କେମିତି ୩୧ଟି କଞ୍ଚା ଲଙ୍କ। ଖାଇଲେ ସୁନ୍ଦରୀ ଏଲିନା?

ଭୁବନେଶ୍ୱର: ପ୍ରେମ ପାଇଁ କୁଛ୍ ଭି କରେଗା। ପ୍ରେମରେ ବାରମ୍ୱାର ଏହା ପ୍ରମାଣିତ ହୋଇଛି। ରବିବାର ରିଲିଜ୍ ହେବାକୁ ଥିବା ଆକ୍ସନ୍ ମୁଭି ଅଭୟରେ ବି ଏହା ଆଉଥରେ ପ୍ରମାଣିତ ହୋଇଛି। ଗୋଟିଏ ସିକୁଏନ୍ସରେ ହିରୋଇନ୍ ଏଲିନାଙ୍କୁ ଖାଇବାକୁ ପଡ଼ିଛି କଞ୍ଚାଲଙ୍କ।।

କିନ୍ତୁ କାହିଁକି? କାରଣ ପ୍ରେମରେ ତାଙ୍କୁ ଜିତିବାକୁ ପଡିବ ବୋଲି। ତାଙ୍କୁ କାଳେ ଚ୍ୟାଲେଞ୍ଜ୍ ଦେଇଥିଲେ ସୁପର ହିରୋ ଅନୁଭବ। ଆଉ ସେଇ ଚ୍ୟାଲେଞ୍ଜକୁ ସାହସର ସହ ନେଇଛନ୍ତି ଏଲିନା। କିନ୍ତୁ କେମିତି? ସତରେ ସେ କଣ ଲଙ୍କ। ଖାଇଛନ୍ତି? ଯଦି ଖାଇଛନ୍ତି କେତେଟା ଲଙ୍କ।? ଶୁଣନ୍ତୁ ତାଙ୍କରି ମୁହଁରୁ। ଦେଖନ୍ତୁ ଏଇ ଭିଡିଓ।

ଆହୁରି ପଢ଼ନ୍ତୁ

କାହା ସହିତ ଶୋଇବା ଶର୍ଟକଟ ନୁହେଁ, ଏକ ଚଏସ : କାଷ୍ଟିଂ କାଉଚକୁ ନେଇ ଏମିତି କହିଲେ ପ୍ରକୃତି ମିଶ୍ର

ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦: ଜବରଦସ୍ତ ଲୁକ୍‌ରେ ଏଲିନା ଓ ଅନୁଭା

ସୋଶାଲ ମିଡିଆରେ ଆଉ ଜଣେ ସୁଶାନ୍ତ

‘ଲୋକଙ୍କ ଘଣ୍ଟା ଚୋରି କରନ୍ତି ଅକ୍ଷୟ କୁମାର’

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘