ଆଲିଆ କହିଲେ- ‘ତୁ ମେରା ବୟଫ୍ରେଣ୍ଡ’

ମୁମ୍ବାଇ: ବର୍ଷ ବର୍ଷ ଧରି ହାତରେ ହାତ ଛନ୍ଦି ବୁଲୁଛନ୍ତି। ପରସ୍ପରର ଫଟୋ ସୋଶାଲ ମିଡିଆରେ ଶେଆର କରୁଛନ୍ତି, ଭ୍ୟାକେସନ୍‌ ଡେଷ୍ଟିନସନ୍‌କୁ ବି ଏକାଠି ଉଡ଼ି ଯାଉଛନ୍ତି। ହେଲେ ଏ ଯାଏ ନିଜ ସମ୍ପର୍କକୁ ମୋହର ମାରି ନାହାନ୍ତି ବଲିଉଡର ମୋଷ୍ଟ ରୋମାଣ୍ଟିକ ଲଭ୍‌ ବାର୍ଡ ରଣବୀର କପୁର ଏବଂ ଆଲିଆ ଭଟ୍ଟ । ହେଲେ ଶେଷରେ ସତ ଉପରୁ ପରଦା ହଟାଇଛନ୍ତି ଗଙ୍ଗୁବାଇ କାଠିଆୱାଡି । ଯାହା ଶୁଣିବାକୁ ଫ୍ୟାନ୍ସ ପ୍ରଶ୍ନବାଣରେ ଘାଇଲା କରି ଦେଉଥିଲେ, […]

alia bhat

alia bhat

Niharika Rout
  • Published: Saturday, 08 January 2022
  • Updated: 08 January 2022, 11:49 AM IST

Sports

Latest News

ମୁମ୍ବାଇ: ବର୍ଷ ବର୍ଷ ଧରି ହାତରେ ହାତ ଛନ୍ଦି ବୁଲୁଛନ୍ତି। ପରସ୍ପରର ଫଟୋ ସୋଶାଲ ମିଡିଆରେ ଶେଆର କରୁଛନ୍ତି, ଭ୍ୟାକେସନ୍‌ ଡେଷ୍ଟିନସନ୍‌କୁ ବି ଏକାଠି ଉଡ଼ି ଯାଉଛନ୍ତି। ହେଲେ ଏ ଯାଏ ନିଜ ସମ୍ପର୍କକୁ ମୋହର ମାରି ନାହାନ୍ତି ବଲିଉଡର ମୋଷ୍ଟ ରୋମାଣ୍ଟିକ ଲଭ୍‌ ବାର୍ଡ ରଣବୀର କପୁର ଏବଂ ଆଲିଆ ଭଟ୍ଟ । ହେଲେ ଶେଷରେ ସତ ଉପରୁ ପରଦା ହଟାଇଛନ୍ତି ଗଙ୍ଗୁବାଇ କାଠିଆୱାଡି । ଯାହା ଶୁଣିବାକୁ ଫ୍ୟାନ୍ସ ପ୍ରଶ୍ନବାଣରେ ଘାଇଲା କରି ଦେଉଥିଲେ, ସେହି ଉତ୍ତରକୁ ଏକ କ୍ୟୁଟ୍‌ ଫଟୋ ଜରିଆରେ ପୋଷ୍ଟ କରିଛନ୍ତି ସୁନ୍ଦରୀ ଆଲିଆ । ଶେଷରେ ଇସାରା ଇସାରାରେ ରଣବୀରଙ୍କୁ ନିଜ ବୟଫ୍ରେଣ୍ଡ ବୋଲି ଆଲିଆ ସ୍ୱିକାର କରିଥିବା ବେଳେ ଚକିତ ହୋଇ ଯାଇଛନ୍ତି ଫ୍ୟାନ୍ସ ।

ଆଲିଆଙ୍କ ଲାଟେଷ୍ଟ ଫଟୋ ସୋଶାଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ରଣବୀରଙ୍କ ଦ୍ୱାରା ଉଠାଯାଇଥିବା କ୍ୟୁଟ ଫଟୋକୁ ଆଲିଆ ନିଜ ଅଫିସିଆଲ ଇନଷ୍ଟା  ହ୍ୟାଣ୍ଡେଲରେ   ଶେଆର କରିଛନ୍ତି। ଏହା ସହ ଆଲିଆ ଦେଇଥିବା କ୍ୟାପସନ ଦେଖି ଫ୍ୟାନ୍ସ ଖୁବ୍‌ ଚକିତ ହୋଇପଡ଼ିଛନ୍ତି। କାରଣ ପ୍ରଥମ ଥର ପାଇଁ ଆଲିଆ ରଣବୀରଙ୍କୁ ନିଜ ବୟଫ୍ରେଣ୍ଡ ବୋଲି ସୋଶାଲ ମିଡିଆରେ କହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି  ଯାହା, ଆଲିଆଙ୍କ ଫଟୋ ଆଉ କେହି ନୁହନ୍ତି, ବଲିଉଡର ଚକୋଲେଟ ବୟ ରଣବୀର କପୁର ହିଁ ଉଠାଇଛନ୍ତି।  ଏହି ସୁନ୍ଦର ଫଟୋର ସିରିଜ ଶେଆର କରି ଆଲିଆ କ୍ୟାପସନରେ ଲେଖିଛନ୍ତି, ‘କାକୁଆଲି ଫ୍ଲୋକ୍ସିଂ ମାଇ ବୟଫ୍ରେଣ୍ଡ ସ୍କିଲ’ ।

[caption id="attachment_704976" align="aligncenter" width="650"]alia-ranbir ଆଲିଆ ଭଟ୍ଟ ଓ ରଣବୀର କପୁର ।[/caption]

ଆଲିଆଙ୍କ ଏହି ସୁନ୍ଦର ଫଟୋ ଦେଖି ଫ୍ୟାନ୍ସଙ୍କ ସମେତ ବଲିଉଡ ସେଲିବ୍ରିଟି ବି କମେଣ୍ଟ ନ କରି ରହିପାରି ନାହାନ୍ତି। ନୀତୁ କପୁର ହାର୍ଟ ଇମୋଜି ଦେଇଥିବା ବେଳେ ସୋନି ରାଜଦାନ ୩ଟି ପିଙ୍କ ହାର୍ଟ ଇମୋଜି ଦେଇଛନ୍ତି।  ଅନୁଷ୍କା ହାର୍ଟ ଇମୋଜି ସହ ଆଲିଆଙ୍କ ପ୍ରଶଂସା କରିଥିବା ବେଳେ ଅର୍ଜୁନ କପୁର ଲେଖିଛନ୍ତି ‘ଫିର ସେ ଉଡ ଚଲେ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story