ଶାହାରୁଖ ଓ ଫାରାଙ୍କ ପରି ଭିନ୍ ଡିଜେଲ ମଧ୍ୟ ପରିବାର ସଦସ୍ୟ: ଦୀପିକା

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ହଲିଉଡ ଏକ୍ସଏକ୍ସଏକ୍ସ: ‘ରିର୍ଟନ ଅଫ୍ ଜେଣ୍ଡର କେଜ’ରେ କାମ କରିବା ପରେ ଫିଲ୍ମରେ ଥିବା ତାଙ୍କ ସାଥୀ କଳାକାର ଭିନ୍‌ ଡିଜଲଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ପ୍ରଂଶସାରେ ସେ ଭିନ୍‌ଙ୍କୁ ନିଜର ପରିବାର ସଦସ୍ୟ ରୂପେ କହିଛନ୍ତି। ଭୋଗ ଇଣ୍ଡିଆ ପତ୍ରିକାକୁ ଏକ ସାକ୍ଷାତକାରରେ ଦୀପିକା, ଡିଜେଲ ଓ ତାଙ୍କ ଭଉଣୀଙ୍କ ସହ ଗଢ଼ି ଉଠିଥିବା ବନ୍ଧୁତାକୁ ଶାହାରୁଖ ଓ ଫାରା ଖାନ୍‌ଙ୍କ ସହ ଥିବା ବନ୍ଧୁତା ସହ ତୁଳନା କରିଛନ୍ତି। […]

deepika-padukone

Rakesh Mallick
  • Published: Thursday, 03 November 2016
  • , Updated: 03 November 2016, 11:13 PM IST

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ହଲିଉଡ ଏକ୍ସଏକ୍ସଏକ୍ସ: ‘ରିର୍ଟନ ଅଫ୍ ଜେଣ୍ଡର କେଜ’ରେ କାମ କରିବା ପରେ ଫିଲ୍ମରେ ଥିବା ତାଙ୍କ ସାଥୀ କଳାକାର ଭିନ୍‌ ଡିଜଲଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ପ୍ରଂଶସାରେ ସେ ଭିନ୍‌ଙ୍କୁ ନିଜର ପରିବାର ସଦସ୍ୟ ରୂପେ କହିଛନ୍ତି।

ଭୋଗ ଇଣ୍ଡିଆ ପତ୍ରିକାକୁ ଏକ ସାକ୍ଷାତକାରରେ ଦୀପିକା, ଡିଜେଲ ଓ ତାଙ୍କ ଭଉଣୀଙ୍କ ସହ ଗଢ଼ି ଉଠିଥିବା ବନ୍ଧୁତାକୁ ଶାହାରୁଖ ଓ ଫାରା ଖାନ୍‌ଙ୍କ ସହ ଥିବା ବନ୍ଧୁତା ସହ ତୁଳନା କରିଛନ୍ତି।

ଫରାହ୍ ଖାନଙ୍କ ନିର୍ଦ୍ଦେଶିତ ‘ଓମ୍ ଶାନ୍ତି ଓମ୍’ରେ ଦୀପିକା ବଲିଉଡରେ ନିଜର ପାଦ ରଖିଥିଲେ। ଏଥିରେ କିଙ୍ଗ ଖାନ୍ ସହ ତାଙ୍କର ମୁଖ୍ୟ ଭୂମିକା ରହିଥିଲା।

Related story