ଭୁଲ୍‌ ଥିଲା ଦୀପିକାଙ୍କ ନିଷ୍ପତ୍ତି: କାହାକୁ ନକହିଲେ ବି ବାଧିଥିବ!

ମୁମ୍ବାଇ: ବଲିଉଡ୍‌ର ଜଣେ ଦକ୍ଷ ଅଭିନେତ୍ରୀ ଭାବେ ଦୀପିକା ପାଦୁକୋନ୍‌ ନିଜକୁ ପ୍ରତିପାଦିତ କରିସାରିଛନ୍ତି। କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ ସେ ନିଜର ଜଲୱା ଦେଖାଇ ସାରିଛନ୍ତି। ତାଙ୍କ ଅଭିନୟ କ୍ୟାରିଅରରେ ରହିଛି ଅନେକ ସୁପରହିଟ୍‌ ଫିଲ୍ମ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଭଳି ଅନେକ ଫିଲ୍ମ ଅଛି ଯେଉଁଥିରେ ସେ ଅଭିନୟ କରିବାକୁ ମନା କରିଛନ୍ତି। ହେଲେ ଏହି ସବୁ ଫିଲ୍ମ ବକ୍ସ ଫିସରେ ହିଟ୍‌ ସାବ୍ୟସ୍ଥ ହୋଇଛି। ଆସନ୍ତୁ ନଜର ପକାଇବା ସେହି ଫିଲ୍ମଗୁଡିକର […]

diipika

diipika

Rakesh Mallick
  • Published: Monday, 18 December 2017
  • Updated: 18 December 2017, 10:37 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଜଣେ ଦକ୍ଷ ଅଭିନେତ୍ରୀ ଭାବେ ଦୀପିକା ପାଦୁକୋନ୍‌ ନିଜକୁ ପ୍ରତିପାଦିତ କରିସାରିଛନ୍ତି। କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ ସେ ନିଜର ଜଲୱା ଦେଖାଇ ସାରିଛନ୍ତି। ତାଙ୍କ ଅଭିନୟ କ୍ୟାରିଅରରେ ରହିଛି ଅନେକ ସୁପରହିଟ୍‌ ଫିଲ୍ମ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଭଳି ଅନେକ ଫିଲ୍ମ ଅଛି ଯେଉଁଥିରେ ସେ ଅଭିନୟ କରିବାକୁ ମନା କରିଛନ୍ତି। ହେଲେ ଏହି ସବୁ ଫିଲ୍ମ ବକ୍ସ ଫିସରେ ହିଟ୍‌ ସାବ୍ୟସ୍ଥ ହୋଇଛି। ଆସନ୍ତୁ ନଜର ପକାଇବା ସେହି ଫିଲ୍ମଗୁଡିକର ଲିଷ୍ଟ ଉପରେ।

jab-tak-hai-jaanଜବ ତକ୍‌ ହୈ ଜାନ୍‌: କ୍ୟାଟ୍ରିନା କୈଫ୍‌ଙ୍କ ପୂର୍ବରୁ ୟଶ୍‌ ଚୋପ୍ରା ଏହି ଫିଲ୍ମଟି ଦୀପିକାଙ୍କୁ ଅଫର କରିଥିଲେ। କିନ୍ତୁ ଦୀପିକା ମନା କରିଦେଇଥିଲେ। ଦର୍ଶକଙ୍କୁ କାଟ୍ରିନାଙ୍କ ଅଭିନୟ ଏତେ ଭଲ ଲାଗି ନଥିଲେ ବି ଫିଲ୍ମଟି ବକ୍ସ ଅଫିସ୍‌ରେ  ହିଟ୍‌ ହୋଇଥିଲା।

fast-and-furiousଫାଷ୍ଟ ଆଣ୍ଡ ଫିଉରିଅସ୍‌ 7: ପ୍ରାୟ ସବୁ ବଲିଉଡ୍ କଳାକାରଙ୍କ ଇଛା ଥାଏ ହଲିଉଡ୍‌ ଫିଲ୍ମରେ ଅଭିନୟ କରିବା। ଯେତେବେଳେ ଦୀପିକା ‘ଗଲିୟୋଁକି ରାସଲୀଲା’ର ସୁଟିଂ କରୁଥିଲେ ସେ ସମୟରେ ତାଙ୍କୁ ଏହି ହଲିଉଡ୍‌ ଫିଲ୍ମରେ ଅଭିନୟ କରିବାକୁ ଅଫର ମିଳିଥିଲା। କିନ୍ତୁ ସେ ସଞ୍ଜୟଙ୍କ ଫିଲ୍ମରେ ଅଭିନୟ କରିବାକୁ ଚୁକ୍ତିବଦ୍ଧ ଥିବା କାରଣରୁ ସେଥିରେ ଅଭିନୟ କରିବାକୁ ମନା କରିଦେଇଥିଲେ।

sultanସୁଲତାନ୍‌: ୟସ୍‌ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ‘ସୁଲତାନ୍‌’ରେ ସଲମାନଙ୍କ ବିପକ୍ଷରେ ଅଭିନୟ କରିବାକୁ  ଦୀପିକାଙ୍କୁ ଅଫର କରାଯାଇଥିଲା। ବହୁତ ବାଧ୍ୟ କରିବା ପରେ ମଧ୍ୟ ସେ ଶୁଣି ନଥିଲେ। ପରେ ଏଥିରେ ଅନୁଷ୍କା ଶର୍ମାଙ୍କୁ ନିଆଯାଇଥିଲା। ଫିଲ୍ମଟି ବକ୍ସ ଅଫିସ୍‌ ସୁପରହିଟ୍‌ ହୋଇଥିଲା।

Prem-Ratan-Dhan-Payo-Posterପ୍ରେମ ରତନ୍‌ ଧନ୍ ପାୟୋ: ଫିଲ୍ମ ନିର୍ମାତା ସୁରଜ ବଡଜାତ୍ୟା ନିଜ ଫିଲ୍ମରେ ସବୁକିଛି ପରଫେକ୍ଟ ଚାହାନ୍ତି। ଆଉ ସେଥିପାଇଁ ସେ ଏହି ଫିଲ୍ମରେ ସଲମାନ ଓ ଦୀପିକାଙ୍କୁ ନବାକୁ ଚାହୁଁଥିଲେ।  ସଲମାନ ଏଥିରେ ଅଭିନୟ କରିବାକୁ ରାଜି ହୋଇଥିଲେ ମଧ୍ୟ ଦୀପିକା ରାଜି ହୋଇ ନଥିଲେ।  ପରେ ଏଥିରେ ସୋନମ କପୁର ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ୨୦୦ କୋଟି ବ୍ୟବସାୟ କରିଥିଲା।

କିକ୍‌: ଅନେକ ବଲିଉଡ୍ ଅଭିନେତ୍ରୀ ସୁଲତାନ୍‌ଙ୍କ ସହ ଅଭିନୟ କରିବାକୁ ଚାହିଁ ବସିଥାନ୍ତି। କିନ୍ତୁ ଦୀପିକା ଟିକେ ଭିନ୍ନ। ସେ ‘କିକ୍‌’ରେ ସଲମାନଙ୍କ ବିପକ୍ଷରେ ଅଭିନୟ କରିବାକୁ ମନା କରିଥିଲେ। ପରେ ସେଥିରେ ଜ୍ୟାକ୍‌ଲିନ୍‌ଙ୍କୁ ନିଆଯାଇଥିଲା। ଫିଲ୍ମଟି ଭଲ ବ୍ୟବସାୟ କରିଥିଲା

Dhoom3 ଧୁମ୍‌-୩: ପୁଣି ଦୀପିକା ଏକ ସୁବର୍ଣ୍ଣ ସୁଯୋଗ ହରେଇ ବସିଥିଲେ। ଫିଲ୍ମ ‘ଧୁମ୍‌- ୩’ରେ ଆମୀର ଖାନ୍‌ଙ୍କ ବିପକ୍ଷରେ ଅଭିନୟ କରିବାକୁ ଅଫର ମିଳିଥିବା ବେଳେ ସେ ମନା କରିଥିଲେ।  ପରେ ସେଥିରେ କ୍ୟାଟ୍ରିନାଙ୍କୁ ନିଆଯାଇଥିଲା।  ଫିଲ୍ମଟି ସୁପର ଡୁପରହିଟ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story