ଗୀତା ଗର୍ଭବତୀ ଅଛନ୍ତି!

ମୁମ୍ବାଇ: ବଲିଉଡରେ ଏବେ ଅନେକ ଖୁସି ଖବର ଶୁଣିବାକୁ ମିଳୁଛି। କିଛି ଦିନ ତଳେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲା ବେଳେ ସାହିଦ୍ କାପୁରଙ୍କ ସ୍ତ୍ରୀ ମୀରା ପ୍ରେଗ୍‌ନାଣ୍ଟ୍ ଅଛନ୍ତି ବୋଲି ଜଣାପଡ଼ିଥିଲା। ଆଉ ଏବେ ଜଣାପଡ଼ିଛି ଯେ କ୍ରିକେଟର ହରବଜନ ସିଂହ ପତ୍ନୀ ତଥା ଅଭିନେତ୍ରୀ ଗୀତା ବସରା ମଧ୍ୟ ଗର୍ଭବତୀ ଅଛନ୍ତି। ସେ ଏକ କାର୍ଯ୍ୟକ୍ରମରେ ଢିଲା ପୋଷାକ ପିନ୍ଧି ଥିଲେ। ଏଥିରୁ ଅନୁମାନ କରାଯାଉଛି ଯେ […]

geeta

Rakesh Mallick
  • Published: Sunday, 10 April 2016
  • , Updated: 10 April 2016, 12:03 PM IST

ମୁମ୍ବାଇ: ବଲିଉଡରେ ଏବେ ଅନେକ ଖୁସି ଖବର ଶୁଣିବାକୁ ମିଳୁଛି। କିଛି ଦିନ ତଳେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲା ବେଳେ ସାହିଦ୍ କାପୁରଙ୍କ ସ୍ତ୍ରୀ ମୀରା ପ୍ରେଗ୍‌ନାଣ୍ଟ୍ ଅଛନ୍ତି ବୋଲି ଜଣାପଡ଼ିଥିଲା। ଆଉ ଏବେ ଜଣାପଡ଼ିଛି ଯେ କ୍ରିକେଟର ହରବଜନ ସିଂହ ପତ୍ନୀ ତଥା ଅଭିନେତ୍ରୀ ଗୀତା ବସରା ମଧ୍ୟ ଗର୍ଭବତୀ ଅଛନ୍ତି। ସେ ଏକ କାର୍ଯ୍ୟକ୍ରମରେ ଢିଲା ପୋଷାକ ପିନ୍ଧି ଥିଲେ। ଏଥିରୁ ଅନୁମାନ କରାଯାଉଛି ଯେ ସେ ପ୍ରେଗ୍‌ନାଣ୍ଟ୍ ହୋଇଛନ୍ତି। ଏପରିକି ମାସକ ତଳେ ଗୀତା ଜଣେ  ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପାଖକୁ ଯାଇଥିବା ଶୁଣିବାକୁ ମିଳିଛି। ଏବେ ଅପେକ୍ଷା କେବଳ ଭଜି ଓ ଗୀତାଙ୍କ ଆନୁଷ୍ଠାନିକ ଘୋଷଣାକୁ।

ଗତବର୍ଷ ଅକ୍ଟୋବର ୨୦ରେ ଭଜି ଓ ଗୀତାଙ୍କ ବିବାହ ହୋଇଥିଲା।

Related story