍ଟ ଓ ଶାହାରୁଖଙ୍କ ‘ଡିଅର ଜିନ୍ଦେଗୀ’ ବକ୍ସ ଅଫିସରେ ଭଲ କଲେକ୍ସନ କରିଛି। ନୋଟ୍‌ବନ୍ଦର କୌଣସି ପ୍ରକାର ପ୍ରଭାବ ଫିଲ୍ମର ଆୟ ଉପରେ ପଡ଼ିବା ଦେଖାଯାଇ ନାହିଁ।

ରିଲିଜର ଦୁଇ ଦିନ ମଧ୍ୟରେ ୨୦କୋଟି ଟଙ୍କା ଆୟ କରିଛି। ମଲ୍ଟିପ୍ଲେକ୍ସରେ ଫିଲ୍ମଟି ଭଲ କଲେକ୍ସନ କରୁଥିବା ବେଳେ ସିଙ୍ଗଲ ଥିଏଟରରେ ମାନ୍ଦା ପଡ଼ିଥିବା ଦେଖାଯାଉଛି। ଭାରତରେ ୧୨୦୦ ବଡ଼ ପରଦା ଓ ଭାରତ ବାହାରେ ୬୦୦ ପରଦାରେ ଏହି ଫିଲ୍ମକୁ ରିଲିଜ କରାଯାଇଛି। ‘ଡିଅର ଜିନ୍ଦେଗୀ’ରେ ପ୍ରଥମଥର ପାଇଁ ଶାହାରୁଖ ଓ ଆଲିଆଙ୍କ ଯୋଡ଼ିକୁ ଦେଖିବାକୁ ମିଳିଛି।

Related story