ଫିଲ୍ମ ‘ଅଜହର’ରେ ପୁଣି ଦେଖିବାକୁ ମିଳିବ ‘ଓୟେ ଓୟେ’ ଡ୍ୟାନ୍ସ

ମୁମ୍ୱାଇ: ରିଲିଜ୍‌ ହୋଇଛି ଅପକମିଂ ଫିଲ୍ମ ‘ଅଜହର’ର ଡାନ୍ସ ନମ୍ୱର। ଏଥିରେ  ଅଶି ଦଶକର ଫିଲ୍ମ ‘ତ୍ରିଦେବ’ର ସୁପରହିଟ୍ ‌ନମ୍ୱର ‘ଓୟେ ଓୟେ’କୁ ରିକ୍ରିଏଟ୍ କରାଯାଇଛି। ସଙ୍ଗୀତା ବିଜଲାନୀଙ୍କ ଏହି ନମ୍ୱରଟିକୁ  ସେତେବେଳେ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ପୁଣି ଥରେ ଅଶି ଦଶକର ମ୍ୟାଜିକ୍ ରିକ୍ରିଏଟ୍‌ କରିଛନ୍ତି ‘ଅଜହର୍‌’ ନିର୍ମାତା। ଫିଲ୍ମର ଏହି ଡାନ୍ସ ନମ୍ୱରରେ ନର୍ଗିସ୍‌  ଫଖ୍‌ରୀ ବେଶ୍‌ ଗ୍ଲାମରସ୍ ଲାଗୁଛନ୍ତି। ଫିଲ୍ମରେ ବିବଦୀୟ କ୍ରିକେଟର୍ ଆଝାରୁଦ୍ଦିନଙ୍କ ଦ୍ୱିତୀୟ ପତ୍ନୀ ସଙ୍ଗୀତା ବିଜଲାନୀଙ୍କ ଚରିତ୍ରରେ […]

oye

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 10:19 AM IST

ମୁମ୍ୱାଇ: ରିଲିଜ୍‌ ହୋଇଛି ଅପକମିଂ ଫିଲ୍ମ ‘ଅଜହର’ର ଡାନ୍ସ ନମ୍ୱର। ଏଥିରେ  ଅଶି ଦଶକର ଫିଲ୍ମ ‘ତ୍ରିଦେବ’ର ସୁପରହିଟ୍ ‌ନମ୍ୱର ‘ଓୟେ ଓୟେ’କୁ ରିକ୍ରିଏଟ୍ କରାଯାଇଛି। ସଙ୍ଗୀତା ବିଜଲାନୀଙ୍କ ଏହି ନମ୍ୱରଟିକୁ  ସେତେବେଳେ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ପୁଣି ଥରେ ଅଶି ଦଶକର ମ୍ୟାଜିକ୍ ରିକ୍ରିଏଟ୍‌ କରିଛନ୍ତି ‘ଅଜହର୍‌’ ନିର୍ମାତା। ଫିଲ୍ମର ଏହି ଡାନ୍ସ ନମ୍ୱରରେ ନର୍ଗିସ୍‌  ଫଖ୍‌ରୀ ବେଶ୍‌ ଗ୍ଲାମରସ୍ ଲାଗୁଛନ୍ତି। ଫିଲ୍ମରେ ବିବଦୀୟ କ୍ରିକେଟର୍ ଆଝାରୁଦ୍ଦିନଙ୍କ ଦ୍ୱିତୀୟ ପତ୍ନୀ ସଙ୍ଗୀତା ବିଜଲାନୀଙ୍କ ଚରିତ୍ରରେ ନଜର ଆସୁଛନ୍ତି ନର୍ଗିସ୍।

Related story