କେମିତି ୩୧ଟି କଞ୍ଚା ଲଙ୍କ। ଖାଇଲେ ସୁନ୍ଦରୀ ଏଲିନା?

ଭୁବନେଶ୍ୱର: ପ୍ରେମ ପାଇଁ କୁଛ୍ ଭି କରେଗା। ପ୍ରେମରେ ବାରମ୍ୱାର ଏହା ପ୍ରମାଣିତ ହୋଇଛି। ରବିବାର ରିଲିଜ୍ ହେବାକୁ ଥିବା ଆକ୍ସନ୍ ମୁଭି ଅଭୟରେ ବି ଏହା ଆଉଥରେ ପ୍ରମାଣିତ ହୋଇଛି। ଗୋଟିଏ ସିକୁଏନ୍ସରେ ହିରୋଇନ୍ ଏଲିନାଙ୍କୁ ଖାଇବାକୁ ପଡ଼ିଛି କଞ୍ଚାଲଙ୍କ।।

[vc_video link="" align="center"]

କିନ୍ତୁ କାହିଁକି? କାରଣ ପ୍ରେମରେ ତାଙ୍କୁ ଜିତିବାକୁ ପଡିବ ବୋଲି। ତାଙ୍କୁ କାଳେ ଚ୍ୟାଲେଞ୍ଜ୍ ଦେଇଥିଲେ ସୁପର ହିରୋ ଅନୁଭବ। ଆଉ ସେଇ ଚ୍ୟାଲେଞ୍ଜକୁ ସାହସର ସହ ନେଇଛନ୍ତି ଏଲିନା। କିନ୍ତୁ କେମିତି? ସତରେ ସେ କଣ ଲଙ୍କ। ଖାଇଛନ୍ତି? ଯଦି ଖାଇଛନ୍ତି କେତେଟା ଲଙ୍କ।? ଶୁଣନ୍ତୁ ତାଙ୍କରି ମୁହଁରୁ। ଦେଖନ୍ତୁ ଏଇ ଭିଡିଓ।

Ordigital Desk
• Published: Saturday, 10 June 2017
• Updated: 10 June 2017, 10:39 PM IST

Sports

Latest News

ଭୁବନେଶ୍ୱର: ପ୍ରେମ ପାଇଁ କୁଛ୍ ଭି କରେଗା। ପ୍ରେମରେ ବାରମ୍ୱାର ଏହା ପ୍ରମାଣିତ ହୋଇଛି। ରବିବାର ରିଲିଜ୍ ହେବାକୁ ଥିବା ଆକ୍ସନ୍ ମୁଭି ଅଭୟରେ ବି ଏହା ଆଉଥରେ ପ୍ରମାଣିତ ହୋଇଛି। ଗୋଟିଏ ସିକୁଏନ୍ସରେ ହିରୋଇନ୍ ଏଲିନାଙ୍କୁ ଖାଇବାକୁ ପଡ଼ିଛି କଞ୍ଚାଲଙ୍କ।।

[vc_video link="" align="center"]

କିନ୍ତୁ କାହିଁକି? କାରଣ ପ୍ରେମରେ ତାଙ୍କୁ ଜିତିବାକୁ ପଡିବ ବୋଲି। ତାଙ୍କୁ କାଳେ ଚ୍ୟାଲେଞ୍ଜ୍ ଦେଇଥିଲେ ସୁପର ହିରୋ ଅନୁଭବ। ଆଉ ସେଇ ଚ୍ୟାଲେଞ୍ଜକୁ ସାହସର ସହ ନେଇଛନ୍ତି ଏଲିନା। କିନ୍ତୁ କେମିତି? ସତରେ ସେ କଣ ଲଙ୍କ। ଖାଇଛନ୍ତି? ଯଦି ଖାଇଛନ୍ତି କେତେଟା ଲଙ୍କ।? ଶୁଣନ୍ତୁ ତାଙ୍କରି ମୁହଁରୁ। ଦେଖନ୍ତୁ ଏଇ ଭିଡିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos