ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ଦୁଇଟି ଫିଲ୍ମ

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଆଜି ବଡ଼ ପରଦାକୁ ଆସିଛି ବଲିଉଡ଼ର ୨ଟି ଫିଲ୍ମ ଫରହାନ ଅଖତରଙ୍କ ‘ରକ୍ ଅନ୍-୨’ ଓ ରୋନିତ୍‌ ରାୟଙ୍କ ‘ଡୋଙ୍ଗରି କା ରାଜା’। ରକ୍‌ ଅନ୍‌-୨ରେ ଫରହାନ୍‌ଙ୍କ ଅପୋଜିଟ୍‌ରେ ଅଛନ୍ତି ଶ୍ରଦ୍ଧା କପୁର। ଫିଲ୍ମରେ ଅନ୍ୟ କଳାକାରଙ୍କ ମଧ୍ୟରେ ଅଛନ୍ତି ଅର୍ଜୁନ ରାମପାଲ, ପୁରବ କୋହଲି, ପ୍ରାଚୀ ଦେଶାଇ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଶୁଜାତ୍‌ ସୌଦାଗର କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ ଲୟ। ଡୋଙ୍ଗରୀର ରାଜାଙ୍କ ପ୍ରେମ କାହାଣୀକୁ […]

dongri-ka-raja

Rakesh Mallick
  • Published: Friday, 11 November 2016
  • , Updated: 11 November 2016, 12:17 PM IST

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଆଜି ବଡ଼ ପରଦାକୁ ଆସିଛି ବଲିଉଡ଼ର ୨ଟି ଫିଲ୍ମ ଫରହାନ ଅଖତରଙ୍କ ‘ରକ୍ ଅନ୍-୨’ ଓ ରୋନିତ୍‌ ରାୟଙ୍କ ‘ଡୋଙ୍ଗରି କା ରାଜା’। ରକ୍‌ ଅନ୍‌-୨ରେ ଫରହାନ୍‌ଙ୍କ ଅପୋଜିଟ୍‌ରେ ଅଛନ୍ତି ଶ୍ରଦ୍ଧା କପୁର। ଫିଲ୍ମରେ ଅନ୍ୟ କଳାକାରଙ୍କ ମଧ୍ୟରେ ଅଛନ୍ତି ଅର୍ଜୁନ ରାମପାଲ, ପୁରବ କୋହଲି, ପ୍ରାଚୀ ଦେଶାଇ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଶୁଜାତ୍‌ ସୌଦାଗର କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ ଲୟ।

ଡୋଙ୍ଗରୀର ରାଜାଙ୍କ ପ୍ରେମ କାହାଣୀକୁ ନେଇ ତିଆରି କରାଯାଇଛି ‘ଡୋଙ୍ଗରି କା ରାଜା’। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ରୋନିତ୍ ରୟ, ଗଶମିର ମହାଜନୀ ଏବଂ ରିଚା ସିହ୍ନା। ଏଥିରେ ଥିବା ସନିଲି ଓନିଙ୍କ ଆଇଟମ୍ ଡ୍ୟାନ୍ସ ବେଶ ପପୁଲାର ହୋଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହାଦି ଅଲ୍ଲି ଅବରାର।

Related story