‘ଏ ଦିଲ୍‌ ହେ ମୁସ୍କିଲ’ ଓ ‘ଶିବାୟ’ ରିଲିଜ୍

ମୁମ୍ବାଇ: ଦୀପାବଳୀ ଅବସରରେ ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି ‘ଏ ଦିଲ୍‌ ହେ ମୁସ୍କିଲ’ ଓ ‘ଶିବାୟ’। ଚର୍ଚ୍ଚିତ ଫିଲ୍ମ ‘ଏ ଦିଲ୍‌ ହେ ମୁସ୍କିଲ’ରେ ଐଶ୍ୱାର୍ଯ୍ୟା ରାୟ,ଅନୁଷ୍କା ଶର୍ମା, ରଣବୀର ଏବଂ ଫୱାଦ୍‌ ଖାନଙ୍କ ମୁଖ୍ୟ ଭୂମିକାରେ ଅଛନ୍ତି। ‘ଶିବାୟ’ରେ  ଅଜୟ ଦେବଗନ ଆକ୍ଟିଂ କରିବା ସହ ନିର୍ଦ୍ଦେଶନା ଓ କୋ-ପ୍ରଡ୍ୟୁସର ଦାୟିତ୍ୱ ସମ୍ଭାଳିଛନ୍ତି। ଏଥିରେ ଅଜୟଙ୍କ ସହ ସାୟେସା ସୈଗଲ ଓ ପୋଲାଣ୍ଡର ଆକଟ୍ରେସ୍‌ ଏରିକା କର୍‌ ଅଛନ୍ତି। ଦୀପାବଳୀରେ ବକ୍ସ ଅଫିସରେ […]

aa

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 12:40 PM IST

ମୁମ୍ବାଇ: ଦୀପାବଳୀ ଅବସରରେ ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି ‘ଏ ଦିଲ୍‌ ହେ ମୁସ୍କିଲ’ ଓ ‘ଶିବାୟ’। ଚର୍ଚ୍ଚିତ ଫିଲ୍ମ ‘ଏ ଦିଲ୍‌ ହେ ମୁସ୍କିଲ’ରେ ଐଶ୍ୱାର୍ଯ୍ୟା ରାୟ,ଅନୁଷ୍କା ଶର୍ମା, ରଣବୀର ଏବଂ ଫୱାଦ୍‌ ଖାନଙ୍କ ମୁଖ୍ୟ ଭୂମିକାରେ ଅଛନ୍ତି।

‘ଶିବାୟ’ରେ  ଅଜୟ ଦେବଗନ ଆକ୍ଟିଂ କରିବା ସହ ନିର୍ଦ୍ଦେଶନା ଓ କୋ-ପ୍ରଡ୍ୟୁସର ଦାୟିତ୍ୱ ସମ୍ଭାଳିଛନ୍ତି। ଏଥିରେ ଅଜୟଙ୍କ ସହ ସାୟେସା ସୈଗଲ ଓ ପୋଲାଣ୍ଡର ଆକଟ୍ରେସ୍‌ ଏରିକା କର୍‌ ଅଛନ୍ତି।

ଦୀପାବଳୀରେ ବକ୍ସ ଅଫିସରେ ଏହି ଦୁଇଟି ଫିଲ୍ମ ମଧ୍ୟରୁ କିଏ ବାଜିମାରୁଛି ତା’ ଉପରେ ସମସ୍ତଙ୍କ ନଜର।

Related story