‘ପଦ୍ମାବତୀ’କୁ UA ସାର୍ଟିଫିକେଟ୍‌: ଜାଣନ୍ତି ଏହାର ଅର୍ଥ କ’ଣ ? U,S,A ସାର୍ଟିଫିକେଟ୍ ବିଷୟରେ ଜାଣନ୍ତି କି?

ବହୁ ବାଦବିବାଦ ପରେ ଶେଷରେ ‘ପଦ୍ମାବତୀ’ ଫିଲ୍ମ ରିଲିଜ୍ ନେଇ ଗ୍ରୀନ ସିଗ୍‌ନାଲ୍‌ ଦେଇଛି ସେନ୍‌ସର ବୋର୍ଡ। ସିବିଏଫ୍‌ସି (ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌) ବୈଠକରେ ସମୀକ୍ଷା କମିଟି ଓ ଉପଦଷ୍ଟା ସଦସ୍ୟଙ୍କ ସମସ୍ତ ଆପତ୍ତିକୁ ବିଚାର କରି ଫିଲ୍ମକୁ UA ସାର୍ଟିଫିକେଟ୍ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅବଶ୍ୟ ଏଥିପାଇଁ ଫିଲ୍ମଟିରେ କିଛି ପରିବର୍ତ୍ତନ କରିବାକୁ କୁହାଯାଇଛି। ଫିଲ୍ମଟିର ନାଁ ‘ପଦ୍ମାବତୀ’ ବଦଳରେ ‘ପଦ୍ମାବତ’ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଘୂମର ନୃତ୍ୟକୁ ନେଇ ବି […]

Padmavati

Padmavati

Rakesh Mallick
  • Published: Sunday, 31 December 2017
  • Updated: 31 December 2017, 08:39 AM IST

Sports

Latest News

ବହୁ ବାଦବିବାଦ ପରେ ଶେଷରେ ‘ପଦ୍ମାବତୀ’ ଫିଲ୍ମ ରିଲିଜ୍ ନେଇ ଗ୍ରୀନ ସିଗ୍‌ନାଲ୍‌ ଦେଇଛି ସେନ୍‌ସର ବୋର୍ଡ। ସିବିଏଫ୍‌ସି (ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌) ବୈଠକରେ ସମୀକ୍ଷା କମିଟି ଓ ଉପଦଷ୍ଟା ସଦସ୍ୟଙ୍କ ସମସ୍ତ ଆପତ୍ତିକୁ ବିଚାର କରି ଫିଲ୍ମକୁ UA ସାର୍ଟିଫିକେଟ୍ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅବଶ୍ୟ ଏଥିପାଇଁ ଫିଲ୍ମଟିରେ କିଛି ପରିବର୍ତ୍ତନ କରିବାକୁ କୁହାଯାଇଛି। ଫିଲ୍ମଟିର ନାଁ ‘ପଦ୍ମାବତୀ’ ବଦଳରେ ‘ପଦ୍ମାବତ’ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଘୂମର ନୃତ୍ୟକୁ ନେଇ ବି ଆପତ୍ତି ଉଠିଛି। ତେବେ ଏସବୁ ନେଇ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲିଙ୍କ ପକ୍ଷରୁ କିଛି ମତାମତ ଆସିନାହିଁ।  ତେବେ ଆପଣ ଜାଣିଛନ୍ତି କି ଫିଲ୍ମକୁ ଦିଆଯାଉଥିବା ଏହି UA ସାର୍ଟିଫିକେଟ୍‌ର ଅର୍ଥ କ’ଣ ଓ ଏହା କାହିଁକି ଦିଆଯାଇଥାଏ ? ଏହାଛଡ଼ା ସେନ୍‌ସର ବୋର୍ଡ ପକ୍ଷରୁ ଫିଲ୍ମଗୁଡ଼ିକୁ ଆଉ କେଉଁ ସବୁ ସାର୍ଟିଫିକେଟ୍ ଦିଆଯାଇଥାଏ? ଆସନ୍ତୁ ଏ ବିଷୟରେ ଜାଣିବା।

UA ସାର୍ଟିଫିକେଟ୍‌ କ:  UA ସାର୍ଟିଫିକେଟ୍‌ ମିଳିଥିବା ଫିଲ୍ମଗୁଡ଼ିକୁ ଛୋଟ ପିଲାମାନେ ମଧ୍ୟ ଦେଖିପାରିବେ। ଏଥିରେ ଥିବା ନିୟମ ଅନୁସାରେ ୧୨ ବର୍ଷରୁ କମ୍‌ ବୟସର ପିଲାମାନେ ବାପା ମା’ଙ୍କ ସହିତ ଫିଲ୍ମ ଦେଖିବା ପାଇଁ ଅନୁମତି ରହିଛି।

U ସାର୍ଟିଫିକେଟ୍‌: ସିବିଏଫ୍‌ସି ପକ୍ଷରୁ ଅନେକ ଫିଲ୍ମକୁ U ସାର୍ଟିଫିକେଟ୍‌ ଦିଆ ଯାଇଥାଏ। ଏହାର ଅର୍ଥ ଫିଲ୍ମ ଦେଖିବା ପାଇଁ ବୟସର କୌଣସି ପ୍ରତିବନ୍ଧକ ନଥାଏ।  U ସାର୍ଟିଫିକେଟ୍‌ ମିଳିଥିବା ଫିଲ୍ମକୁ ସବୁ ବୟସରେ ବ୍ୟକ୍ତି ଦେଖି ପାରିବେ।

S ସାର୍ଟିଫିକେଟ୍‌: ଏହି ସାର୍ଟିଫିକେଟ୍‌ ପାଇଥିବା ଫିଲ୍ମଗୁଡ଼ିକ କେବଳ ବିଶେଷ ଧରଣର ଦର୍ଶକମାନଙ୍କ ପାଇଁ ଉଦ୍ଦିଷ୍ଟ। କେବଳ ଡାକ୍ତର, ଇଞ୍ଜିନିୟର ଓ ବୈଜ୍ଞାନିକଙ୍କ ପାଇଁ ଏହି ଫିଲ୍ମ ଉଦ୍ଦିଷ୍ଟ ହୋଇଥାଏ।

A ସାର୍ଟିଫିକେଟ୍: ଏହି ସାର୍ଟିଫିକେଟ୍‌ ମିଳିଥିବା ଫିଲ୍ମକୁ ୧୮ ବର୍ଷରୁ କମ୍‌ ବୟସର ପିଲା ଦେଖିପାରିବେ ନାହିଁ। A ସାର୍ଟିଫିକେଟ୍ ପ୍ରାପ୍ତ ଫିଲ୍ମ ଦେଖିବାକୁ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ସିନେମା ହଲ୍‌ରେ ପ୍ରବେଶ କରିବାକୁ  ଅନୁମତି ଦିଆଯାଏ ନାହିଁ। ଏହି ସାର୍ଟିଫିକେଟ୍‌ରେ ଫିଲ୍ମର ରିଲ୍‌, ଏହାର ସମୟ ସୀମା, ଫିଲ୍ମ ରିଲିଜ୍ ବର୍ଷ, ପ୍ରଡକ୍ସନ ଅଫିସ, A ସାର୍ଟିଫିକେଟ୍ ଦେଇଥିବା ସେନ୍‌ସର୍‌ ବୋର୍ଡର ସଦସ୍ୟଙ୍କ ବିଷୟରେ ମଧ୍ୟ ଲେଖା ଯାଇଥାଏ। ଏଥିସହିତ ସାର୍ଟିଫିକେଟ୍‌ରେ ଫିଲ୍ମର ସମ୍ପୂର୍ଣ୍ଣ ବିବରଣୀ ଲେଖାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story