ଆମୀରଙ୍କ ପ୍ରେମରେ ଆମେରିକା, ଲକଡାଉନରେ ଦେଖୁଛନ୍ତି ଏହି ଫିଲ୍ମ

ମୁମ୍ବାଇ: ଏବେ ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଚାଲିଛି। କରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ଏଠାରେ ଏଯାବତ୍ ୧୧ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୫,୦୦୦ ପ୍ରାଣ ହରାଇ ସାରିଛନ୍ତି। ସେଠାରେ ବି ସରକାର ଲକ୍‌ଡାଉନ୍ ଘୋଷଣା କରିଛନ୍ତି। କରୋନାରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ରହୁଥିବା ବେଳେ ବିଭିନ୍ନ ଉପାୟରେ ସମୟ ଅତିବାହିତ କରୁଛନ୍ତି। ଅନେକ ଲୋକ ଫିଲ୍ମ ଦେଖି ସମୟ ବିତାଉଛନ୍ତି। ତେବେ ଲକ୍‌ଡାଉନ୍‌ […]

aamir khan

aamir khan

Subhransu Sekhar
  • Published: Saturday, 02 May 2020
  • Updated: 02 May 2020, 11:56 AM IST

Sports

Latest News

ମୁମ୍ବାଇ: ଏବେ ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଚାଲିଛି। କରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ଏଠାରେ ଏଯାବତ୍ ୧୧ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୫,୦୦୦ ପ୍ରାଣ ହରାଇ ସାରିଛନ୍ତି। ସେଠାରେ ବି ସରକାର ଲକ୍‌ଡାଉନ୍ ଘୋଷଣା କରିଛନ୍ତି। କରୋନାରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ରହୁଥିବା ବେଳେ ବିଭିନ୍ନ ଉପାୟରେ ସମୟ ଅତିବାହିତ କରୁଛନ୍ତି। ଅନେକ ଲୋକ ଫିଲ୍ମ ଦେଖି ସମୟ ବିତାଉଛନ୍ତି। ତେବେ ଲକ୍‌ଡାଉନ୍‌ ପିରିୟଡ୍‌ରେ ସେଠାକାର ଲୋକେ କୌଣସି ହଲିଉଡ୍‌ ଫିଲ୍ମ ଅପେକ୍ଷା ବଲିଉଡ୍‌ର ଗୋଟିଏ ଫିଲ୍ମକୁ ସବୁଠୁ ଅଧିକ ଥର ଦେଖିସାରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆମୀର ଖାନ୍‌ଙ୍କ ସୁପରହିଟ୍ ଫିଲ୍ମ ‘ଥ୍ରୀ ଇଡିୟଟ୍‌ସ’କୁ ଆମେରିକାର ଲୋକେ ସବୁଠୁ ଅଧିକ ଥର ଦେଖିଛନ୍ତି। ଆଉ ଏହି ଖବର ପାଇବା ପରେ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ କୁଆଡ଼େ ବେଶ୍ ଖୁସି ହୋଇଛନ୍ତି ବୋଲି ସୂଚନା ମିଳିଛି। ଦଶ ବର୍ଷ ତଳେ ପରଦାକୁ ଆସିଥିବା ଏହି ଫିଲ୍ମକୁ ଏବେବି ଲୋକେ ଦେଖିବାକୁ ପସନ୍ଦ କରୁଥିବା ଜାଣି ସେ ଖୁସି ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଫିଲ୍ମଟି ୨୦୦୯ରେ ରିଲିଜ୍ ହୋଇଥିଲା। ଏଥିରେ ଆମୀରଙ୍କ ସହିତ କରୀନା କପୁର, ଆର୍. ମାଧବନ, ଶରମନ ଯୋଶୀ ଓ ବୋମନ ଈରାନୀ ପ୍ରମୁଖ ଅଭିନୟ କରିଥିଲେ। ବକ୍ସ ଅଫିସ୍‌ରେ ଏହି ଫିଲ୍ମଟି ସେତେବେଳେ ଅନେକ ରେକର୍ଡ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story