‘ଦ କପିଲ ଶର୍ମା ଶୋ’କୁ ଫେରିବେ ସୁନୀଲ, ନେବେ ଅଧିକ ପାଉଣା!

ନୂଆଦିଲ୍ଲୀ: କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ଘଟଣା ତ ସମସ୍ତେ ଜାଣିଛନ୍ତି। ‘ଦ କପିଲ ଶର୍ମା ଶୋ’କୁ ଆଉ ଆସୁ ନାହାନ୍ତି ସୁନୀଲ। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ପୁଣି କପିଲଙ୍କ ଶୋ’କୁ ଫେରିବେ। ଏ ଦିଗରେ ସଂପୃକ୍ତ ଚ୍ୟାନେଲ୍ ପକ୍ଷରୁ ଉଦ୍ୟମ କରାଯାଇଥିବା ଶୁଣିବାକୁ ମିଳୁଛି। କାରଣ କପିଲଙ୍କ ଶୋ’ ମାନ୍ଦା ପଡ଼ିବା ଯୋଗୁଁ ଚ୍ୟାନେଲ୍‌ରେ ଟିଆର୍‌ପି ପ୍ରଭାବିତ ହୋଇଛି। ସୁନୀଲ ବି ଚ୍ୟାନେଲ୍ କର୍ତ୍ତୃପକ୍ଷଙ୍କ ନିରାଶ କରି ନାହାନ୍ତି। […]

sunil

sunil

Rakesh Mallick
  • Published: Wednesday, 05 April 2017
  • Updated: 05 April 2017, 08:44 AM IST

Sports

Latest News

ନୂଆଦିଲ୍ଲୀ: କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ଘଟଣା ତ ସମସ୍ତେ ଜାଣିଛନ୍ତି। ‘ଦ କପିଲ ଶର୍ମା ଶୋ’କୁ ଆଉ ଆସୁ ନାହାନ୍ତି ସୁନୀଲ। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ପୁଣି କପିଲଙ୍କ ଶୋ’କୁ ଫେରିବେ। ଏ ଦିଗରେ ସଂପୃକ୍ତ ଚ୍ୟାନେଲ୍ ପକ୍ଷରୁ ଉଦ୍ୟମ କରାଯାଇଥିବା ଶୁଣିବାକୁ ମିଳୁଛି। କାରଣ କପିଲଙ୍କ ଶୋ’ ମାନ୍ଦା ପଡ଼ିବା ଯୋଗୁଁ ଚ୍ୟାନେଲ୍‌ରେ ଟିଆର୍‌ପି ପ୍ରଭାବିତ ହୋଇଛି। ସୁନୀଲ ବି ଚ୍ୟାନେଲ୍ କର୍ତ୍ତୃପକ୍ଷଙ୍କ ନିରାଶ କରି ନାହାନ୍ତି। କିନ୍ତୁ ମଉକା ଦେଖି ସେ ବି ଛକା ପିଟିଛନ୍ତି। ପାଉଣା ବଢ଼ାଇଲେ ଆସିବେ ବୋଲି କହିଛନ୍ତି। ଶୁଣିବାକୁ ମିଳୁଛି ଆଉ ୫ଟି ଏପିସୋଡ୍‌ର ସୁଟିଂ ପରେ ସୁନୀଲ ‘ଦ କପିଲ ଶର୍ମା ଶୋ’କୁ ଫେରିବେ।

ସୁନୀଲ ସୋସିଆଲ୍ ମିଡିଆରେ କପିଲଙ୍କୁ ସମାଲୋଚନା କରିଥିଲେ, କିନ୍ତୁ କେବେ ଚ୍ୟାନେଲ୍ ସଂପର୍କରେ କିଛି କହି ନ ଥିଲେ। ପୁଣି ଏହି ଚ୍ୟାନେଲ୍‌ରେ ପ୍ରସାରିତ ଇଣ୍ଡିଆନ୍ ଆଇଡଲ୍‌ର ଗ୍ରାଣ୍ଡ ଫିନାଲେ ଉତ୍ସବରେ ମଧ୍ୟ ସେ ପରଫର୍ମ କରିଥିଲେ। ତେଣୁ କୁହାଯାଉଛି ସୁନୀଲ ଫେରିବେ ଓ କପିଲଙ୍କ କମେଡି ଶୋ’ର ପୂର୍ବ ରଙ୍ଗ ମଧ୍ୟ ଫେରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story