ବାଇଓପିକ୍ ଦେଖି ଧୋନି ହୋଇଗଲେ ଚୁପ୍

ମୁମ୍ବାଇ: ରିଲିଜ ଅପେକ୍ଷାରେ ଥିବା ‘ଏମ୍ଏସ୍  ଧୋନି ଦ ଅନଟୋଲ୍ଡ  ଷ୍ଟୋରୀ’ ଫିଲ୍ମ ଦେଖି ନିଜେ ଧୋନି କିଛି ସମୟ ପାଇଁ ଚୁପ ହୋଇଯାଇଥିଲେ ବୋଲି ତାଙ୍କ ଭୂମିକାରେ ଅଭିନୟ କରୁଥିବା ସୁଶାନ୍ତ ସିଂ ରାଜପୁତ୍ କହିଛନ୍ତି। ଏହି ଫିଲ୍ମର ରିଲିଜକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି। ରିଲିଜ୍ ପୂର୍ବରୁ ଧୋନିଙ୍କ ସହ ଏହି ମୁଭି ଦେଖିବାର ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ଅଛନ୍ତି। ଫିଲ୍ମଟି ଦେଖିବାର ୨୦ ମିନିଟ୍ ପର୍ଯ୍ୟନ୍ତ ଅଧିନାୟକ ଧୋନି […]

dhoni

dhoni

Rakesh Mallick
  • Published: Friday, 16 September 2016
  • Updated: 16 September 2016, 10:06 PM IST

Sports

Latest News

ମୁମ୍ବାଇ: ରିଲିଜ ଅପେକ୍ଷାରେ ଥିବା ‘ଏମ୍ଏସ୍  ଧୋନି ଦ ଅନଟୋଲ୍ଡ  ଷ୍ଟୋରୀ’ ଫିଲ୍ମ ଦେଖି ନିଜେ ଧୋନି କିଛି ସମୟ ପାଇଁ ଚୁପ ହୋଇଯାଇଥିଲେ ବୋଲି ତାଙ୍କ ଭୂମିକାରେ ଅଭିନୟ କରୁଥିବା ସୁଶାନ୍ତ ସିଂ ରାଜପୁତ୍ କହିଛନ୍ତି।

ଏହି ଫିଲ୍ମର ରିଲିଜକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି। ରିଲିଜ୍ ପୂର୍ବରୁ ଧୋନିଙ୍କ ସହ ଏହି ମୁଭି ଦେଖିବାର ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ଅଛନ୍ତି। ଫିଲ୍ମଟି ଦେଖିବାର ୨୦ ମିନିଟ୍ ପର୍ଯ୍ୟନ୍ତ ଅଧିନାୟକ ଧୋନି କିଛି କହି ନ ପାରି କେବଳ ହସୁଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story