‘ଡିଭାଇନ୍ ଲଭ୍‌ର୍ସ’ରେ ଦେଖିବାକୁ ମିଳିବ ଜରୀନ୍ ଖାଁଙ୍କୁ

ମୁମ୍ୱାଇ: ନିର୍ଦ୍ଦେଶକ ସାଇ କବୀରଙ୍କ ଆଗାମୀ ଫିଲ୍ମ ‘ଡିଭାଇନ୍ ଲଭ୍‌ର୍ସ’ରେ ଅଭିନେତ୍ରୀ ଜରୀନ୍ ଖାଁଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଜରୀନଙ୍କ ସହ ଇରଫାନ୍‌ ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ନିର୍ଦ୍ଦେଶକ ସାଇ କବୀର କହିଛନ୍ତି,“ ଏହି ଫିଲ୍ମ ପାଇଁ ଆମେ ଏକ ପଠାଣ ଝିଅ ଖୋଜୁଥିଲୁ। ଆଉ ଜରୀନ୍ ଏଥିପାଇଁ ଏକଦମ୍ ଫିଟ୍ ରହିବେ।” ପୂର୍ବରୁ କଙ୍ଗନା ଏହି ଫିଲ୍ମରେ କାମ କରିବାର ଥିଲା ହେଲେ ଶୁଟିଂ ସମୟ ପରିବର୍ତ୍ତନ ହୋଇଥିବାରୁ ସେ ଏଥିରୁ ବାହାରିଯାଇଛନ୍ତି। ବିଶାଳ […]

zarine-khan

zarine-khan

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 09:30 AM IST

Sports

Latest News

ମୁମ୍ୱାଇ: ନିର୍ଦ୍ଦେଶକ ସାଇ କବୀରଙ୍କ ଆଗାମୀ ଫିଲ୍ମ ‘ଡିଭାଇନ୍ ଲଭ୍‌ର୍ସ’ରେ ଅଭିନେତ୍ରୀ ଜରୀନ୍ ଖାଁଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଜରୀନଙ୍କ ସହ ଇରଫାନ୍‌ ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ନିର୍ଦ୍ଦେଶକ ସାଇ କବୀର କହିଛନ୍ତି,“ ଏହି ଫିଲ୍ମ ପାଇଁ ଆମେ ଏକ ପଠାଣ ଝିଅ ଖୋଜୁଥିଲୁ। ଆଉ ଜରୀନ୍ ଏଥିପାଇଁ ଏକଦମ୍ ଫିଟ୍ ରହିବେ।”

ପୂର୍ବରୁ କଙ୍ଗନା ଏହି ଫିଲ୍ମରେ କାମ କରିବାର ଥିଲା ହେଲେ ଶୁଟିଂ ସମୟ ପରିବର୍ତ୍ତନ ହୋଇଥିବାରୁ ସେ ଏଥିରୁ ବାହାରିଯାଇଛନ୍ତି।

ବିଶାଳ ପାଣ୍ଡିଆଙ୍କ ନିର୍ଦ୍ଦେଶିତ ‘ହେଟ୍‌ ଷ୍ଟୋରୀ ଥ୍ରୀ’ରେ ଜରୀନଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏହି ଫିଲ୍ମ ଶୁଟିଂ ପୂର୍ବରୁ ଜରୀନ୍ ଦୁଇ ମାସ ପ୍ରଶିକ୍ଷଣ ନେବେ। ସେପ୍ଟମ୍ୱରରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story