ଫିଲ୍ମ ‘କେହି ନୁହେଁ କାହାର’ର ରିଲିଜ ହେଲା ଅଡିଓ

ଭୁବନେଶ୍ୱର: ଫିଲ୍ମ ‘କେହି ନୁହେଁ କାହାର’ର ଅଡିଓ ରିଲିଜ ହୋଇଛି। ବଲିଉଡ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା ଏହି ଅଡିଓ ରିଲିଜ କରିଥିଲେ। ଫିଲ୍ମରେ ବିଭିନ୍ନ ସ୍ୱାଦର ଗୀତ ରହିଛି। ଦୁଇଟା ରୋମାଣ୍ଟିକ ସଙ୍ଗ୍, ଆଇଟମ ସଙ୍ଗ, ସ୍ୟାଡ୍ ସଙ୍ଗ। ତେବେ ପୂଜା ବଜାରରେ ଏହାର ଗୀତ ଗୁଡିକ ଧମାଲ ମଚେଇବ ବୋଲି ଆଶାବାଦୀ କ୍ରିୟୁ ମେମ୍ୱର। ଫିଲ୍ମର ମ୍ୟୁଜିକ ଦେଇଛନ୍ତି  ବିଶ୍ୱ ସ୍ୱରୂପ। ପୂଜା ବଜାରରେ ଦର୍ଶକମାନଙ୍କୁ  ଚିରାଚରିତ ଓଡିଆ କାହାଣୀ ଓ କନସେପ୍ଟରୁ ବାହାରି, […]

rilij

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 01:46 PM IST

ଭୁବନେଶ୍ୱର: ଫିଲ୍ମ ‘କେହି ନୁହେଁ କାହାର’ର ଅଡିଓ ରିଲିଜ ହୋଇଛି। ବଲିଉଡ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା ଏହି ଅଡିଓ ରିଲିଜ କରିଥିଲେ। ଫିଲ୍ମରେ ବିଭିନ୍ନ ସ୍ୱାଦର ଗୀତ ରହିଛି। ଦୁଇଟା ରୋମାଣ୍ଟିକ ସଙ୍ଗ୍, ଆଇଟମ ସଙ୍ଗ, ସ୍ୟାଡ୍ ସଙ୍ଗ। ତେବେ ପୂଜା ବଜାରରେ ଏହାର ଗୀତ ଗୁଡିକ ଧମାଲ ମଚେଇବ ବୋଲି ଆଶାବାଦୀ କ୍ରିୟୁ ମେମ୍ୱର। ଫିଲ୍ମର ମ୍ୟୁଜିକ ଦେଇଛନ୍ତି  ବିଶ୍ୱ ସ୍ୱରୂପ। ପୂଜା ବଜାରରେ ଦର୍ଶକମାନଙ୍କୁ  ଚିରାଚରିତ ଓଡିଆ କାହାଣୀ ଓ କନସେପ୍ଟରୁ ବାହାରି, ସସ୍ପେନସ୍, ଥ୍ରିଲର ଓ ରୋମାନସର ଫୁଲ ପ୍ୟାକେଜ ପେଶ୍ କରିବାକୁ ଯାଉଛନ୍ତି ଡିରେକଟର ସୁଶାନ୍ତ ମଣି। ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ଅଭିଷେକ ରଥ ଏବଂ ଏଲିନାଙ୍କୁ। ତେବେ ସସପେନସ୍ ଓ ମଡର ମିଷ୍ଟ୍ରିକୁ ନେଇ ଗତିଶୀଳ ଏଇ କାହାଣୀ ଉପରୁ ଅକ୍ଟୋବର ୨ତାରିଖରେ ପରଦା ଉଠିବ ।

Related story