ଏକ୍ସପ୍ରେସନ୍‌ ହିଁ ପ୍ରେମ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ ଖୁବ୍‌ କମ୍‌ ଦିନରେ ଦର୍ଶକୀୟ ଆଦୃତି ଲାଭ କରିବାରେ ସଫଳ ହୋଇଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ଇଷ୍କ ପୁଣିଥରେ’ ହିଟ୍‌ ହୋଇଛି। ତେବେ ସବୁଠୁ ଖାସ୍ କଥା ହେଉଛି, ଏଲିନା ଏକ୍ସପ୍ରେସନ୍‌ ଦେବାରେ ପୁରାପୂରି ମାହିର୍‌। ସେଥିପାଇଁ ତାଙ୍କୁ ‘ଏକ୍ସପ୍ରେସନ୍‌ କୁଇନ୍‌’ ବୋଲି ମଧ୍ୟ କୁହାଯାଉଛି। କେବଳ ଫିଲ୍ମରେ ନୁହେଁ, ସେଲ୍‌ଫି ନେବାବେଳେ ମଧ୍ୟ ଏଲିନାଙ୍କୁ ଏକ୍ସପ୍ରେସନ୍‌ରେ ଖେଳିବାକୁ ଭଲ ଲାଗେ। ଭିନ୍ନ ଭିନ୍ନ […]

elina-copy,kmk

elina-copy,kmk

Biswobandita Swain
  • Published: Saturday, 06 October 2018
  • Updated: 06 October 2018, 05:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ ଖୁବ୍‌ କମ୍‌ ଦିନରେ ଦର୍ଶକୀୟ ଆଦୃତି ଲାଭ କରିବାରେ ସଫଳ ହୋଇଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ଇଷ୍କ ପୁଣିଥରେ’ ହିଟ୍‌ ହୋଇଛି। ତେବେ ସବୁଠୁ ଖାସ୍ କଥା ହେଉଛି, ଏଲିନା ଏକ୍ସପ୍ରେସନ୍‌ ଦେବାରେ ପୁରାପୂରି ମାହିର୍‌। ସେଥିପାଇଁ ତାଙ୍କୁ 'ଏକ୍ସପ୍ରେସନ୍‌ କୁଇନ୍‌' ବୋଲି ମଧ୍ୟ କୁହାଯାଉଛି। କେବଳ ଫିଲ୍ମରେ ନୁହେଁ, ସେଲ୍‌ଫି ନେବାବେଳେ ମଧ୍ୟ ଏଲିନାଙ୍କୁ ଏକ୍ସପ୍ରେସନ୍‌ରେ ଖେଳିବାକୁ ଭଲ ଲାଗେ। ଭିନ୍ନ ଭିନ୍ନ ଏକ୍ସପ୍ରେସନ୍‌ ଦେଇ ସେ ଫଟୋ ଉଠାନ୍ତି। ତାଙ୍କ କହିବା ଅନୁଯାୟୀ, ତାଙ୍କ ପାଇଁ ଏକ୍ସପ୍ରେସନ୍‌ ହିଁ ହେଉଛି ପ୍ରେମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story