ଆପଣ ଜାଣିଛନ୍ତି କି, ନଣନ୍ଦ- ଭାଉଜ ହେଲେ ଦୀପିକା-ଅମୃତା ରାଓ

ମୁମ୍ବାଇ:  ବଲିଉଡ଼ର ୨ ସୁନ୍ଦରୀ ଡିଭା ଦୀପିକା ପାଦୁକୋନ ଓ  ଅମୃତା ରାଓ ନିକଟରେ ସମ୍ପର୍କୀୟା ପାଲଟି ଯାଇଛନ୍ତି। ଦୁହେଁ ସମ୍ପର୍କରେ ନଣନ୍ଦ- ଭାଉଜ ହେବେ ବୋଲି ବହୁ କମ୍‌ ଲୋକେ ଜାଣିଛନ୍ତି। କିଛି ଦିନ ପୂର୍ବେ ଉଭୟ ନିଜ ସ୍ୱାମୀଙ୍କ ସହ ଉଠାଇଥିବା ଫଟୋ ଭାଇରାଲ ହେବା ପରେ ଏହି ଖବର ଜଣାପଡିଛି। କିଛି ଦିନ ପୂର୍ବେ ରଣବୀର ଓ ଦୀପିକା ଏକ ବାହାଘର ଆଟେଣ୍ଡ କରିବାକୁ ଯାଇଥିଲେ। ସେଠାରେ ଏକ ଫଟୋ ଭାଇରାଲ ହୋଇଛି।  […]

deepika...

deepika...

Niharika Rout
  • Published: Saturday, 27 April 2019
  • Updated: 27 April 2019, 11:50 AM IST

Sports

Latest News

ମୁମ୍ବାଇ:  ବଲିଉଡ଼ର ୨ ସୁନ୍ଦରୀ ଡିଭା ଦୀପିକା ପାଦୁକୋନ ଓ  ଅମୃତା ରାଓ ନିକଟରେ ସମ୍ପର୍କୀୟା ପାଲଟି ଯାଇଛନ୍ତି। ଦୁହେଁ ସମ୍ପର୍କରେ ନଣନ୍ଦ- ଭାଉଜ ହେବେ ବୋଲି ବହୁ କମ୍‌ ଲୋକେ ଜାଣିଛନ୍ତି। କିଛି ଦିନ ପୂର୍ବେ ଉଭୟ ନିଜ ସ୍ୱାମୀଙ୍କ ସହ ଉଠାଇଥିବା ଫଟୋ ଭାଇରାଲ ହେବା ପରେ ଏହି ଖବର ଜଣାପଡିଛି।

କିଛି ଦିନ ପୂର୍ବେ ରଣବୀର ଓ ଦୀପିକା ଏକ ବାହାଘର ଆଟେଣ୍ଡ କରିବାକୁ ଯାଇଥିଲେ। ସେଠାରେ ଏକ ଫଟୋ ଭାଇରାଲ ହୋଇଛି।  ଯେଉଁଥିରେ ରଣବୀର ଦୀପିକାଙ୍କ ସ୍ୟାଣ୍ଡେଲ ଧରି ବୁଲୁଥିବା ଦେଖାଯାଉଛି। ଏହି ଫଟୋ ଦୀପିକାଙ୍କ ଦାଦା ପୁଅ ବାହାଘର ବେଳେ ଉଠାଯାଇଛି।

https://www.instagram.com/p/BwtlBlsjdEM/?utm_source=ig_web_copy_link

ଦୀପିକାଙ୍କ ଦାଦା ପୁଅ ଅମୃତା ରାଓଙ୍କ ଦାଦା ଝିଅଙ୍କୁ ବାହା ହୋଇଛନ୍ତି। କୋଙ୍କଣୀ ରୀତିରେ ଏହି ବିବାହ ସମ୍ପନ୍ନ ହୋଇଛି। ଏହା ପରଠାରୁ ଅମୃତା  ହିସାବରେ ଦୀପିକାଙ୍କ ଭାଉଜ ହୋଇଗଲେ। ଏହି ଅବସରରେ ଦୀପିକା, ରଣବୀର, ଅମୃତା ଓ ତାଙ୍କ ସ୍ୱାମୀ ଆରଜେ ଅନମୋଲ ଏକ ଫଟୋରେ ନଜର ଆସିଛନ୍ତି। ଏହି ମ୍ୟାରେଜରେ ଦୀପିକା ଟ୍ରାଡ଼ିସନାଲ ଅବତାରରେ ଥିଲେ। ସେ ହ୍ୱାଇଟ ଫ୍ଲୋରାଲ ଶାଢିରେ ସୁନ୍ଦର ଲାଗୁଥିବା ବେଳେ ଅମୃତା ମଧ୍ୟ ଗୋଲାପି କାଞ୍ଜିବରମ୍‌ ଲେହେଙ୍ଗାରେ କିଛି କମ୍‌ ସୁନ୍ଦର ଲାଗୁ ନଥିଲେ।

https://www.instagram.com/p/Bwjkci6HyEX/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story