ରିଲିଜ୍‌ ହେଲା ‘ଫୋର୍ସ-2’

ମୁମ୍ବାଇ: ‘ରକ୍କି ହ୍ୟାଣ୍ଡସମ୍‌’ ଷ୍ଟାର ଜନ୍‌ ଆବ୍ରାହାମ୍‌ ଓ ଦବଙ୍ଗ ଗାର୍ଲ ସୋନାକ୍ଷୀଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଫୋର୍ସ-2’ ଆଜି ରିଲିଜ୍‌ ହୋଇଛି। ‘ଫୋର୍ସ-୨’ରେ ଜନ୍‌-ତାହୀରଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳୁଛି। ଏଥିରେ ସୋନାକ୍ଷୀ ଓ ଜନ୍‌ ଦୁହେଁ ‘ର’ ଏଜେଣ୍ଟ ଭାବେ ନଜରକୁ ଆସୁଛନ୍ତି। ଏହି ଫିଲ୍ମର ସିଟିଂ ଭାରତ ସମେତ ଚୀନ୍‌ ଓ ବୁଡାପେଷ୍ଟରେ କରାଯାଇଛି। ଏଥିରେ ଉଭୟ ସୋନାକ୍ଷୀ ଓ ଜନ୍‌ଙ୍କୁ ବହୁ ଷ୍ଟଣ୍ଟ ଓ ଫାଇଟ୍‌ କରୁଥିବାର ଦେଖିବାକୁ ମିଳୁଛି। […]

force-2

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 05:59 PM IST

ମୁମ୍ବାଇ: ‘ରକ୍କି ହ୍ୟାଣ୍ଡସମ୍‌’ ଷ୍ଟାର ଜନ୍‌ ଆବ୍ରାହାମ୍‌ ଓ ଦବଙ୍ଗ ଗାର୍ଲ ସୋନାକ୍ଷୀଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଫୋର୍ସ-2’ ଆଜି ରିଲିଜ୍‌ ହୋଇଛି। ‘ଫୋର୍ସ-୨’ରେ ଜନ୍‌-ତାହୀରଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳୁଛି। ଏଥିରେ ସୋନାକ୍ଷୀ ଓ ଜନ୍‌ ଦୁହେଁ ‘ର’ ଏଜେଣ୍ଟ ଭାବେ ନଜରକୁ ଆସୁଛନ୍ତି।

ଏହି ଫିଲ୍ମର ସିଟିଂ ଭାରତ ସମେତ ଚୀନ୍‌ ଓ ବୁଡାପେଷ୍ଟରେ କରାଯାଇଛି। ଏଥିରେ ଉଭୟ ସୋନାକ୍ଷୀ ଓ ଜନ୍‌ଙ୍କୁ ବହୁ ଷ୍ଟଣ୍ଟ ଓ ଫାଇଟ୍‌ କରୁଥିବାର ଦେଖିବାକୁ ମିଳୁଛି।

ଏହି ଫିଲ୍ମକୁ ଅଭିନୟ ଦେଓ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ତୁଲାଇଛନ୍ତି ଭି.ଏ. ଶାହ। ଏଥିରେ ରାମ ସମ୍ପଥ୍‌ ମ୍ୟୁଜିକ୍‌ ଦେଇଥିବା ବେଳେ ଷ୍ଟୋରୀ ଲେଖିଛନ୍ତି ରିତେଶ ଶାହ।

Related story