ରିଲିଜ୍ ହେଲା ‘ବୀରାପ୍ପାନ’

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ହଲ୍‌କୁ ଆସିଛି ବହୁ ଚର୍ଚ୍ଚିତ ଫିଲ୍ମ ‘ବୀରାପ୍ପାନ’। କୁଖ୍ୟାତ ଚନ୍ଦନ ତସ୍କର ବୀରାପ୍ପାନର ଅପରାଧ ପୃଷ୍ଠଭୂମିକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଛି। ଏଥିରେ ବୀରାପ୍ପାନ ଭୂମିକାରେ  ସନ୍ଦୀପ୍ ଭରଦ୍ୱାଜ ଅଭିନୟ କରିଛନ୍ତି। ପୂର୍ବରୁ କନ୍ନଡ଼ ଭାଷାରେ ଏହି ଫିଲ୍ମ ରିଲିଜ୍ ହୋଇ ସାରିଛି। ବଲିଉଡ୍‌ରେ ‘ବୀରାପ୍ପାନ’ ରିଲିଜ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଲାଗି ରହିଥିଲା। ରାମ ଗୋପାଳ ବର୍ମା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।

Ram-Gopal

Rakesh Mallick
  • Published: Friday, 27 May 2016
  • , Updated: 27 May 2016, 04:36 AM IST

Related story