ଫୋବସର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ ତାଲିକାର ୧୦ମ ସ୍ଥାନରେ ଦୀପିକା

ନ୍ୟୁୟର୍କ: ଫୋବସର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ ତାଲିକାର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ‘ବାଜିରାଓ ମସ୍ତାନୀ’ ଷ୍ଟାର ଦୀପିକା ପଦୁକୋଣ। ସେ ଏକମାତ୍ର ଭାରତୀୟ ଅଭିନେତ୍ରୀ ଭାବେ ଏହି ତାଲିକାର ୧୦ମ ସ୍ଥାନରେ ରହିଛନ୍ତି।  ମୋଟ ୧୦ମିଲିୟନ ୟୁଏସ୍‌ଡି ଆୟ କରି ଦୀପିକା ଏହି ସ୍ଥାନରେ ପହଞ୍ଚିଛନ୍ତି। ଫୋବସର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ ତାଲିକରେ ସ଼୍ଥାନ ପାଇଥିବା ଅଭିନେତ୍ରୀମାନେ ହେଲେ:- Jennifer Lawrence ($46 million) Melissa McCarthy ($33 million) Scarlett […]

deepika-padukon

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 07:08 PM IST

ନ୍ୟୁୟର୍କ: ଫୋବସର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ ତାଲିକାର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ‘ବାଜିରାଓ ମସ୍ତାନୀ’ ଷ୍ଟାର ଦୀପିକା ପଦୁକୋଣ। ସେ ଏକମାତ୍ର ଭାରତୀୟ ଅଭିନେତ୍ରୀ ଭାବେ ଏହି ତାଲିକାର ୧୦ମ ସ୍ଥାନରେ ରହିଛନ୍ତି।  ମୋଟ ୧୦ମିଲିୟନ ୟୁଏସ୍‌ଡି ଆୟ କରି ଦୀପିକା ଏହି ସ୍ଥାନରେ ପହଞ୍ଚିଛନ୍ତି।

ଫୋବସର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ ତାଲିକରେ ସ଼୍ଥାନ ପାଇଥିବା ଅଭିନେତ୍ରୀମାନେ ହେଲେ:-

  1. Jennifer Lawrence ($46 million)
  2. Melissa McCarthy ($33 million)
  3. Scarlett Johansson ($25 million)
  4. Jennifer Aniston ($21 million)
  5. Fan Bingbing ($17 million)
  6. Charlize Theron ($16.5 million)
  7. Amy Adams ($13.5 million)
  8. Julia Roberts ($12 million)
  9. Mila Kunis ($11 million)
  10. Deepika Padukone ($10 million)

Related story