ରିଲିଜ୍ ହେଲା ‘ବାଗୀ’

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ‘ବାଗୀ’। ଆକ୍ସନ ଓ ରୋମାନ୍ସରେ ଭରପୂର ଏହି ଫିଲ୍ମରେ ଟାଇଗର ଶ୍ରଫ୍ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଛନ୍ତି। ବିଦ୍ରୋହ ପ୍ରେମର କାହାଣୀ ଉପରେ ଫିଲ୍ମଟି ଗତିଶୀଳ ହୋଇଛି। ସାଜିଦ୍ ନାଦିୱାଲା ଏହି ଫିଲ୍ମଟିର ପ୍ରଯୋଜନା ଦେଇଥିବା ବେଳେ ସବିର ଖାନ୍ ନିର୍ଦ୍ଦେଶନା ଦେଇଛନ୍ତି।  ‘ହିରୋପନ୍ତି’ ପରେ ସବିର ଓ ଟାଇଗର ପୁଣି ଏକାଠି ହୋଇଛନ୍ତି। ଫିଲ୍ମର ଗୀତଗୁଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।

baaghi

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 04:45 AM IST

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ‘ବାଗୀ’। ଆକ୍ସନ ଓ ରୋମାନ୍ସରେ ଭରପୂର ଏହି ଫିଲ୍ମରେ ଟାଇଗର ଶ୍ରଫ୍ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଛନ୍ତି। ବିଦ୍ରୋହ ପ୍ରେମର କାହାଣୀ ଉପରେ ଫିଲ୍ମଟି ଗତିଶୀଳ ହୋଇଛି।

ସାଜିଦ୍ ନାଦିୱାଲା ଏହି ଫିଲ୍ମଟିର ପ୍ରଯୋଜନା ଦେଇଥିବା ବେଳେ ସବିର ଖାନ୍ ନିର୍ଦ୍ଦେଶନା ଦେଇଛନ୍ତି।  ‘ହିରୋପନ୍ତି’ ପରେ ସବିର ଓ ଟାଇଗର ପୁଣି ଏକାଠି ହୋଇଛନ୍ତି। ଫିଲ୍ମର ଗୀତଗୁଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।

Related story