ଧୁମ୍ ମଚାଇଲା ବାହୁବଳୀ-୨ର ଟ୍ରେଲର, ୨୪ ଘଣ୍ଟାରେ ଦେଖିଲେ ଦୁଇ କୋଟି ଦର୍ଶକ

ମୁମ୍ବାଇ:  ବାହୁବଳୀ-୨ର ଅଫିସିଆଲ ଟ୍ରେଲର ସିଲଭର ସ୍କ୍ରିନରେ  ଧୁମ୍‌ ମଚାଇଛି। ରିଲିଜ୍‌ର ୨୪ ଘଣ୍ଟା ଭିତରେ ୨କୋଟି ୩୦ଲକ୍ଷ ଦର୍ଶକ ଏହାକୁ ଦେଖିଛନ୍ତି। ବହୁ ପ୍ରତିକ୍ଷିତ ଏହି ସିନେମାର ଟ୍ରେଲରଟି  ତିନୋଟି ଭାଷା ତଥା ତେଲଗୁ, ହିନ୍ଦୀ ଏବଂ ତାମିଲରେ ରିଲିଜ୍ ହୋଇଥିଲା। ୨.୨୦ମିନିଟର ଏହି ଭିଡ଼ିଓ ଦର୍ଶକଙ୍କ ମଧ୍ୟରେ ଖୁବ୍‌ ରୋମାଞ୍ଚକର ସୃଷ୍ଟିକରିଛି। ଏହି ଟ୍ରେଲର ପ୍ରଥମେ ହାଇଦ୍ରାବାଦରେ ପରେ ଏହାକୁ ମୁମ୍ବାଇରେ ରିଲିଜ୍‌ କରାଯାଇଥିଲା । ଏହି ଫିଲ୍ମଟି ଆସନ୍ତା ୨୮ ତାରିଖରେ ପରଦାକୁ […]

bahubali2,,

bahubali2,,

Rakesh Mallick
  • Published: Friday, 17 March 2017
  • Updated: 17 March 2017, 11:41 AM IST

Sports

Latest News

ମୁମ୍ବାଇ:  ବାହୁବଳୀ-୨ର ଅଫିସିଆଲ ଟ୍ରେଲର ସିଲଭର ସ୍କ୍ରିନରେ  ଧୁମ୍‌ ମଚାଇଛି। ରିଲିଜ୍‌ର ୨୪ ଘଣ୍ଟା ଭିତରେ ୨କୋଟି ୩୦ଲକ୍ଷ ଦର୍ଶକ ଏହାକୁ ଦେଖିଛନ୍ତି। ବହୁ ପ୍ରତିକ୍ଷିତ ଏହି ସିନେମାର ଟ୍ରେଲରଟି  ତିନୋଟି ଭାଷା ତଥା ତେଲଗୁ, ହିନ୍ଦୀ ଏବଂ ତାମିଲରେ ରିଲିଜ୍ ହୋଇଥିଲା। ୨.୨୦ମିନିଟର ଏହି ଭିଡ଼ିଓ ଦର୍ଶକଙ୍କ ମଧ୍ୟରେ ଖୁବ୍‌ ରୋମାଞ୍ଚକର ସୃଷ୍ଟିକରିଛି। ଏହି ଟ୍ରେଲର ପ୍ରଥମେ ହାଇଦ୍ରାବାଦରେ ପରେ ଏହାକୁ ମୁମ୍ବାଇରେ ରିଲିଜ୍‌ କରାଯାଇଥିଲା ।

ଏହି ଫିଲ୍ମଟି ଆସନ୍ତା ୨୮ ତାରିଖରେ ପରଦାକୁ ଆସିବ। ଫିଲ୍ମରେ ପ୍ରଭାସ,ରାଣାଡୁ ଗୁବତି, ଅନୁସ୍କା ସେଟୀ, ତମନ୍ନା ଏବଂ ସତ୍ୟରାଜ ମୁଖ୍ୟ ଭୂମିକାରେ ଅଛନ୍ତି। ଏସଏସ ରାଜା ମୌଲି ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story