ବାବୁସାନ୍‌ଙ୍କୁ ନେଇ ଏଲିନା ଦେଖୁଛନ୍ତି ସ୍ୱପ୍ନ: ଖାଲି ସମୟକୁ ଅପେକ୍ଷା !

<p>ଭୁବନେଶ୍ଵର(ଓଡିଶା ରିପୋର୍ଟର): ଏଲିନା ସାମନ୍ତରାୟ। । ସେ ଏବେ ଓଲିଉଡ &nbsp;ଆଗଧାଡିର ନାୟିକା । ସୁନ୍ଦର &nbsp;ଚେହେରା ଏବଂ ନିଜର ଚୁଲବୁଲି &nbsp;ଅଭିନୟ ପାଇଁ ସେ ବେଶ ଚର୍ଚ୍ଚିତ। ତରଙ୍ଗରେ ପ୍ରସାରିତ ହୋଇଥିବା &#039;ମୁଁ ବି ହିରୋଇନ ହେବି&#039; ରିୟାଲିଟି ସୋ&rsquo; ଜରିଆରେ ସେ ଓଲିଉଡରେ ପାଦ ଥାପିଥିଲେ। ତାଙ୍କ ପ୍ରଥମ ଫିଲ୍ମ ଥିଲା &#039;ଇଷ୍କ ତୁହି ତୁ&#039;। ଏଥିରେ ସେ ଅରିନ୍ଦମଙ୍କ ସହ ଲିଡ୍ ରୋଲରେ ନଜର ଆସିଥିଲେ । ପ୍ରଥମ ଫିଲ୍ମରୁ ହିଁ ତାଙ୍କୁ ମିଳିଥିଲା ସଫଳାତ। ଏହି ଫିଲ୍ମର ସଫଳତା ପରେ ତାଙ୍କ ପାଇଁ ଅଫର ବି ବଢିଛି । ଯେମିତିକି&nbsp; ଓଲିଉଡ ଜଗତର ଆଗଧାଡିର ନାୟକ ଅନୁଭବ, ବାବୁସାନ୍ ଏବଂ &nbsp;ଅରିନ୍ଦମଙ୍କ ସହ ସେ ଅନେକ ସ୍କ୍ରିନ୍&zwnj; ମଧ୍ୟ ସେୟାର କଲେଣି। ତେବେ ଏତେ ସଫଳତା ଓ ପ୍ରଶଂସା ପାଉଥିବା ଏହି ଅଭିନେତ୍ରୀଙ୍କର ଗୋଟେ ସ୍ଵପ୍ନ ରହିଛି। ଓଲିଉଡର ଜଣେ ନାମୀ କଳାକାର ତାଙ୍କ ପାଇଁ ଗୋଟେ ଗୀତ ବୋଲନ୍ତୁ ଏହି ସ୍ୱପ୍ନରେ ସେ ବିଭୋର ହୋଇଯାଛନ୍ତି। ସେ କିଏ ଜାଣନ୍ତି? ସେ ହେଉଛନ୍ତି ଇଣ୍ଡଷ୍ଟ୍ରିର ଚକୋଲେଟ ବୟ ବାବୁସାନ୍। ବାବୁସାନ୍&zwnj;ଙ୍କ ସ୍ଵର ତାଙ୍କୁ ଖୁବ୍&zwnj; ପସନ୍ଦ। ଉଭୟଙ୍କ ମିଳିତ ଅଭିନୀତ ଫିଲ୍ମରେ ବାବୁସାନ୍ କିଛି ଗୀତ ବୋଲିଛନ୍ତି। ହେଲେ ଏଲିନାଙ୍କ ଇଚ୍ଛା କିଛି ପର୍ସନାଲ। ଅର୍ଥାତ&nbsp; ବ୍ୟକ୍ତିଗତଭାବେ ତାଙ୍କ ପାଇଁ ବାବୁସାନ୍ ଗୀତଟିଏ ଗାଇବା ପାଇଁ ଏଲିନାଙ୍କ ଇଚ୍ଛା।</p> <p>ନିକଟରେ ତରଙ୍ଗ ମ୍ୟୁଜିକର &lsquo;ଦିଲ୍ଲ ଦୋସ୍ତି ମ୍ୟୁଜିକ&rsquo;କାର୍ଯ୍ୟକ୍ରମରେ ଏ କଥାର ଖୁଲାସା କରିଛନ୍ତି ଏଲିନା। ଏଥିସହ ସେ ଓଲିଉଡ ଅଭିନେତା ଅରିନ୍ଦମ, ବାବୁସାନ୍ ଓ ଅନୁଭବଙ୍କ କେଉଁ ଗୁଣ ତାଙ୍କୁ ପସନ୍ଦ ସେ ସମ୍ପର୍କରେ କହିଥିଲେ। ତେବେ ଏଲିନାଙ୍କ ଏହି ସ୍ୱପ୍ନ ପୂରଣ ହେଉଛି କି ନାହିଁ ତାହା ଆଗକୁ ଜଣାପଡ଼ିବ। ଏଲିନା ଆଜାକାଲି ଫିଲ୍ମ ସୁଟିଂରେ ବ୍ୟସ୍ତ ରହୁଛନ୍ତି । ନିକଟରେ ତାଙ୍କ ଏକ ଫିଲ୍ମ &lsquo;କାବୁଲା ବାରବୁଲା&rsquo; ରିଲିଜ ହୋଇଥିଲା ଏତିରେ ତାଙ୍କୁ ଅନୁଭବଙ୍କ ସହ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା ।</p>

Ordigital Desk
  • Published: Monday, 23 October 2017
  • Updated: 23 October 2017, 04:32 PM IST

Sports

Latest News

<p>ଭୁବନେଶ୍ଵର(ଓଡିଶା ରିପୋର୍ଟର): ଏଲିନା ସାମନ୍ତରାୟ। । ସେ ଏବେ ଓଲିଉଡ &nbsp;ଆଗଧାଡିର ନାୟିକା । ସୁନ୍ଦର &nbsp;ଚେହେରା ଏବଂ ନିଜର ଚୁଲବୁଲି &nbsp;ଅଭିନୟ ପାଇଁ ସେ ବେଶ ଚର୍ଚ୍ଚିତ। ତରଙ୍ଗରେ ପ୍ରସାରିତ ହୋଇଥିବା &#039;ମୁଁ ବି ହିରୋଇନ ହେବି&#039; ରିୟାଲିଟି ସୋ&rsquo; ଜରିଆରେ ସେ ଓଲିଉଡରେ ପାଦ ଥାପିଥିଲେ। ତାଙ୍କ ପ୍ରଥମ ଫିଲ୍ମ ଥିଲା &#039;ଇଷ୍କ ତୁହି ତୁ&#039;। ଏଥିରେ ସେ ଅରିନ୍ଦମଙ୍କ ସହ ଲିଡ୍ ରୋଲରେ ନଜର ଆସିଥିଲେ । ପ୍ରଥମ ଫିଲ୍ମରୁ ହିଁ ତାଙ୍କୁ ମିଳିଥିଲା ସଫଳାତ। ଏହି ଫିଲ୍ମର ସଫଳତା ପରେ ତାଙ୍କ ପାଇଁ ଅଫର ବି ବଢିଛି । ଯେମିତିକି&nbsp; ଓଲିଉଡ ଜଗତର ଆଗଧାଡିର ନାୟକ ଅନୁଭବ, ବାବୁସାନ୍ ଏବଂ &nbsp;ଅରିନ୍ଦମଙ୍କ ସହ ସେ ଅନେକ ସ୍କ୍ରିନ୍&zwnj; ମଧ୍ୟ ସେୟାର କଲେଣି। ତେବେ ଏତେ ସଫଳତା ଓ ପ୍ରଶଂସା ପାଉଥିବା ଏହି ଅଭିନେତ୍ରୀଙ୍କର ଗୋଟେ ସ୍ଵପ୍ନ ରହିଛି। ଓଲିଉଡର ଜଣେ ନାମୀ କଳାକାର ତାଙ୍କ ପାଇଁ ଗୋଟେ ଗୀତ ବୋଲନ୍ତୁ ଏହି ସ୍ୱପ୍ନରେ ସେ ବିଭୋର ହୋଇଯାଛନ୍ତି। ସେ କିଏ ଜାଣନ୍ତି? ସେ ହେଉଛନ୍ତି ଇଣ୍ଡଷ୍ଟ୍ରିର ଚକୋଲେଟ ବୟ ବାବୁସାନ୍। ବାବୁସାନ୍&zwnj;ଙ୍କ ସ୍ଵର ତାଙ୍କୁ ଖୁବ୍&zwnj; ପସନ୍ଦ। ଉଭୟଙ୍କ ମିଳିତ ଅଭିନୀତ ଫିଲ୍ମରେ ବାବୁସାନ୍ କିଛି ଗୀତ ବୋଲିଛନ୍ତି। ହେଲେ ଏଲିନାଙ୍କ ଇଚ୍ଛା କିଛି ପର୍ସନାଲ। ଅର୍ଥାତ&nbsp; ବ୍ୟକ୍ତିଗତଭାବେ ତାଙ୍କ ପାଇଁ ବାବୁସାନ୍ ଗୀତଟିଏ ଗାଇବା ପାଇଁ ଏଲିନାଙ୍କ ଇଚ୍ଛା।</p><p>ନିକଟରେ ତରଙ୍ଗ ମ୍ୟୁଜିକର &lsquo;ଦିଲ୍ଲ ଦୋସ୍ତି ମ୍ୟୁଜିକ&rsquo;କାର୍ଯ୍ୟକ୍ରମରେ ଏ କଥାର ଖୁଲାସା କରିଛନ୍ତି ଏଲିନା। ଏଥିସହ ସେ ଓଲିଉଡ ଅଭିନେତା ଅରିନ୍ଦମ, ବାବୁସାନ୍ ଓ ଅନୁଭବଙ୍କ କେଉଁ ଗୁଣ ତାଙ୍କୁ ପସନ୍ଦ ସେ ସମ୍ପର୍କରେ କହିଥିଲେ। ତେବେ ଏଲିନାଙ୍କ ଏହି ସ୍ୱପ୍ନ ପୂରଣ ହେଉଛି କି ନାହିଁ ତାହା ଆଗକୁ ଜଣାପଡ଼ିବ। ଏଲିନା ଆଜାକାଲି ଫିଲ୍ମ ସୁଟିଂରେ ବ୍ୟସ୍ତ ରହୁଛନ୍ତି । ନିକଟରେ ତାଙ୍କ ଏକ ଫିଲ୍ମ &lsquo;କାବୁଲା ବାରବୁଲା&rsquo; ରିଲିଜ ହୋଇଥିଲା ଏତିରେ ତାଙ୍କୁ ଅନୁଭବଙ୍କ ସହ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos