ହଲ୍‌କୁ ଆସିଲା ‘ଫୋବିଆ’

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍‌ ହୋଇଛି ବଲିଉଡ୍ ଫିଲ୍ମ ‘ଫୋବିଆ’ । ରାଗିଣୀ ଏମ୍‌ଏମ୍‌ଏସ୍‌ ପରେ ନିର୍ଦ୍ଦେଶକ ପବନ କୃପାଲିନଙ୍କ ଏହା ଆଉ ଏକ ଥ୍ରିଲର୍ ଫିଲ୍ମ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଧିକା ଆପ୍ତେ। ରାଧିକା ଏହି ଫିଲ୍ମରେ ଜଣେ ମାନସିକ ରୋଗୀ ଭୂମିକାରେ ଅଭିନୟ କରିଛନ୍ତି।

phobia

Rakesh Mallick
  • Published: Friday, 27 May 2016
  • , Updated: 27 May 2016, 05:21 AM IST

Related story